ଏମିତି 5ଟି ଘରେ ନିଜ ଝିଅକୁ କେବେ ବି ବିବାହ କରନ୍ତୁ ନାହିଁ, ନଚେତ…

ବନ୍ଧୁଗଣ ପ୍ରତେକ ବାପା-ମା ଙ୍କ ସ୍ଵପ୍ନ ରହିଥାଏ ତାଙ୍କ ଝିଅର ଜୀବନସାଥି ଭଲ ହେଉ । ପ୍ରତେକ ବାପା-ମା ଙ୍କର ସ୍ଵପ୍ନ ଥାଏ ତାଙ୍କ ଝିଅ ଭଲ ଘରକୁ ବୋହୂ ହୋଇ ଯାଉ । ଆଜିର ସମୟରେ ଯେଉଁ ମାନଙ୍କ ପାଖରେ ଅଧିକ ଟଙ୍କା ଥାଏ ସେମାନେ ଭଲ ପାତ୍ର ହୋଇଥାନ୍ତି । ମାତା ପିତାଙ୍କ ସେହି ପୁଅର ଚରିତ୍ର ନ ବୁଝି ଝିଅର ବିବାହ କରିଥାନ୍ତି । ଯାହା କାରଣରୁ ଆଜିର ସମୟରେ ବୈବାହିକ ଜୀବନ ଏତେ ସଫଳତା ହୋଇପାରୁ ନାହି ଯେତିକି ପୌରାଣିକ କାଳରେ ହେଉଥିଲା । ଆଜି ଆମେ ଆପଣଙ୍କୁ କହିବୁ ଏମିତି କେଉଁ ଘରେ ଝିଅଙ୍କୁ ବିବାହ ଦେବା ଉଚିତ ନୁହେଁ ।

୧- ଯେଉଁ ବ୍ୟକ୍ତି ଆପଣଙ୍କ ଠାରୁ ଅଧିକ ଧନୀ ବା ଗରିବ ହୋଇଥାଏ ତାଙ୍କ ସହ ନିଜ ଝିଅର ବିବାହ କରନ୍ତୁ ନାହି । ଏମିତି ଘରକୁ ଗଲେ ଝିଅ ମନେ ସାରା ଜୀବନ ଦୁଖରେ ରହିଥାଏ ।

୨- ଉରଣା ଅନୁଯାୟୀ ଯେଉଁ ବ୍ୟକ୍ତି ପାଖରେ ନିଜ ଜୀବନକୁ ଚଳାଇବାକୁ ସାଧନ ନ ଥାଏ ଅର୍ଥାତ ଯିଏ ନିଜର ଖର୍ଚ୍ଚ ବହନ କରିପାରେ ନାହି ସେଭଳି ବ୍ୟକ୍ତି ସହ ଝିଅର ବିବାହ କରିବା ଉଚିତ ନୁହେଁ । କାରଣ ସେହି ବ୍ୟକ୍ତି ନିଜର ଦାୟିତ୍ଵ ତୁଲାଇପାରେ ନାହି ।

୩- ସ୍କନ୍ଧ ପୁରାଣ ଅନୁଯାୟୀ ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯେଉଁ ମାନେ ଦେଖାଇ ହେବାର ଅଭିନୟ କରିଥାନ୍ତି କିମ୍ବା ନିଜକୁ ନିଜେ ବଡ ମନେ କରିଥାନ୍ତି । ଏମିତି ଲୋକ ସବୁବେଳେ ଚିନ୍ତାରେ ରହିଥାନ୍ତି । ତେଣୁ ଏମିତି ବ୍ୟକ୍ତି ସହ କେବେ ବି ନିଜ ଝିଅର ବାହାଘର କରିବା ଉଚିତ ନୁହେଁ ।

୪- ସ୍କନ୍ଧ ପୁରାଣ ଅନୁଯାୟୀ ଯେଉଁ ଲୋକଙ୍କ କୁଣ୍ଡଳୀ ମିଶେ ନାହି ତାଙ୍କ ସହ ବିବାହ କରିବା ଉଚିତ ନୁହେଁ । ଯଦି ଜାତକ ନ ମିଶେ ଆଉ ବିବାହ ହୋଇଯାଏ ତେବେ କିଛି ନା କିଛି ସମସ୍ଯା ଆସିଥାଏ । ଶାସ୍ତ୍ର ଅନୁଯାୟୀ ଯେଉଁ ଲୋକଙ୍କ ଗୁଣ ୧୮ ରୁ କମ ମିସିଥାଏ ତାଙ୍କର ଦାଂପତ୍ଯ ଜୀବନ ଦୁଖରେ ରହିଥାଏ । ଏମିତି ଦମ୍ପତିଙ୍କୁ ନିଜ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।

୫- ଅନେକ ସମୟରେ ଜାତକ ମିଶି ମଧ୍ୟ ବିବାହରେ ସମସ୍ଯା ଆସିଥାଏ । ଯାହା ଦ୍ଵାରା ବିବାହ ଭାଙ୍ଗିଯାଏ । ଏମିତିରେ ବର ବଧୁ ଙ୍କ କୌଣସି ଦାୟିତ୍ଵ ହୁଏ ନାହି । ଏହାର କାରଣ ଗ୍ରହ ହୋଇଥାଏ ଯିଏ ନିଜର ଚଳନ ବଦଳାଇ ଥାନ୍ତି । ଯାହା ଦ୍ଵାରା ସମ୍ପର୍କ ଖରାପ ହୋଇଥାଏ । ତେଣୁ କୁଣ୍ଡଳୀ ଭଲ ଭାବେ ମିଶାଇ ବିବାହ କରିବା ଉଚିତ ।

ତେଣୁ ଏହି ସବୁ ମୁଖ୍ୟ କାରଣ କୁ ଆଧାର କରି ଝିଅ ମାନଙ୍କର ବିବାହ କରିବା ଉଚିତ । ତା ହେଲେ ଯାଇ ଦାଂପତ୍ଯ ଜୀବନ ସୁଖ ଶାନ୍ତିରେ ବୀତିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *