ଏହି 2ଟି ରାଶିର ପୁଅ ବାହାଘର ପରେ ଅନ୍ୟ ସ୍ତ୍ରୀ ସହ କରନ୍ତି ରାସନୀଳା

ପ୍ରେମ ଏକ ଆନନ୍ଦ ଦାୟକ ଅନୁଭବ ଅଟେ । ଯଦି କୌଣସି ବ୍ୟକ୍ତି ବା ମହିଳା ପ୍ରେମ ରେ ରହିଥାନ୍ତି ସେମାନଙ୍କୁ ପ୍ରେମ ସ-ମ୍ଭ-ନ୍ଧ ଆରମ୍ଭ ରେ ସବୁ କିଛି ସକାରତ୍ମକ ଲାଗିଥାଏ । ଏହି ପ୍ରେମ ର ଅନୁଭବ ଏତେ ଗଭୀର ହୋଇଥାଏ କି ଯଦି ଆମେ ଯେତିକି ପ୍ରେମ ନିଜ ସାଥିକୁ କରିଥାଉ ତାହାର ପ୍ରତିବଦଳରେ ଯଦି ଆମ ସାଥି ଠାରୁ ଆମକୁ ସେତିକି ପ୍ରେମ ମିଳି ନ ଥାଏ ତେବେ ଏହା ବହୁତ କ-ଷ୍ଟ ଦେଇଥାଏ । ଆରମ୍ଭ ରୁ କିଛି ସମୟ ପରେ ପ୍ରେମ ର ଅନୁଭବ ଅନୁଭୁତି ହୋଇଥାଏ ।

ସାଥୀର ଯେଉଁ ନ-କା-ରା-ତ୍ମ-କ କଥା ସେମାନେ ଆରମ୍ଭ ରୁ ଅଣଦେଖା କରି ଆସିଥାନ୍ତି କିଛି ମୁହୂର୍ତ୍ତରେ ସେମାନଙ୍କୁ ସେହି କଥା ଖ-ରା-ପ ଲାଗିଥାଏ ଓ ଅନେକ ଛୋଟ ଛୋଟ କଥା ରେ ଝ-ଗ-ଡା ହୋଇଥାଏ । ଶେଷ ରେ ଏପରି ଏକ ସମୟ ଆସେ ଯେ ଆପଣଙ୍କୁ ଲାଗିବ ଏହି ପ୍ରେମ ସ-ମ୍ପ-ର୍କ ଏବେ ଶେଷ କରିଦେବା ଉଚିତ । ଗୋଟି ଗୋଟିଏ ପ୍ରେମର ଅ-ନ୍ତ ଏପରି ହୋଇଥାଏ କି ଯାହା ଆପଣ ଭାବିବି ନଥିବେ । ତେବେ ବହୁତ ଭା-ଗ୍ୟ-ଶା-ଳୀ ହୋଇଥାନ୍ତି ସେହି ଲୋକମାନେ ଯେଉଁମାନଙ୍କୁ ନିଜ ପ୍ରେମ ମିଳିଥାଏ ପୁରା ଜୀବନ ପାଇଁ । ଅଥବା କିଛି ଲୋକଙ୍କର ପ୍ରେମ କାହାଣୀ ଏତେ ହୃଦୟ ବିଦାରକ ହୋଇ ଥାଏ ଯାହାକୁ ଶୁଣିବା ପରେ ଲୋକଙ୍କର ପ୍ରେମ ଉପରୁ ଭରଷା ଉଠି ଯାଇଥାଏ ।

