ଏହି 5ଟି କଥା ସର୍ବଦା ଗୁପ୍ତ ରଖନ୍ତୁ, ମରିଗଲେ ବି କାହାକୁ କୁହନ୍ତୁ ନାହିଁ

ଆପଣ ଯଦି କିଛି ନିଜ ବ୍ୟକ୍ତିଗତ କଥା କାହାକୁ କହିବେନି । ଯଦି କେହି ଆପଣଙ୍କୁ ନିଜର ବ୍ୟକ୍ତିଗତ କଥା ଆକିମ୍ବ ଆଉ କିଛି କଥା କହିବା ପାଇଁ ଯାଉଛନ୍ତି ତେବେ ଆପଣ ଏକ କାମ କରି ପାରିବେ କି ଆପଣ ଏହାକୁ ଶୁଣି ଚୁପ ହୋଇ ରହି ଜୀବ ଅଭଲ ଥାଏ କିନ୍ତୁ କିଛି ଲୋକମାନେ ଆମକୁ ଭାବି ଥାନ୍ତି କି ଯଦି ଜଣେ କେହି ଆମକୁ ନିଜ କଥା କହୁଛି ତ ଆମକୁ ମଧ୍ୟ ସେମାନଙ୍କ ପାଖରେ ନିଜ କଥା କହିବା ଦରକାର ଥାଏ ।

ତେବେ ଆପଣ ମାନେ ମଧ୍ୟ ଏହି ପ୍ରକାର ଭୁଲ କରି ଥାନ୍ତି ଆପଣ ମାନେ ମଧ୍ୟ ନିଜ କଥା ସେମାନଙ୍କୁ କହି ଥାନ୍ତି ଏହା ନ ଭାବିକି କି ଆପଣ ଏହା କହିକି ତାଙ୍କ ଉପରେ ଭରଷା କରି ପାରିବେ କି ନା । ଯଦି ଆପଣ ଜାଣି ଛନ୍ତି ତ ଏହା ମଧ୍ୟ ଆପଣ ଜାଣି ଥିବେ କି ଆପଣ ଏହାକୁ କହିବା ଦ୍ଵାରା ନିଜର ସବୁ କିଛି ତାଙ୍କ ଆଗରେ ଦେଇ ଦେଇ ଥାନ୍ତି । ଏହା କହିବାର ଅର୍ଥ ହେଉଛି କି ଆପଣ ଯଦି ନିଜ କଥା କାହାକୁ କହିବେ ତେବେ ସେ ଆଉ କାହାକାଉ ଏହା କହି ଦେଇ ପାରେ ସମ୍ପର୍କ ର କିଛି ଠିକଣା ନ ଥାଏ କାହାକୁ କିଛି ଭି କହି ଯାଇ ପାରେ । ଆପଣ ମାନେ ଏହା ମଧ୍ୟ ଜାଣି ଥିବେ କି ଯଦି ଏହି ଭଳି କିଛି କଥା ଆପଣ କାହାଠାରୁ ଶୁଣୁ ଛନ୍ତି ଏହା ମଧ୍ୟ ଆପଣଙ୍କୁ ବିଅପଦରେ ପକାଇ ପାରେ ତେଣୁ କରି ଆପଣ ଏହା ପ୍ରତି ସାବଧାନ ହୋଇ ରହିବେ ।

ଆଜି ଆମେ କହିବା କି କେଉଁ ପ୍ରକାର କଥା ଆପଣ କାହାକୁ କହିବେନି । ଆପଣ ଯାହା କିଛି ଦାନ କରୁ ଛନ୍ତି ଏହା ଆପଣ ନିଜ ଅଜାଏ ରହିବା ଦରକାର ହୋଇ ଥାଏ । ଏହାକୁ ଆପଣ ନିଜ ଯାଏ ସୀମିତ ରଖିବେ । ଏହା ସହ ହେଉଛି କି ଆପଣଙ୍କ ବିଚାର । ଆପଣ ନିଜ ବିଚାର ଆପଣ କାହାକୁ କହିବେନି । ଆପଣ ନିଜ କଥାକୁ କହିବା ଭଲ ନୁହେଁ ଏହା ଅସହ ଯଦି କାହା ପାଇ ନିଜ ମନରେ ଆପଣ କିଛି ମତ ରଖୀ ଛନ୍ତି ତେବେ ଆପଣ ମଧ୍ୟ ଏହା କାହାକୁ କହିବେନି । ଏହା ଆପଣଙ୍କ ପାଇଁ ଖୁବ ଖରାପ ହୋଇ ଥାଏ ।

ଏହା ପରେ ଆସେ ଆପଣଙ୍କ ଲକ୍ଷ । ସବୁ ଲୋକମାନେ ନିଜ ନିଜ ଲକ୍ଷ ପାଇବା ପାଇ କିଛି ନା କିଛି କରି ଥାନ୍ତି । ଆପଣ ଯଦି ନିଜ ଲକ୍ଷ କୁ ଯଦି କାହା ଆଗରେ କହିବେ ଏହା କେବେ ହେଲେ ହେବ ନି । ଏହା ଯଦି ଆପଣ ଲୁଚେଇକି ରହିବେ ଏହା ଆପଣଙ୍କ ପାଇଁ ଭଲ ହୋଇ ଥାଏ । ଆପଣ ନିଜ ଧର୍ମ ବିଷୟରେ କାହାକୁ କହିବେନି । ଆପଣ ନିଜର କିଛି ଭୁଲ ଯଦି କରି ଛନ୍ତି ତେବେ ଆପଣ ଏହାକୁ କାହାକୁ କହିବେନି । ଆପଣ ଯଦି ନିଜ ସାଙ୍ଗ ମାନଙ୍କ କଥା କାହାକୁ କହିବେନି ଏହା ସହ ନିଜ ପରିବାର ର ବିଷୟରେ ଆପଣ କାହାକୁ କିଛି କହିବେନି । କାରଣ ବାହାର ଲୋକ ମାନେ ଆମ ଜୀବନରେ ଆସିକି ଏହାକୁ ଆହୁରି ନଷ୍ଟ କରି ଦେବେ ।

Leave a Reply

Your email address will not be published. Required fields are marked *