ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ଏହି 8 ଟି ସଂକେତ

ଏକ ଗ୍ରାମକୁ ଏକ ସାଧୁ ଆସିଥିଲେ ସେ ଆସିଆବ ର ଦେଖି ସେଠାକାର ଲୋକମାନେ ସେମାନଙ୍କ ପାଇଁ ରହିବା ବ୍ୟବସ୍ଥା ଆକରୀ ଥିଲେ ଧୀରେ ଧିରେ ସେଠାରେ ଭକ୍ତ ବଢିଲେ ଓ ଜଣେ ତାଙ୍କ ର ଶିଷ୍ୟ ମଧ୍ୟ ହେଲେ । ଆପଣ ଜାଣି ଥିବେ କି ଏହା ମଧ୍ୟ ଥାଏ କି ଗୁରୁଙ୍କ ବଚନ ଶିଷ୍ୟ ମାନେ ମାନିବା ଦରକାର ଥାଏ । । କିଛି ଦିନ ପରେ ଏହି ଶିଷ୍ୟାଏକ ଜଙ୍ଗଲ ଦେଇ ଯାତ୍ରା କରୁଥିଲେ । ସେ ଦେଖିଲେ କି ଏକ ପାଗଳ ହାତୀ ତାଙ୍କ ଆଡକୁ ମାଡି ଆସୁଛି ଓ ଏହା ସହ ଏହା ମଧ୍ୟ ଦେଖିଲେ କି ଏକ ଲୋକ ତାଙ୍କ ଆଡକୁ ଆସି କହୁଛି ପଳାଇ ଜାଓ ଏକ ହାତୀ ଆସୁଛି ।

ଆପଣ ଏହା ମଧ୍ୟ ଜାଣିବେ କି ଏହା ପରେ ଭି ସେ ନିଜ ଗୁରୁଙ୍କ କଥା ମାନୀ ଭଗବାନ ଙ୍କ ଉପରେ ଭରଷା କରି ସେହି ହାତୀ ଆଡକୁ ଗଲା । ସେହି ହାତୀ ତାକୁ ନ ମାରୀ ଶୁଣ୍ଢରେ ଟେକି ଫୋପାଡି ଦେଲା । ଏହା ପରେ ସେ ଚାଲଲି ଗଲା । ଏହା ପରେ ଶିଷ୍ୟ ରାଗରେ ଆଶ୍ରମ କୁ ଯାଇ ଗୁରୁଙ୍କ ଆଗରେ କହିଲେ କି ଆପଣ କହି ଥିଲେ କି ମୁ ଭଗବାନ ଙ୍କ ଉପରେ ଭରଷା ରଖିଲେ ଏହା ଭଲ ହୋଇ ଥାଏ କିନ୍ତୁ କାଇ ଆପଣ ତ ଦେଖିଲେ ମୁ ଭରଷା ଅକାଳୀ କିଛି ହେଲାଣି ।

ଗୁରୁ କହିଲେ ଭଗବାନ ତୁମକୁ ବଞ୍ଚାଇବା ପାଇଁ ସେହି ଲୋକ କୁ ପଠାଇଲେ କିନ୍ତୁ ତୁମେ ତାକୁ ନ ମାନି ଆଗକୁ ଗଲା ତ ଥାପି ତୁମ ଜୀବନ ଯାଇ ପାରି ଥାନ୍ତା କିନ୍ତୁ ଏହା ପରେ ମଧ୍ୟ ସେ ତୁଆମକୁ ନ ପାରି କେବଳ ଆଘାତ ଦେଇ ଛାଡି ଦେଲା । ଭଗବାନ ଆମକୁ ବୁଝାଇ ବା ପାଇଁ ଅନେକ କିଛି କହି ଥାନ୍ତି କିନ୍ତୁ ଏହା ଆମକୁ ଜାଣିବା ନିହାତି ଦରକାର ଥାଏ । ଆପଣ ମାନ ଙ୍କୁ ଆଜି ଆମେ କହିବା କି କଣ କଣ ସଂକେତ ଥାଏ ଦୁର୍ଘଟଣା ଆଗରୁ । ଆପଣ ଙ୍କ ହାତରୁ ଯଦି ସିନ୍ଦୁର ଲଗାଇବା ବେଳେ ହାତରୁ ଏହା କହଶି ପଡେ ଜାଣି ନେବେ କି ଆପଣଙ୍କ ଜୀବନରେ ସମସ୍ଯା ଆସିବ । ଏହା ଅପରେ କ୍ଷୀର ଯଦି ହଠାତ ଚିଡି ଯାଏ ଏହା ମଧ୍ୟ ଖରାପ ସଂକେତ ହୋଇ ଥାଏ ।

ଏହା ପାଇଁ ଆପଣଙ୍କ ଘରେ ରୋଗ ହୋଇ ଥାଏ । ସ୍ଵପ୍ନ ଯଦି ଆପଣ ଖରାପ ଦେଖି ଥାନ୍ତି ଏହା ମଧ୍ୟ ଏକ କାରଣ ଅଟେ କି ଏହା ଆପଣଙ୍କ ଜୀବନରେ ସମସ୍ଯା ଆଣି ଦେଇ ଥାଏ । ଆପଣଙ୍କ ପରିବାର ରେ କାହାର ଖରାପ ହୋଇ ଥାଏ କିମ୍ବା ଆପଣଙ୍କ ର କିଛି ଖରାପ ହେବା ପାଇଁ ଥିବ । ଯଦି ଆପଣଙ୍କ ଘରେ ବିରାଡି ର ଅଜବ ଶବ୍ଦ ଆସୁଛି ତେବେ ଘରେ ଖରାପ ଶକ୍ତି ଆସୁଛି । ଯଦି ଅକାରଣରେ ମଙ୍ଗଳ ସୂତ୍ର ଛିଣ୍ଡି ଯାଏ ତେବେ ଏହା ଖୁବ ଖରାପ ହୋଇ ଥାଏ । ଯଦି ଆପଣ ବାଟରେ ଗଲା ବେଳେ ପ୍ରାୟ କଳି ଝଗଡା ଦେଖୁକ ଛନ୍ତି ତେବେ ଆପଣ ଙ୍କ ଜୀବନରେ କ୍ଲେଶ ଆସିବା ପାଇଁ ଯାଉଛି । ଏହା ପରେ ଆସେ ଯଦି ଆପାନ ଖାଇଅବା ବେଳେ ପ୍ରଥମ ଗୁଣ୍ଡା ଖରାପ ଲାଗେ ଏହା ପରେ ଏହା ଭଲ ଲାଗେ ଜାଣି ନିଅନ୍ତୁ କି ଆପଣଙ୍କ ସାଙ୍ଗର ଖରାପ ସମୟ ଆସିବା ପାଇଁ ଯାଉଛି କିଛି ଖରାପ ସମ୍ବାଦ ମିଳିବ ।

Leave a Reply

Your email address will not be published. Required fields are marked *