କିଛି ଲୋକ ପ୍ରେମ କରିବାକୁ ଡ-ର-ନ୍ତି । ତେବେ ଏହିପରି ଦୁଇଟି ରାଶି ର ବ୍ୟକ୍ତି ମାନେ ଅଛନ୍ତି ଯେଉଁମାନେ କି ନିଜ ସାଥୀକୁ ପ୍ରେମ କରି ପାରନ୍ତି ନାହିଁ । ସେମାନେ ପ୍ରେମ ପାଇଁ ଅନ୍ୟ ସ୍ତ୍ରୀ ଵା ପୁରୁଷ ଙ୍କୁ ଭଲ ପାଇ ଥାନ୍ତି । ତେବେ ଏହି ରାଶିର ସବୁ ପୁରୁଷ ବା ମହିଳା ସେହି ପରି ବ୍ୟକ୍ତିତ୍ୱ ର ହୋଇଥିବେ ଏହା ଠିକ ନୁହେଁ । କିନ୍ତୁ ଏହି ରାଶିର ଅଧିକାଂଶ ଲୋକ ଏହି ପରି ବ୍ୟକ୍ତିତ୍ୱ ବିଶେଷ ହୋଇଥାନ୍ତି । ତେବେ ପ୍ରଥମ ରାଶି ଟି ହେଉଛି ମେଷ ରାଶି । ତେବେ ଏହି ରାଶିର ବ୍ୟକ୍ତିମାନେ ସର୍ବଦା ବହୁତ ଭଲ ପାଉଥିବା ଓ ଅଧିକ ଯତ୍ନ ନେଉଥିବା ଜୀବନ ସାଥି ପସନ୍ଦ କିନ୍ତୁ ଏମାନଙ୍କ ଦୁର୍ଭାଗ୍ୟ ଏମାନଙ୍କୁ ଏହାର ବିପରୀତ ଜୀବନସାଥୀ ମିଳିଥାଏ ।

ତେଣୁ ଏମାନେ ସେହି ଯତ୍ନ ଓ ପ୍ରେମ ପାଇବା ପାଇଁ ଏହି ରାଶିର ପୁରୁଷ ମାନେ ଅନ୍ୟ ସ୍ତ୍ରୀ ବା ଏହି ରାଶିର ସ୍ତ୍ରୀ ମାନେ ଅନ୍ୟ ପୁରୁଷ ଙ୍କୁ ଭଲ ପାଇ ଥାନ୍ତି ଓ ଏହି କଥାକୁ ସେମାନେ ସର୍ବଦା ନିଜ ଭିତରେ ଗୋପନୀୟ ରଖନ୍ତି । କେବେବି ନିଜ ପତ୍ନୀ ବା ପତିଙ୍କୁ ନିଜ ପ୍ରେମିକ ବା ପ୍ରେମିକାଙ୍କ ସ-ମ୍ଭ-ନ୍ଧ ରେ ଜଣାନ୍ତିନି ବା ନିଜ ପ୍ରେମିକ ବା ପ୍ରେମିକା ଙ୍କୁ ନିଜ ବ୍ୟବାହିକ ସ-ମ୍ଭ-ନ୍ଧ-ରେ ଜଣାଇ ବାକୁ ଦିଅନ୍ତିନି । ଦ୍ଵିତୀୟ ରାଶି ମକର ରାଶି ଏହି ରାଶିର ପୁରୁଷ ମାନେ ନିଜ ସ୍ତ୍ରୀଙ୍କ ଠାରୁ ଅନେକ କଥାରେ ସନ୍ତୁଷ୍ଟ ହୋଇ ନଥାନ୍ତି । ବିବାହ ର କିଛି ଦିନ ପରେ ହିଁ ଏମାନେ ଅନ୍ୟ ସ୍ତ୍ରୀଙ୍କ ସହ ପ୍ରେମ ସ-ମ୍ପ-ର୍କ ଗଢ଼ିଥାନ୍ତି । ଏମାନଙ୍କୁ । ସୁନ୍ଦର ଦିଶୁଥିବା ନାରୀ ମାନେ ବହୁତ ପସନ୍ଦ ଆସି ଥାନ୍ତି ।

Leave a Reply

Your email address will not be published. Required fields are marked *