କେଉଁ ଫୁଲ ଘରୁ ତନ୍ତ୍ର ମନ୍ତ୍ର ପ୍ରଭାବ ଦୂର କରେ ? ଆଜିର ଅନୁଚିନ୍ତା ।

ବନ୍ଧୁଗଣ ସୁଖ ପୂର୍ବକ ସଂସାରରେ ଜୀବନଯାପନ କରିବା ପାଇଁ କିଛି ନୀତି ନିୟମ ଜାଣିବା ସହ ପାଳନ କରିବା ଅତ୍ୟନ୍ତ ଶୁଭକାରୀ ହୋଇଥାଏ । 1- ଭୂମିରେ ପଡିଥିବା ଫୁଲ ବା ଝଡି ପଡିଥିବା ଫୁଲରେ ଠାକୁର ପୂଜା କରିବା ଅନୁଚିତ । କିନ୍ତୁ ତୁଳସୀ ବା ବେଲପତ୍ର ତଳେ ପଡିଲେ ବି ପୂଜା ଯୋଗ୍ୟ ହୋଇଥାଏ ।

2- ଠାକୁର ଘରେ ଗରୁଡ ଥିବା ଘଣ୍ଟି ବଜାଇବା ଭଲ ହୋଇଥାଏ ଓ ଘରୁ ଅଗ୍ନି, ଚୋରମ ବଜ୍ର ଭୟ ଦୂର ହୋଇଥାଏ । ନିଜ ଛାଇ, ଶ୍ମଶାନରେ କେବେ ବି ପରିସ୍ରା କରିବା ଅନୁଚିତ ।

3- ଯଦି ଘରେ ଅସାନ୍ତି ଲାଗି ରହୁଥାଏ ତେବେ ଶନିବାର ଦିନ ବଉଳ ଗଛକୁ 7ଥର ପ୍ରଦୀକ୍ଷଣ କରି ତାର ଚେର କୁ ଘରେ ରଖିଲେ ଶୁଭପ୍ରଦ ହୋଇଥାଏ ।

4- ଜଗନ୍ନାଥ ମନ୍ଦିର ଦର୍ଶନ କରିବା ସମୟରେ 3 ଥର, ଶିବ ମନ୍ଦିର ଦର୍ଶନ କରିବା ସମୟରେ ଅର୍ଦ୍ଧ ପରିକ୍ରମା କରିବା ଉଚିତ ହୋଇଥାଏ ।

5- ପୁରୁଣା ଘିଅ, କଇଁଆ ଉତ୍କୃଷ୍ଟ ହୋଇଥାଏ । ଭୋଜନ କରୁଥିବା ସମୟରେ ପୂର୍ବ ଦିଗକୁ ମୁଖ କରିଲେ ଶରୀର ସୁସ୍ଥ ରହିଥାଏ ।

6- ଠାକୁର ଘରେ ଶ୍ରୀଜନ୍ତ୍ର ଓ ଲାଲ କପଡାରେ ବନ୍ଧା ନଡିଆ ରଖିବା ଦ୍ଵାରା ଶୁଭପ୍ରଦ ହୋଇଥାଏ । ଘରେ କେବେ ବି ଦକ୍ଷିଣ କାନ୍ଥରେ ଘଣ୍ଟା ବା ଖରାପ ହୋଇଥିବା ଘଣ୍ଟା ରଖିବା ଅଶୁଭ ହୋଇଥାଏ ।

7- ଘରେ ଠିଆ ହୋଇଥିବା ଲକ୍ଷ୍ମୀଙ୍କ ମୂର୍ତ୍ତି ରଖିବା ମଙ୍ଗଳକାରୀ ହୋଇଥାଏ  ଶନିଦେବଙ୍କ ମୂର୍ତ୍ତି ଘରେ ରଖିକି ପୂଜା କରିବା ଅନୁଚିତ ।

8- ତୁଳସୀ ପତ୍ର ଦ୍ଵାରା ଭଗବାନ ଗଣେଶଙ୍କୁ ପୂଜା କରିବା ଅନୁଚିତ । ଅଗାଧୁଆ ତୁଳସୀ ପତ୍ର ଛିଣ୍ଡାଇବା ଅଶୁଭ ହୋଇଥାଏ । ରବିବାରରେ ଆମିଷ ଖାଇବା ଦ୍ଵାରା ଥାନା କୋର୍ଟ କଚେରୀ ସମସ୍ଯା ଆସିଥାଏ ।

9- ସୋମବାର ଦିନ ଗୋରୁଗାଇ, ମଙ୍ଗଳବର ଦିନ ଯାନବାହନ, ଗୁରୁବାର ଦିନ ଜମି ବିକିବା ଅନୁଚିତ । ତ୍ରୟୋଦଶ ତିଥିରେ ବାଇଗଣ ଖାଇବନା ଦ୍ଵାରା ସନ୍ତାନଙ୍କ ପାଇଁ ଅମଙ୍ଗଳକାରୀ ହୋଇଥାଏ ।

10- ଦଶମୀ ଓ ଦ୍ଵାଦଶୀ ତିଥିରେ କେବେ ବି ପୋଇ, ଏକାଦଶିରେ ସିମ୍ବ ଖାଇବା ଉଚିତ ନୁହେଁ । ବିଦ୍ୟାର୍ଥୀ ପରୀକ୍ଷା ଦେବା ପୂର୍ବରୁ କଦଳୀ ଖାଇବା ଦ୍ଵାରା ମସ୍ତିସ୍କ ତେଜ ହୋଇଥାଏ ।

11- ଗୁରୁବାର ଓ ଶନିବାର ଦିନ ଲୁହା ଜାତୀୟ ଜିନିଷ ଘରୁ ବିକ୍ରି କରିବା ଦ୍ଵାରା ଗରିବୀ ଆସିଥାଏ । ଘର ପାଖରେ କଇଁଆ, ବେଲଗଛ, ତାଳ ଗଛ ରଖିବା ଦ୍ଵାରା ଘର ପ୍ରତି ବିପଦ ଆସିଥାଏ ।

12- କଦଳୀ, ଶାଳ, ପଦ୍ମ ପତ୍ରରେ ଭୋଜନ କରିବା ଦ୍ଵାରା ଶୁଭପ୍ରଦ ହୋଇଥାଏ । ଧଳା ପାରର ମୂର୍ତ୍ତି ଘରର ଡ୍ରଇଙ୍ଗ ରୁମରେ ରଖିଲେ ଦୁର୍ଭାଗ୍ୟ ଦୂର ହୋଇଥାଏ ।

13- ସ୍ତ୍ରୀ ମାନେ ଗୋଟେ ଦିନରେ ଶାଶୁଘରେ ଓ ବାପଘରେ ଭୋଜନ କରିବା ଅନୁଚିତ । ଘରେ ସୁଖୀ ଯାଇଥିବା ଫୁଲ ରଖିବା ଉଚିତ ନୁହେଁ  ।

14- ପ୍ରତେକ ସୋମବାର ଦିନ ଧଳା ମନ୍ଦାର ଫୁଲ ଠାକୁରଙ୍କ ଉପରେ ଚଢାଯାଏ କୌଣସି ତନ୍ତ୍ର ମନ୍ତ୍ର ର ପ୍ରଭାବ ଘର ଉପରେ ପଡି ନ ଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *