ଆଜିଠାରୁ 21 ବର୍ଷ ପର୍ଯ୍ୟନ୍ତ ଶନିଦେବ ଏହି ରାଶିର ଚମକାଇବେ ଭାଗ୍ୟ

ହିନ୍ଦୁ ଶାସ୍ତ୍ର ଓ ଜ୍ଯୋତିଷ ଶାସ୍ତ୍ର ରେ ଭଗବାନ ଶନି ଗ୍ରହ ଙ୍କୁ ଅନେକ ପ୍ରଭାବଶାଳି କୁହା ଯାଇଛି । ଭଗବାନ ଶନି ଦେବ ହେଉଛନ୍ତି ସୂର୍ଯ୍ୟ ଭଗବାନ ଙ୍କ ପୁତ୍ର । ସେ ନବ ଗ୍ରହ ମଧ୍ୟରେ ସବୁ ଠାରୁ ଶ୍ରେଷ୍ଟ ଗ୍ରହ ଅଟନ୍ତି । ସେ ସବୁ ବ୍ୟକ୍ତି ଙ୍କୁ ସବୁ ପ୍ରକାର ଦୁଃଖ ରୁ ମୁକ୍ତି ଦେବା ପାଇଁ ଓ ସେମାନଙ୍କୁ ନିଜ କାମରେ ମନ ରଖିବାର ଶିକ୍ଷା ଦେଇ ଥାନ୍ତି । ସେଥିପାଇଁ ଭଗବାନ ଶନି ଗ୍ରହ ଙ୍କୁ ସର୍ବ ଶ୍ରେଷ୍ଠ ଗ୍ରହ ମଧ୍ୟ କୁହାଯାଏ । ଯେଉଁ ମାନେ ଭୁଲ କାମ କରନ୍ତି ସେହି ଭଳି ଲୋକଙ୍କୁ ଭଗବାନ ଶନି ଦେବ ଖୁବ କଷ୍ଟ ଦେଇ ଥାନ୍ତି ।

ଭଗବାନ ଶନିଦେବ ଙ୍କ ଗୋଚର କିମ୍ବା ସାଢେ ସାତ ଶନି ଆଦି ମହାଦଶା ଅଛି ଯାହା ଦ୍ଵାରା ସେହି ଲୋକଙ୍କ ଜୀବନରେ ସବୁ ସମୟରେ କଷ୍ଟର ଆଗମନ ହୋଇ ଥାଏ । ଆପଣ ଜାଣି ଥିବେ କି ଭଗବାନ ଶନି ଦେବ ହେଉଛନ୍ତି ସାରା ଦୁନିଆର କର୍ମର ଦେବତା । ଆପଣ ଜାଣି ରଖନ୍ତୁ କି ଏହି ଦଶା ଖୁବ ନର୍କ ଯନ୍ତ୍ରଣା ଠାରୁ ଭି ଖରାପ ହୋଇ ଥାଏ । ଯଦି ଆମେ ଭଗବାନ ଶନି ଦେବଙ୍କ କୃପା ବିଶୟରେ କହିବା ପାଇଁ ଯିବା ତ ଭଗବାନ ଶନି ଦେବଙ୍କ କୃପା ଥିବା ବ୍ଯକ୍ତିର ଜୀବନରେ କିଛି ଭି ଖରାପ ସଂକଟ ଆସି ନଥାଏ । କେଉଁ ଭି ପରିସ୍ଥିତି ରେ ଆମେ ଯାହାଭି କରୁଛେ ଆମେ ତାହାର ପରିଣାମ ପାଇଁ ସବୁ ବେଳେ କିଛି ନା କିଛି କଷ୍ଟ କିମ୍ବା ସୁଖ ପାଇ ଥାଉ ।

ଭଗବାନ ଶନି ଦେବ ହେଉଛନ୍ତି ଏହି ଭଳି ଜଣେ ଭଗବାନ ତାଙ୍କୁ ନିରୀହ ଓ ଧର୍ମବାନ ବ୍ୟକ୍ତି ହି ପସନ୍ଦ ଆସନ୍ତି । ଆଜି ଆମେ କହିବା ପାଇଁ ଯାଉଛୁ ସେହି ଭଳି କିଛି ରାଶି ମାନଙ୍କ ବିଷୟରେ ଯେଉଁ ମାନେ ଲାଭବାନ ହେବା ପାଇଁ ଯାଉଛନ୍ତି ଭଗବାନ ଶନିଦେବଙ୍କ ଦୟାରୁ । ଏହି ରାଶି ମାନଙ୍କ ଉପରେ ଭଗବାନ ଙ୍କ ଆଶୀର୍ବାଦ ହେବ ଯାହା ଦ୍ଵାରା ତାଙ୍କ ଆରଥି ସ୍ଥିତି ଖୁବ ଭଲ ହେବା ପାଇଁ ଯାଉଛି । ଜୀବନରେ କେହୀ ନୂଆ ମିତ୍ର ଆସିବା ପାଇଁ ଯାଉଛନ୍ତି । ଯେଉଁ ମାନେ କିଛି ଭଲ ମନ୍ଦ ଖବର ପାଇବା ପାଇଁ ଅପେକ୍ଷା କରି ଥିଲେ ସେମାନେ ଏବେ ନିଜ ଦୂର ବନ୍ଧୁ ମାନଙ୍କ ପାଖରୁ କିଛି ଭଲ ଖବର ପାଇବା ପାଇଁ ଯାଉଛନ୍ତି ।

କିଛି ଲୋକମାନେ ନିଜ ଚାକିରି ଠାରୁ ମଧ୍ୟ ଭଲ ଚାକିରି ପାଇବା ପାଇଁ ଯାଉଛନ୍ତି । ଆପଣ ଜଣାଇ ଥିବେ କି କିଛି ଏହି ଭଳି ଲୋକ ମାନେ ଅଛନ୍ତି ଯେଉଁ ମାନେ ପ୍ରେମ ତ କରୁଛନ୍ତି କିନ୍ତୁ ଘରେ କହି ପାରୁ ନାହାଁନ୍ତି ଆପଣ ଏହି ସମୟ ରେ ନିଜ ପ୍ରେମ ବିଷୟରେ ଘରେ କହି ପାରିବେ । ଆପଣ ସନ୍ତାନ ପ୍ରାପ୍ତି ମଧ୍ୟ କରି ପାରନ୍ତି ସମାଜରେ ଆପଣଙ୍କ ନାମର ଖ୍ଯାତି ବଢିବ ଯାହା ପାଇଁ ଆପଣ ସବୁ ପ୍ରକା ଖୁଶି ପାଇବା ପାଇଆନ ଯାଉଛନ୍ତି । ତେବେ ଆପଣ ଭଗବାନ ଶନି ଦେବଙ୍କ ଆରାଧନା କରନ୍ତୁ ଦେଖିବେ ଆଗାମୀ ଦିନ ଅଧ୍ୟା ଆପଣଙ୍କ ପାଇଁ ଶୁଭମୟ ହେବ । ଏହି ରାଶି ଗୁଡିକ ହେଲେ କୁମ୍ଭ, ମକର, ଧନୁ, କନ୍ୟା, ବିଛା ରାଶି ।

Leave a Reply

Your email address will not be published. Required fields are marked *