ଅକ୍ଟୋବର ମାସରେ 7ଟି ରାଶି ସାବଧାନ ରୁହନ୍ତୁ 5ଟି ରାଶି ଅତ୍ୟନ୍ତ ଶୁଭ… ଦେଖନ୍ତୁ ଆପଣଙ୍କର କଣ ଅଛି

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ପରିବର୍ତ୍ତନ ଯୋଗୁ ରାଶି ମାନଙ୍କର ପରିବର୍ତ୍ତନ ହୋଇଥାଏ । ରାଶି ଜରିଆରେ ବ୍ୟକ୍ତି ନିଜର ଆଗାମୀ ଭବିଷ୍ୟତ ବିଷୟରେ ଅବଗତ ହୋଇଥାଏ । ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ ଯାହା ନିରନ୍ତର ଲାଗି ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ୧୨ ଗୋଟି ରାଶିର ଅକ୍ଟୋବର ମାସରେ ସମୟ କିପରି ରହିବା ତାହା କହିବାକୁ ଯାଉଛୁ ।

ମେଷ ରାଶି : ଆପଣଙ୍କର ବନ୍ଧୁଙ୍କ ଦ୍ଵାରା ସାହାଜ୍ଯ ପାଇବେ । ଆପଣଙ୍କର ଅଯଥାରେ ସମୟ କଟିବ । କର୍ମ କ୍ଷେତ୍ରରେ ସଫଳତା ପାଇବେ । ଧନ ପ୍ରାପ୍ତି ହୋଇପାରେ । ଆପଣଙ୍କର ଅଟକି ଥିବା କାମ ପୁରା ହେବେ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

ବୃଷ ରାଶି : ଆପଣଙ୍କର କିଛି ସମସ୍ୟାୟା ହୋଇପାରେ । ଗୃହ ଉପକରଣ ସାମଗ୍ରୀ କ୍ରୟ ଅକରିବେ । ପୁରୁଣା ମିତ୍ରଙ୍କ ସହ ଆପଣଙ୍କର ସାକ୍ଷାତ ହୋଇପାରେ । ଭାଇ ଭଉଣୀଙ୍କ ସହଯୋଗ ଅପାଇବେ । ପଡୋଶୀଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ ।

ମିଥୁନ ରାଶି : ଆପଣ ଆତ୍ମୀୟ ମାନଙ୍କର ସମର୍ଥନ ପାଇବେ । କୌଣସି କ୍ଷେତ୍ରରୁ ଧନ ପ୍ରାପ୍ତ ହେବ । ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ରରେ ଅଗ୍ରସର ହେବେ । ଶତ୍ରୁ ଯୋଗୁ ବିଛେଦ ହୋଇପାରେ । କାମ କାର୍ଯ୍ୟରେ ସଫଳତା ପାଇବେ ।

କର୍କଟ ରାଶି : ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ । ଆପଣ ଧାର୍ଯ୍ୟ ରଖିଲେ କାମରେ ସଫଳତା ହେବେ । ଆପଣଙ୍କୁ ନୂଆ ଅବସର ପ୍ରାପ୍ତ ହେବ । ଗୁରୁଜନଙ୍କ ପ୍ରିୟଭାଜନ ହେବେ । ଦୂର ସ୍ଥାନକୁ ଯାତ୍ରା କରିବେ ।

ସିଂହ ରାଶି : ଆପଣଙ୍କ ଜୀବନରେ ଚାଲିଥିବା ସମସ୍ୟାର ନିବାରଣ ହେବ । ମିତ୍ରଙ୍କ ସହୋଜ ଅପାଇବେ । ଆପଣଙ୍କର ଯାତ୍ରା ସଫଳ ହେବେ । ଶତ୍ରୁ ଦ୍ଵାରା ଉପକୃତ ହେବେ ।

କନ୍ୟା ରାଶି : ଆପଣଙ୍କୁ ନୂଆ ସୁଯୋଗ ହସ୍ତାନ୍ତର ହେବ । କାର୍ଯ୍ୟରେ ଆନନ୍ଦ ଅନୁଭବ କରିବେ । ପରିବାରରେ ସୁଖ ସମୃଦ୍ଧି ଆସିବ । ଆପଣ ବ୍ୟୟ ଅଧିକ ଯୋଗୁ ଚିନ୍ତାରେ ରହିବେ ।

ତୁଳା ରାଶି : ଆପଣଙ୍କର ଆୟରେ ବୃଦ୍ଧି ହେବ । ପାରିବାରିକ ଜୀବନରେ ସମସ୍ଯା ହୋଇପାରେ । ଭାତୃ ବିରୋଧ ହୋଇପାରେ । କାର୍ଯ୍ୟରେ ଉନ୍ନତି ହେବ । ଆକସ୍ମିକ ଭାବେ ଧନ ପ୍ରାପ୍ତ ହେବ ।

ବିଛା ରାଶି : ଆପଣ ଅର୍ଥ ବିନିଯୋଗ ଅକରିବେ । ଆପଣ ନୂଆ ଦାୟିତ୍ଵ ପାଇବେ । ଆପଣ ଜୀବନରେ ସଫଳତା ପାଇବେ । ବନ୍ଧୁଙ୍କ ସହ ସମୟ କଟିବ ।

ଧନୁ ରାଶି : ଆପଣ କୌଣସି ବିପଦର ସମୁଖିନ୍ନ ହୋଇ ପାରନ୍ତି । ଆପଣ ଉଶ୍ଚବରେ ସାମିଲ ହେବେ । ଆପଣଙ୍କ ମନ ଅଶାନ୍ତ ରହିବ । ବନ୍ଧୁ ମିଳନରେ ସମୟ କଟିବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

ମକର ରାଶି : ଆପଣଙ୍କ ପରିବାରରେ ଭଲ ମାହୋଲ ରହିବ । ଆପଣ କର୍ମ ଚଞ୍ଚଳ ରହିବେ । ଧନ ପ୍ରାପ୍ତି ହୋଇପାରେ । ଆପଣ ସମ୍ପତି ହାସଲ କରିବେ ।

କୁମ୍ଭ ରାଶି : ଆପଣ ନିଜର ଦକ୍ଷତା ବଳରେ ସଫଳତା ହାସଲ କରିବେ । ଗୃହରେ ଚିନ୍ତା ବଢିବ । ସବୁ କ୍ଷେତ୍ରରେ ସମ୍ମାନ ପାଇବେ । ଆପଣଙ୍କର ବୃଥା କାର୍ଯ୍ୟରେ ଦିନ କଟିବ ।

ମୀନ ରାଶି : ଆପଣଙ୍କର ଦାୟିତ୍ଵରେ ବୃଦ୍ଧି ହେବ । ଧନ ପ୍ରାପ୍ତି ହୋଇପାରେ । ଯାତ୍ରା ଯୋଗୁ କ୍ଳାନ୍ତି ହୋଇପାରେ । କର୍ମକୁ ନେଇ ଆନନ୍ଦ ଅନୁଭବ କରିବେ । ବନ୍ଧୁଗଣ ଆମ ସହ ଆଗକୁ ରହିବା ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *