ଏହି 4ଟି ପକ୍ଷୀ ଘରକୁ ଆସିଲେ ହୋଇଯିବେ ବରବାତ, ନିଶ୍ଚୟ ଜାଣନ୍ତୁ ।

ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଅନେକ ପ୍ରକାର ର ପକ୍ଷୀ ଦେଖିଥିବେ । କିନ୍ତୁ ସେହି ପକ୍ଷୀ ମାନଙ୍କ ମଧ୍ୟରୁ କିଛି ପକ୍ଷୀ ଶୁଭ ସଂକେତ ଦେଇଥାନ୍ତି ତ ଆଉ କିଛି ପକ୍ଷୀ ଅଶୁଭ ସଂକେତ ଦେଇଥାନ୍ତି । ଏମିତି 4ଟି ପକ୍ଷୀ ରହିଥାନ୍ତି ଯେଉଁ ମାନେ ଗୃହକୁ ଆସିବେ ଘର ବରବାତ ହୋଇଯାଏ । ପରିବାର ରେ ଆର୍ଥିକ ସଙ୍କଟ ଦେଖା ଯାଇଥାଏ । ଏମିତିକି ଦୁଃଖ ର କଳା ବାଦଲ ଖେଳିଯାଏ । ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ଅଶୁଭ ହୋଇଥାଏ । ଏହି 4ଟି ପକ୍ଷୀ ଭୁଲରେ ବି ଘରକୁ ଆସିବା ଉଚିତ ନୁହେଁ । ଆସନ୍ତୁ ଜାଣିବା ସେହି 4ଟି ପକ୍ଷୀ ବିଷୟରେ ଯେଉଁ ମାନେ ଗୃହକୁ ଆସିବା ଠିକ ନୁହେଁ ।

1- ବାଦୁଡି : ଯଦି ଘର ଭିତରେ ବାଦୁଡି ଆସିଯାଏ ତେବେ ଘରେ ରୋଗ ଓ ମୃତ୍ୟୁ ବାସ କରିଥାଏ । ସେହିପରି ମାନ୍ୟତା ଅଛି କି ଘରେ ବାଦୁଡି ରହିଲେ ପରିବାର ଭାଙ୍ଗି ଯାଇଥାଏ । ବାଦୁଡି ଦେଖିବା ବା ଗୃହକୁ ଆସିବା ଅଶୁଭ ହୋଇଥାଏ । ଏମିତି ଶାସ୍ତ୍ର ରେ ପ୍ରମାଣ ରହିଛି । ବାଦୁଡି କୁ ଶୁଭ ମାନାଯାଏ ନାହିଁ । ବାଦୁଡି ଗୃହକୁ ଆସିବା ଦ୍ଵାରା ନାନା ସମସ୍ଯା ଆସିଥାଏ ।

2- କାଉ : କାଉ ବାରମ୍ବାର ଘରକୁ ଆସିବା ବା ଘରେ ବସା ବାନ୍ଧିବା ଭଲ ମାନାଯାଏ ନାହିଁ । ସେହିପରି ସକାଳୁ ଉଠି କାଉ କୁ ଦେଖିବା ଅନେକ ଗୁଡାଏ ସଂକେତ ଦେଇଥାଏ । ଯଦି କାଉ ସ୍ଵପ୍ନ ରେ ଶବ୍ଦ କରୁଥିଲେ କିମ୍ବା ଘରେ ବସିଥିବା ଦେଖିବା ତେବେ ଏହାର ଅର୍ଥ ସମାଜରେ ଖ୍ଯାତି ବୃଦ୍ଧି ପାଇଥାଏ । କାଉ କୁ ସ୍ଵପ୍ନ ରେ ବିଭିନ୍ନ ରୂପରେ ଦେଖିବା ଶୁଭ ଓ ଅଶୁଭର ଲକ୍ଷଣ ହୋଇଥାଏ ।

3- ପାରା : ଶାସ୍ତ୍ର ଅନୁଯାୟୀ ଏମିତି ମାନାଯାଏ କି ପାରା କି ଅନ୍ୟ ପକ୍ଷୀ ମାନେ ବସା ବାନ୍ଧି ଥାନ୍ତି ତେବେ ତାହା ଶୁଭ ସଂକେତ ବୋଲି ମାନାଯାଏ । ଏମିତି ମାନାଯାଏ କି ସେହିପରି ଘରେ ମାତା ଲକ୍ଷ୍ମୀ ରହିବାର ପ୍ରମାଣ ମିଳିଥାଏ । ଏଭଳି ଘରେ କେବେ ବି ଚିନ୍ତା ଆସି ନ ଥାଏ । ପାରା ଦେଖିବା ବା ପାରା ଘରେ ବସା ବାନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ । ପାରା କୁ ଗୃହରେ ରଖିବା ମଧ୍ୟ ଶୁଭ ହୋଇଥାଏ । ପାରା ଏମିତି ଏକ ପକ୍ଷୀ ଯିଏ ଗୃହକୁ ଆସିବା ଦ୍ଵାରା ସୁଖ ସମୃଦ୍ଧି ର ଆଗମନ ହୋଇଥାଏ ।

4- ପେଚା : ଗୃହକୁ ବାରମ୍ବାର ପେଚା ଆସୁଥାଏ ଓ ଗୋଟେ ଦିଗରେ ଶବ୍ଦ କରୁଥାଏ ତେବେ ଏହାକୁ ଅଶୁଭ ସଂକେତ ବୋଲି ମାନାଯାଏ । ମାନାଯାଏ କି ଥରେ କି ଦୁଇ ଥର ପେଚା ଘରକୁ ଆସିଲେ ବହୁତ ଶୁଭ ହୋଇଥାଏ । କିନ୍ତୁ ବାରମ୍ବାର ପେଚା ଘରକୁ ଆସିଲେ ତେବେ ଏହା ବରବାତି ର ଲକ୍ଷଣ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *