ଘରେ ଠାକୁର ପୂଜା କରିବା ବେଳେ ଏହି ସବୁ ସଙ୍କେତ ପାଇଲେ ଜାଣନ୍ତୁ ଭଗବାନ ଆପଣଙ୍କ ସହ ଅଛନ୍ତି ।

ବନ୍ଧୁଗଣ ହିନ୍ଦୁ ଧର୍ମ ରେ ଦେବୀ ଦେବତାଙ୍କ ପୂଜା କରିବାକୁ ବହୁତ ମହତ୍ଵ ଦିଆ ଯାଇଛି । ପ୍ରତେକ ବ୍ୟକ୍ତି ଦିନକୁ ଥରେ ଭଗବାନଙ୍କ ପୂଜା କରିବା ନିତାନ୍ତ ଆବଶ୍ୟକ । ଏମିତି ମାନାଯାଏ କି ଭଗବାନଙ୍କ ପୂଜା କରିବା ଦ୍ଵାରା ତାଙ୍କର କୃପା ମିଳିଥାଏ । ଏବଂ ବ୍ୟକ୍ତି ର ଜୀବନରେ ଖୁସି ଆସିଥାଏ । ପୂଜା କରିବା ଦ୍ଵାରା ବ୍ଯକ୍ତିର ମନକୁ ଶାନ୍ତି ମଧ୍ୟ ମିଳିଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ପୂଜା କରିବା ସମୟରେ ଭଗବାନ କିଛି ସଂକେତ ଦେଇଥାଏ । ଓ ବିଶେଷ ପ୍ରକାରର ଅଦଭୁତ ଶକ୍ତି ବ୍ୟକ୍ତି ଚାରି ପଟେ ବୁଲିଥାଏ । ଆସନ୍ତୁ ଜାଣିବା ସେହି ସବୁ ସଂକେତ ବିଷୟରେ ଯାହା ଭଗବାନ ଆମକୁ ଦେଇଥାନ୍ତି ।

1- ଠାକୁର ପୂଜା କରୁଥିବା ସମୟରେ ଆମେ ମାନେ ଦୀପ ପ୍ରଜ୍ଵଳିତ କରିଥାଉ । ଦୀପ ଅନ୍ଧାର କୁ ଦୂରେଇ ଦେଇ ଆଲୋକ କୁ ଦେଖାଇ ଥାଏ । ଅନେକ ସମୟରେ ଦୀପ ଜଳିବା ସମୟରେ ଏହା ଲିଭି ଯାଇଥାଏ ଯାହା ଅଶୁଭ ହୋଇଥାଏ । କିନ୍ତୁ ଜଳା ହୋଇଥିବା ଦୀପ ର ସିଖା ଯଦି ଅଧିକ ଉପରକୁ ଉଠିଯାଏ ବା ଜଳିବାକୁ ଲାଗେ ତେବେ ଏହାର ଅର୍ଥ ଭଗବାନ ଆପଣଙ୍କ ପ୍ରାର୍ଥନା ଶୁଣିଛନ୍ତି ।

2- ଯେବେ ବି ଘରେ ପୂଜା କରୁଥିବେ ଯଦି ଆପଣଙ୍କ ଘରକୁ ଏମିତି କେହି ବ୍ୟକ୍ତି ଆସନ୍ତି । ଯିଏ ଆପଣଙ୍କ ପାଇଁ କୌଣସି ଉପହାର ବା ଜିନିଷ ନେଇକି ଆସିଥାନ୍ତି । କେହି ବ୍ୟକ୍ତି ଆପଣଙ୍କ ପାଇଁ କିଛି ଗିଫ୍ଟ ଆକାରରେ ନେଇକି ଆସିଲେ ଏହା ବହୁତ ଶୁଭ ସଂକେତ ହୋଇଥାଏ । ତେବେ ଜାଣି ରଖନ୍ତୁ ଏହା ଭଗବାନଙ୍କ ଦ୍ଵାରା ଦିଆ ଯାଇଥିଲା ସଂକେତ ଅଟେ କି ସେ ଆପଣଙ୍କ ସହ ଅଛନ୍ତି ।

3- ଯେବେ ଆପଣ ଭଗବାନଙ୍କ ମୂର୍ତ୍ତି ରେ ଫୁଲ ଦିଅନ୍ତି ଓ ଚଢା ଯାଇଥିବା ଫୁଲ ପୂଜା କରିବା ସମୟରେ ଆପେ ଆପେ ତଳକୁ ଖସି ଯାଏ ତେବେ ଏହାର ଅର୍ଥ ଭଗବନାଙ୍କ ଆପଣଙ୍କର ସବୁ ଇଚ୍ଛା ପୂରଣ କରିବାକୁ ଯାଉଛନ୍ତି ।

4- ଏମିତି ମାନ୍ୟତା ଅଛି କି ଭଗବାନ ସବୁ ଥାଏ ସବୁ ସ୍ଥାନରେ ଅଛନ୍ତି । କିନ୍ତୁ ଏମିତି କିଛି ଲୋକ ଛନ୍ତି ଯିଏ ତାଙ୍କୁ ଦେଖିପାରି ନ ଥାନ୍ତି । ଯଦି ଘରେ ଆଳତି ସମୟରେ ଘଣ୍ଟି ର ଶବ୍ଦ ଶୁଣିବାକୁ ମିଳିଥାଏ । କିମ୍ବା ଗୃହକୁ ବନ୍ଧୁ, ପୂଜକ ବା ଭିକାରି ଆସିଥାନ୍ତି ତେବେ ଏହାକୁ ଭଗବାନଙ୍କର ସତ୍ୟତା ମାନାଯାଏ ଥାଏ । ତେଣୁ ଏହି ଲୋକ ମାନଙ୍କୁ କେବେ ବି ଖାଲି ହାତରେ ଫେରାଇ ଦେବା ଉଚିତ ନୁହେଁ । ତେବେ ପୂଜା ସମୟରେ ଯଦି ଆପଣଙ୍କୁ ମଧ୍ୟ ଏହି ସଂକେତ ମିଳିଥାଏ ତେବେ ଜାଣି ନିଅନ୍ତୁ ଆପଣଙ୍କ ସହ ଭଗବାନ ଅଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *