ଏହିପରି ପିନ୍ଧିଲେ ଚୁଡ଼ି ଅସୁବିଧାରେ ପଡ଼ିପାରନ୍ତି ସ୍ଵାମୀ । ବିବାହିତା ମହିଳା ମାନେ ଚୁଡି ପିନ୍ଧିବା ସମୟରେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ ।

ବନ୍ଧୁଗଣ ଆଜି ଆମେ ଜାଣିବା ମହିଳା ମାନେ ଚୁଡି ପିନ୍ଧିବାର କିଛି ନିୟମ ବିଷୟରେ । ବିବାହିତ ମହିଳା ମାନେ ତମ୍ବାର କୌଣସି ଚୁଡି ପିନ୍ଧିବା ଉଚିତ ନୁହେଁ । ରୂପାର ଚୁଡି ମଧ୍ୟ ପିନ୍ଧିବା ଅନୁଚିତ ଅଟେ । ଅତି ଆବାସିକ ହେଲେ ରୂପାର ଚୁଡି ଗୋଟେ ହାତରେ ପିନ୍ଧି ପାରିବେ । କୌଣସି କାରଣରୁ ଚୁଡି ଭାଙ୍ଗିଯାଏ ବା ପିନ୍ଧିବା ସମୟରେ ତୁଟିଗଲେ ସେହି ଚୁଡି କୁ ପଣତରେ ରଖିକି କୌଣସି ଜାଗାରେ ରଖନ୍ତୁ ।

ଏହି ଚୁଡିକୁ ଜଳରେ ଭସାଇ ଦିଅନ୍ତୁ । ଭଙ୍ଗା ଚୁଡିକୁ ଏଣେତେଣେ ପକାଇବା ଅଶୁଭ ହୋଇଥାଏ । ଚଡକ ଫଟା ଚୁଡି ପିନ୍ଧିବା ଅନୁଚିତ ହୋଇଥାଏ । ଏପରି ଚୁଡି ପିନ୍ଧିଲେ ସ୍ଵାମୀ କରଜ ରେ ବୁଡି ରୁହନ୍ତି । ଚୁଡି ପିନ୍ଧିବା ସମୟରେ ସମାନ ପରିମାଣରେ ପିନ୍ଧିବା ଅନୁଚିତ । ଡାହାଣ ହାତରେ ପଟେ କି ଦୁଇଟି ଅଧିକ ଓ ବାମ ହାତରେ ପଟେ କି ଦୁଇ ପଟ କମ ପିନ୍ଧିବା ଉଚିତ ।

ଶାସ୍ତ୍ର ଅନୁଯାୟୀ ମଙ୍ଗଳବାର ଓ ଗୁରୁବାର ଦିନ ଚୁଡି ପିନ୍ଧିବା ଓ ଚେଞ୍ଜ କରିବା ଅନୁଚିତ । କେଶ ମୁକୁଳା କରି ଚୁଡି ପିନ୍ଧିବା ଅନୁଚିତ । ଏହା ଦ୍ଵାରା ନେଗେଟିଭ ଶକ୍ତି ଘରକୁ ପ୍ରବେଶ କରିଥାନ୍ତି । ଚଉକାଠ ଉପରେ ବସି ଚୁଡି ପିନ୍ଧିବା ଅନୁଚିତ । ଏହା କରିବା ଦ୍ଵାରା ଗୃହକୁ କଷ୍ଟ, ଯନ୍ତ୍ରଣା ପ୍ରବେଶ କରିଥାଏ ଓ ଅସାନ୍ତି ଦେଖାଯାଏ । ସନ୍ଧ୍ୟା ସମୟରେ ଚୁଡି ପିନ୍ଧିବା ଅଶୁଭଦାୟକ ହୋଇଥାଏ ।

ଶାସ୍ତ୍ରରେ ଏହା ମଧ୍ୟ ବର୍ଣ୍ଣିତ ଅଛି କି କୌଣସି ନାରିଙ୍କର ଚୁଡି ଭାଙ୍ଗି ଯାଇଥିଲେ ତେବେ ତାଙ୍କୁ ସିଧା ସଳଖ ନ କହି ତୁରନ୍ତ ଏହାକୁ ବାହାର କରନ୍ତୁ ବୋଲି କହିବା ଉଚିତ । ଅନେକ ସମୟରେ ଦେଖାଯାଏ କି ମହିଳା ମାନେ ଚୁଡି ବଦଳାଇବା ସମୟରେ ସବୁ ଚୁଡି ଖୋଲି ଦେଇଥାନ୍ତି । ଏହା ଅଶୁଭ ଦାୟକ ହୋଇଥାଏ । ଚୁଡି ବଦଳିବା ପୂର୍ବରୁ ଲାଲ କି ହଳଦିଆ ରଙ୍ଗର ସୂତା ବାନ୍ଧି ଚୁଡି କାଢନ୍ତୁ ।

ଏହା ପରେ ନୂଆ ଚୁଡି ପିନ୍ଧି ସୂତା ଖୋଲି ଦିଅନ୍ତୁ । ଏହାର କୁ-ପ୍ରଭାବ ସ୍ବାମୀଙ୍କ ଉପରେ ପଡିଥାଏ । କାହାକୁ ଚୁଡି ପସନ୍ଦ ଆସିଗଲେ କାହାକୁ ନିଜେ ପିନ୍ଧିବା ଚୁଡି ଦେବା ଅନୁଚିତ । ଏହା ଦ୍ଵାରା ସ୍ବାମୀଙ୍କର ଆୟୁଷ କ୍ଷୀଣ ହୋଇଥାଏ ଓ ଭଲ ପାଇବାରେ ଫାଟ ସୃଷ୍ଟି ହୋଇଥାଏ । କାହାର ଚୁଡି ଆଣିବା କି ଦେବା ଉଚିତ ନୁହେଁ । ଚୁଡି ପିନ୍ଧିବା ସମୟରେ ଦକ୍ଷିଣ ମୁହାଁ ହୋଇ ଚୁଡି ପିନ୍ଧିବା ଅନୁଚିତ ।

ଏହା ଦ୍ଵାରା ସ୍ବାମୀଙ୍କ ଆୟୁଷ କମ ହୁଏ ଓ ଦୁଃଖ ଦରିଦ୍ର ଆସିଯାଏ । ଚୁଡି ପିନ୍ଧିବା ପରେ ତୁରନ୍ତ ହାତ ଧୋଇବା ଉଚିତ ନୁହେଁ । ଚୁଡି ପିନ୍ଧିବା ପରେ ପଣତରେ ଚୁଡିକୁ ପୋଛି ଦିଅନ୍ତୁ । ତା ପରେ ହାତ ଧୋଇପାରିବେ । ଅଜାଣତରେ ଚୁଡି ତଳେ ପଡି ଭାଙ୍ଗି ଯାଉଛି ତେବେ ଏହାକୁ ପାଣିରେ ଭସାଇ ଦିଅନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *