ଏହି କାରଣ ପାଇଁ ହୁଏ ମହିଳା ମାନଙ୍କୁ ମାସିକ ଧର୍ମ- Bhagavata Purana

ନମସ୍କାର ବନ୍ଧୁଗଣ । ଆପଣମାନେ ଜାଣିଛନ୍ତି କି ମହିଳା ମାନଙ୍କର ହେଉଥିବା ମା-ସି-କ- ଧ-ର୍ମ କଥା ପୁରାଣରେ ଲେଖା ଅଛି । ସେଥିରେ ମା-ସି-କ- ଧ-ର୍ମ କେଉଁ କାରଣ ପାଇଁ ହୋଇଥାୟ ଲେଖା ଅଛି । ଯେଉଁ କଥା ଇନ୍ଦ୍ର ଦେବତାଙ୍କ ସହ ଜଡିତ ଅଛି । ଭଗବତ ପୁରାଣ ରେ ଲେଖା ଅଛି ଗୋଟେ ଥର ବୃହସ୍ପତି ଇନ୍ଦ୍ର ଦେବତାଙ୍କ ଉପରେ କ୍ରୋଧ କଲେ । ଏହା ପରେ ଅସୁର ମାନେ ଦେବତାଙ୍କ ଉପରେ ଆକ୍ରମଣ କାଲେ ଯାହାଦ୍ଵାରା ଇନ୍ଦ୍ର ଦେବତା ତାଙ୍କର ଆସନ ଛାଡି ଚାଲିଗଲେ ।

ଅସୁରମାନଙ୍କ ଠାରୁ ରଖ୍ୟା ପାଇବା ପାଇଁ ଇନ୍ଦ୍ର ସୃଷ୍ଟିର ରଚନା କରିଥିବା ଭଗବାନ ବ୍ରମ୍ହାଙ୍କ ପାଖରେ ପହଞ୍ଚିଲେ । ଓ ତାଙ୍କୁ ସାହାଜ୍ଯ ମାଗିଲେ । ବ୍ରମ୍ହା କହିଲେ ଏକ ବ୍ରମ୍ହଜ୍ଞାନୀ ର ସେବା କରିବାକୁ ପଡିବ । ତାହା କରିବା ଦ୍ଵାରା ଯଦି ବୃହସ୍ପତି ପ୍ରସନ୍ନ ହୋଇଯିବେ ତାହଲେ ତାଙ୍କୁ ନିଜର ଗାଦି ମିଳିଯିବ । ବ୍ରମ୍ହାଙ୍କ କଥା ଅନୁସାରେ ଇନ୍ଦ୍ରଦେବ ଏକ ବ୍ରହ୍ମଜ୍ଞାନୀ ର ସେବା କରିବାରେ ଲାଗି ଗଲେ । କିନ୍ତୁ ସେ ଜାଣିନଥିଲେ ସେହି ବ୍ରହ୍ମଜ୍ଞାନୀ ର ମାତା ଏକ ଅସୁର ବୋଲି । ଇନ୍ଦ୍ରଦେବଙ୍କ ଦ୍ଵାରା ଅର୍ପଣ ହଉଥିବା ସବୁ ସାମଗ୍ରୀ  ଯେଉଁ ଦେବତାଙ୍କୁ ଚଡାଉଥିଲେ ।

ତାହାକୁ ଜ୍ଞାନୀ ଅସୁରଙ୍କୁ ଚଢାଉ ଥିଲେ । ସେହି କାରଣରୁ ସମଗ୍ର ସେବା ଭାଙ୍ଗିଯାଉଥିଲା । ଯେବେ ଇନ୍ଦ୍ର ଦେବତାଙ୍କୁ ଜଣା ପଡିଲା ସେବେ ଇନ୍ଦ୍ର ଦେବତା ବହୁତ କ୍ରୋଧ କଲେ ଓ ସେହି ବ୍ରହ୍ମଜ୍ଞାନୀ କୁ ହତ୍ୟା କରିଦେଲେ । ଏକ ଗୁରୁକୁ ହତ୍ୟା କରିବା ବଡ ପାପ ଅଟେ । ସେଥିପାଇଁ ତାଙ୍କ ଉପରେ ବ୍ରହ୍ମହତ୍ୟା ର ପାପ ଲାଗି ଗଲା । ଏହି ପାପ ଏକ ରାକ୍ଷସ ରୂପରେ ଇନ୍ଦ୍ରଙ୍କର ପଛରେ ପଡିଗଲା । ଏହି କରଣ ପାଇଁ ଇନ୍ଦ୍ର ଏକ ଫୁଲ ମଧ୍ୟ ରେ ଲୁଚିଗଲେ । ଗୋଟେ ବର୍ଷ ପର୍ଯ୍ୟନ୍ତ ଭଗବାନ ବିଷ୍ଣୁଙ୍କୁ ତପସ୍ୟା କଲେ ଭାଗବାନ ବିଷ୍ଣୁ ପ୍ରସନ୍ନ ହେଇ ଇନ୍ଦ୍ରଙ୍କୁ ରଖ୍ୟା କରିଦେଲେ । କିନ୍ତୁ ଇନ୍ଦ୍ରଙ୍କ ମୁକ୍ତି ପାଇଁ ତାଙ୍କୁ କେତୋଟି କଥା ବୁଝେଇଦେଲେ । ଇନ୍ଦ୍ରଙ୍କୁ ଜଳ ,ଭୂମି , ନାରୀ , ଓ ଗଛକୁ କିଛି କିଛି ତାଙ୍କର ପାପର ଅଂସ ଦବାକୁ କହିଦେଲେ ।


ଇନ୍ଦ୍ର ତାଙ୍କ କଥାରେ ରାହୋଇଗଲେ । କିନ୍ତୁ ଇନ୍ଦ୍ର ଦେବତା ତାଙ୍କୁ ଏକ ବରଦାନ ଦବାକୁ ମଧ୍ୟ କହିଲେ । ଗଛକୁ ଏକ ବରଦାନ ଦେଲେ ଯାହାକି ଯଦି ଗୋଟେ ଗଛ ଚାହିଁବ ତାହାଲେ ସେ ନିଜକୁ ନିଜେ ବଞ୍ଚେଇପାରିବ। ତାହାପରେ ଜଳକୁ ଏକ ବରଦାନ ଦେଲେ ଯାହାକି ଜଳଦ୍ବାରା ଅନ୍ୟ ବସ୍ତୁକୁ ପବିତ୍ର କରିବାର ଶକ୍ତି ଦେଲେ । ତାହାପରେ ଭୂମିକି ବରଦାନ ଦେଲେକି ତାହା ଉପରେ ଆସୁଥିବା ସବୁ ବାଧା ବିଗନ୍ନ  ସେ ସହି ଜୀବ। ତାହାପରେ ନାରୀକି ଏକ ବରଦାନ ଦେଲେ ଯାହାକି ।  ମହିଳାଙ୍କର ମା-ସି-କ- ଧ-ର୍ମ ହୁଏ କିନ୍ତୁ ତାହାପରେ ସେ ପୁରୁଷଙ୍କ ଠାରୁ କାମରେ ଅଧିକ ଆନନ୍ଦ ଉଠାଇପାରିବ । ଏହା କରିବା ଦ୍ଵାରା ଇନ୍ଦ୍ରଙ୍କର କିଛି ପାପରୁ ମୁକ୍ତି ମିଳିଲା ସେହି କାରଣ ପାଇଁ ଗୋଟେ ମହିଳା ତାହାର ମା-ସି-କ- ଧ-ର୍ମ ସମଯରେ ମନ୍ଦିର ଜାଇନଥାୟ । ବନ୍ଧୁଗଣ ଜାଣିଲେ ତ ଏହି କାରଣରୁ ମହିଳାଙ୍କର ମା-ସି-କ- ଧ-ର୍ମ ହୋଇଥାୟ ।

Leave a Reply

Your email address will not be published. Required fields are marked *