ଏହି 5ଟି ନାମର ଝିଅ ମାନେ ହୋଇଥାନ୍ତି ଗଙ୍ଗା ଭଳି ପବିତ୍ର ।

ବନ୍ଧୁଗଣ କହିବାକୁ ଗଲେ ନାରୀ ମାନଙ୍କ ମନରେ କେତେବେଳେ କଣ ଚାଲିଥାଏ ତାହା କେହି କହି ପାରିବେନି । କଥାରେ ଅଛି ଯେବେ ଭଗବାନ ନାରୀଙ୍କୁ ବୁଝି ପାରିଲେନି ତେବେ ମଣିଷ କଣ ବା ବୁଝି ପାରିବ । କିନ୍ତୁ ଝିଅ ମାନଙ୍କର ବ୍ୟବହାର ଏତେ ଅଲଗା ହୋଇଥାଏ ଯେ ସେମାନେ କେବେ କୌଣସି ଜିନିଷ ଉପରେ କଣ ପ୍ରତିକ୍ରିୟା ଦେବେ ତାହା କେହି କହି ପାରିବେନି । ଦୁନିଆରେ ଏମିତି ଝିଅ ହୋଇଥାନ୍ତି ଯେଉଁ ମାନେ ଶାନ୍ତ, ସରଳ, ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି । ଏମିତି ବି ଝିଅ ଅଛନ୍ତି ଯେଉଁ ମାନେ ଭରସାଯୋଗ୍ୟ ହୋଇ ନ ଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି 5ଟି ନାମର ଝିଅଙ୍କ ବିଷୟରେ କହିବୁ ଯେଉଁ ମାନେ ପବିତ୍ର ହୋଇଥାନ୍ତି ।

1- P ଅକ୍ଷର ରୁ ଆରମ୍ଭ ହେଉଥିବା ଝିଅ ମାନେ ସମ୍ପର୍କ କୁ ବାନ୍ଧି ରଖିବାରେ ବହୁତ ଭଲ ଭାବେ ଜାଣିଛନ୍ତି । ଏହି ନାମ ଥିବା ଝିଅ ମାନେ ପ୍ରତେକ ମଣିଷର ଭାବନାକୁ ଧ୍ୟାନର ସହ ରଖିଥାନ୍ତି । ସେହି ମଣିଷ ବଡ କି ସାନ ହୁଅନ୍ତୁ । ଏମାନେ କେବେ କାହାକୁ ଦୁଃଖ ଦିଅନ୍ତି ନାହିଁ । ସମସ୍ତଙ୍କ ସହ ମଧୁର କଥା କୁହନ୍ତି । ଏହି କାରଣରୁ ଏମାନଙ୍କୁ ପବିତ୍ର କୁହାଯାଏ ।

2- S ନାମର ଝିଅ ମାନେ ସେମାନଙ୍କୁ ବହୁତ ପବିତ୍ର ବୋଲି ମାନାଯାଏ । ଏମାନେ ବହୁତ ଲାଜକୁଳା ସ୍ଵଭାବର ହୋଇଥାନ୍ତି । ଏମାନେ ପରିବାରର ଅଭୁତ ଧ୍ୟାନ ରଖିଥାନ୍ତି । କୌଣସି ପରିସ୍ଥିତିରେ ଏମାନେ ନିଜ ପରିବାରକୁ ଖୁସି ରେ ରଖିବା ପାଇଁ ପୁରା ଚେଷ୍ଟା କରିଥାନ୍ତି । ନିଜ ପରିବାର ଲୋକଙ୍କର ଇଚ୍ଛା ପୂରଣ କରିବାକୁ ଚେଷ୍ଟା ମଧ୍ୟ କରନ୍ତି ।

3- ଯେଉଁ ଝିଅ ମାନଙ୍କର ନାମର ପ୍ରଥମ ଅକ୍ଷର M ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଶାନ୍ତ ସ୍ଵଭାବର ହିଥାନ୍ତି । ଏମାନଙ୍କର ସ୍ଵଭାବ ଅନ୍ୟ ମାନଙ୍କ ଠାରୁ ବହୁତ ଭଲ ହୋଇଥାଏ । ଏହି ନାମ ଥିବା ଝିଅ ବହତ ଜୋର ରେ କଥା କହିଥାନ୍ତି । ଏମାନେ କାହାକୁ ନିରାଦର କରନ୍ତି ନାହିଁ । ଏମିତି କି ଏମାନେ ନିଜ ଜୀବନ ସାଥୀଙ୍କୁ ଖୁସି ରେ ରଖିବା ପାଇଁ ପୁରା ଚେଷ୍ଟା କରିଥାନ୍ତି ।

4- ଯେଉଁ ଝିଅ ମାନଙ୍କର ନାମ B ରୁ ଆରମ୍ଭ ହୋଇଥାଏ ସେମାନେ ଶାନ୍ତ ସ୍ଵଭାବର ହୋଇଥାନ୍ତି । ନିଜ ଜୀବନ ସାଥିଙ୍କର ବିଶ୍ଵସ୍ତ ହୋଇଥାନ୍ତି ଏହି ନାମର ଝିଅ ମାନେ । ଏମାନେ କୌଣସି ବି ସ୍ଥିତି ରେ ଜୀବନ ସାଥିଙ୍କ ସାଥ ଛାଡନ୍ତି ନାହିଁ । ଏମାନଙ୍କର ବ୍ୟବହାର ବହୁତ କୋମଳ ହୋଇଥାଏ । ଏହି କାରଣରୁ ଏମାନଙ୍କୁ ବହୁତ ପବିତ୍ର ବୋଲି ମାନାଯାଏ ।

5- N ଅକ୍ଷର ରୁ ଆରମ୍ଭ ହେଉଥିବା ଝିଅ ମାନେ ସେମାନେ ବହୁତ ତେଜ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ପରିବାର ଓ ଜୀବନ ସାଥିଙ୍କ ଧ୍ୟାନ ଭଲରେ ରଖନ୍ତି । ଏମାନେ ଏମିତି କିଛି କାମ କରନ୍ତିନି ଯାହା ପାଇଁ ସେମାନଙ୍କ ପରିବାରର ନାମ ଖରାପ ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *