ଏହି ୩ଟି କଥା ସେ ତୁମକୁ କହିଥାଏ ଯିଏ ତୁମକୁ ପ୍ରକୃତ ପ୍ରେମ କରିଥାଏ- 3 Signs of True Love

ବନ୍ଧୁଗଣ ମଣିଷ ଜୀବନରେ କେବେ ନା କେବେ କାହାକୁ ନିଶ୍ଚୟ ପ୍ରେମ କରିଥିବ । ପ୍ରେମ ଚିରନ୍ତନ ସତ୍ୟ । ପ୍ରେମର କୌଣସି ଜାତି, ଧର୍ମ, ବର୍ଣ୍ଣ ନ ଥାଏ । ମଣିଷ ଯାହାକୁ ଭଲ ପାଏ ହୃଦୟ ରୁ ଭଲ ପାଏ । କିନ୍ତୁ ଖୁବ କମ ଲୋକ ଦୁନିଆରେ ଅଛନ୍ତି ଯେଉଁ ମାନେ ସଚ୍ଚା ପ୍ରେମ କରିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ସଚ୍ଚା ପ୍ରେମ କରୁଥିବା ମଣିଷ ଟି କେଉଁ ୩ଟି ପ୍ରଶ୍ନ ନିଜ ସାଥି ଙ୍କୁ ପଚାରି ଥାଏ । ଏହି ୩ଟି ପ୍ରଶ୍ନ ମାଧ୍ୟମ ରେ ଜଣେ ବ୍ୟକ୍ତି ନିଜ ସାଥିଙ୍କ ମନ କଥା ସହଜରେ ଜାଣି ପାରିବେ ।

୧- ମୁଁ ତୁମର କିଏ : ଯଦି ଆପଣ କାହାକୁ ଭଲ ପାଉଛନ୍ତି ବା କେହି ଆପଣଙ୍କୁ ଭଲ ପାଉଛନ୍ତି ସେ ଆପଣଙ୍କୁ ନିଶ୍ଚୟ ଏହି ପ୍ରଶ୍ନ ପଚାରିବ କି ମୁଁ ତୁମର କିଏ ? ସେ ଆପଣଙ୍କୁ ସବୁବେଳେ କହିବେ ତୁମେ ମୋ ଜୀବନ ତୁମେ ମୋ ଦୁନିଆ ତୁମେ ମୋର ସବୁ କିଛି । ଯଦି ଏହି ପ୍ରଶ୍ନ ର ଉତ୍ତାରେ ଆପଣଙ୍କ ସାଥି କହିବେ ମୁଁ ତୁମର ସ୍ଵାମୀ କି ସ୍ତ୍ରୀ ତେବେ ଜାଣି ନେବେ ସେ ବ୍ୟକ୍ତି ଜଣକ ଆପଣଙ୍କୁ ନିଶ୍ଚୟ ପ୍ରକୃତ ପ୍ରେମ କରୁଛନ୍ତି । ଯଦି ଆପଣଙ୍କ ସାଥି କହିବେ କି ମୁଁ ତୁମର ବଏଫ୍ରେଣ୍ଡ କି ଗାର୍ଲଫ୍ରେଣ୍ଡ ସେମାନେ କେବେ ବି ସଚ୍ଚା ପ୍ରେମ କରନ୍ତି ନାହିଁ ।

୨- ଯଦି ମୁଁ ତୁମ ସହ ଟାଇମ ପାସ କରିବି ତ କଣ କରିବ : ଦ୍ଵିତୀୟ ରେ ଏହି ପ୍ରଶ୍ନ ସେତେବେଳେ ପଚାରିବ ଯେବେ ଆପଣଙ୍କ ସାଥିଙ୍କ ମୁଡ ଭଲ ଥିବ । ଯଦି ଏହାର ଉତ୍ତର ରେ ଆପଣଙ୍କ ସାଥି କହିବେ କି ସବୁ କିଛି ଶେଷ ହୋଇଯିବ, ତୁମକୁ ଛାଡିକି ମୁଁ ରହି ପାରିବିନି, ତୁମକୁ ଛାଡି ଦେଲେ ମୋର ଦୁନିଆରେ ଆଉ କେହି ବି ନାହାନ୍ତି । ଏଭଳି କିଛି କହିଲେ ଜାଣିବେ ଆପଣଙ୍କ ସାଥି ଆପଣଙ୍କୁ ପ୍ରକୃତରେ ଭଲ ପାଉଛନ୍ତି ।

୩- କେବେ ତ ଛାଡିକି ଯିବ ନାହିଁ ନା : ଯଦି ଏହି ପ୍ରଶ୍ନ ଆପଣ ନିଜର ସାଥୀଙ୍କୁ ପଚାରୁଛନ୍ତି ଆଉ ସେ ଉତ୍ତରରେ କହିଛନ୍ତି ତୁମକୁ କେବେ ବି ଛାଡିବି ନାହିଁ ତେବେ ଜାଣି ନେବେ ଆପଣଙ୍କ ପାର୍ଟନର ଆପଣଙ୍କୁ ଗଭୀର ଭାବେ ଭଲ ପାଉଛନ୍ତି । ଯଦି ଆପଣଙ୍କ ସାଥି ଏହି ପ୍ରଶ୍ନ ର ଉତ୍ତର ଏହା ଦେବେ କି କେହି କାହା ବିନା ମରନ୍ତି ନାହିଁ, କେହି କାହାକୁ ଛାଡି ଦେଲେ ଜୀବନ ସରିଯିବ ତେବେ ଜାଣିବେ ଆପଣଙ୍କ ସାଥି ଆପଣଙ୍କୁ ପ୍ରକୃତରେ ଭଲ ପାଉଛନ୍ତି ।

ସେ ଆପଣଙ୍କ ହାତ କେବେ ବି ଛାଡିବେ ନାହିଁ । ତେବ ଏହି ୩ଟି ପ୍ରଶ୍ନ ଆପଣ ନିଜ ସାଥୀଙ୍କୁ ପଚାରି ତାଙ୍କୁ ପରଖୀ ପାରିବେ କି ସେ ଆପଣଙ୍କୁ ସଚ୍ଚା ପ୍ରେମ କରୁଛନ୍ତି କି ନାହିଁ । ବନ୍ଧୁଗଣ ଆପଣ ମନାଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *