ସାରାଜୀବନ ଋଣରେ ବୁଡି ରୁହନ୍ତି ଏହି 3ଟି ଅଭ୍ୟାସ ଥିବା ବ୍ୟକ୍ତି, କେବେବି ଧନୀ ହୋଇପାରିବେ ନାହିଁ ଯଦି ଆଜି ହିଁ ନଛାଡନ୍ତି ଏହି ଅଭ୍ୟାସ- Chanakya Niti

ବନ୍ଧୁଗଣ ଚାଣକ୍ୟ ଙ୍କ ବିଷୟରେ କିଏ ବା ନ ଜାଣେ । ଚାଣକ୍ୟ ନିଜର ବୁଦ୍ଧି ବଳରେ କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ଵରେ ପ୍ରସିଦ୍ଧ ହୋଇଛନ୍ତି । ଚାଣକ୍ୟଙ୍କ ନୀତି ଶାସ୍ତ୍ରକୁ ଲୋକ ମାନେ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି । ସେ କହିଥିବା ହଜାର ବର୍ଷ ପୂର୍ବର ପୁରୁଣା କଥା ଗୁଡିକ ପ୍ରତି ଲୋକ ମାନେ ଆଜି ବି ସେତିକି ଗୁରୁତ୍ଵ ଦିଅନ୍ତି ଯେତିକି ପୂର୍ବରୁ ଦେଉଥିଲେ ।

ଚାଣକ୍ୟ ଜଣେ ପ୍ରଖର ବୁଦ୍ଧିମାନ ବ୍ୟକ୍ତି, ଅର୍ଥଶାସ୍ତ୍ର, କୌଶଳ ରାଜନୀତିଜ୍ଞ, ଦାର୍ଶନିକ ତିଳେ । ତାଙ୍କ ଦ୍ଵାରା କଥିତ ହେଉଥିବା ଦର୍ଶନ ଆଜିବି ଲୋକଙ୍କର ମାର୍ଗ ଦର୍ଶନ ରୂପେ କାର୍ଯ୍ୟ କରୁଛି । ଆଜି ଆମେ ଆପଣଙ୍କୁ କହିବୁ କେଉଁ ୩ ଜଣ ବ୍ୟକ୍ତି କେବେ ବି ଧନୀ ହୋଇପାରିବେ ନାହି ।

୧- ଯେଉଁ ବ୍ୟକ୍ତି ଦାନ୍ତ ସଫା ରଖନ୍ତି ନାହି ଚାଣକ୍ୟ ଙ୍କ ନୀତି ଅନୁଯାୟୀ ସେହି ବ୍ୟକ୍ତି ମାନଙ୍କୁ ନିଶ୍ଚୟ ଦରିଦ୍ରର ସାମ୍ନା କରିବାକୁ ପଡିଥାଏ । ଏହା ସହ ଦାନ୍ତ ଖରାପ ଥିବା ବ୍ୟକ୍ତିଙ୍କ ପାଖକୁ କେହି ନାରୀ ଆସନ୍ତି ନାହି । ଏମିତି ଲୋକଙ୍କ ସହ ମା ଲକ୍ଷ୍ମୀ ଙ୍କ କୃପା ମିଳେ ନାହି ।

୨- ଯେଉଁ ବ୍ୟକ୍ତି ସୁନ୍ଦର ଓ ପରିଷ୍କାର ଡ୍ରେସ ଥାଇ ମଧ୍ୟ ସେମାନେ ମଇଳା ଡ୍ରେସ ପିନ୍ଧନ୍ତି କିମ୍ବା ଚିରା ଫଟା ଡ୍ରେସ ପିନ୍ଧନ୍ତି ତେବେ ମା ଲକ୍ଷ୍ମୀ ଏପରି ବ୍ୟକ୍ତିଙ୍କ ଜୀବନକୁ କେବେ ବି ଆସନ୍ତି ନାହି । ଯେଉଁ ମାନେ ସର୍ବଦା ଅପରିଷ୍କାର ଜୀବନଯାପନ କରନ୍ତି ସେମାନଙ୍କ ପାଖରେ ପରିଷ୍କାର ପରିଛନ ରଖନ୍ତି ନାହି ସେମାନଙ୍କ ଉପରେ ମା ଲକ୍ଷ୍ମୀ ଙ୍କ କୃପା କେବେ ବି ପଡେ ନାହି । ଏପରି ଲୋକଙ୍କୁ ସମାଜରେ ମଧ୍ୟ ପସନ୍ଦ କରାଯାଏ ନାହି ।  ଏମିତି ବ୍ୟକ୍ତି ଜୀବନରେ ଦାରିଦ୍ରତା ର ସମାନ କରିଥାନ୍ତି ।

୩- ଯେଉଁ ବ୍ୟକ୍ତି ସକାଳୁ ଆରମ୍ଭ କରି ସନ୍ଧ୍ୟା ଯାଏଁ ଶୋଇଥାନ୍ତି କିମ୍ବା ଆଳସ୍ୟ ଭାବେ ସେମାନେ କଦାପି ଧନୀ ହୋଇ ପାରିବେ ନାହି । ଯେଉଁ ବ୍ୟକ୍ତି ସୂର୍ଯ୍ୟ ଉଦୟ ପରେ ଶୋଇଥାନ୍ତି ସେମାନଙ୍କ ଉପରେ ମା ଲକ୍ଷ୍ମୀ ଙ୍କ କୃପା କେବେ ବି ରୁହେ ନାହି । ବିନା କାରଣରେ ମଣିଷ ଶୋଇବା ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ଏପରି ଲୋକ ମାନେ ଜୀବନରେ କେବେ ବି ଟଙ୍କା ରୋଜଗାର କରି ପାରନ୍ତି ନାହି ।

ଏହି ସବୁ ଅଭ୍ଯାସ ଠାରୁ ଆପଣ ମାନେ ନିହାତି ଦୂରେଇ ରୁହନ୍ତୁ । ଏହି ସବୁ ଅଭ୍ୟାସ କୁ ଛାଡିବା ପାଇଁ ଚେଷ୍ଟା କରନ୍ତୁ । ତେବେ ଆପଣ ନିଶ୍ଚୟ ଧନ ସଞ୍ଚଯ କରି ପାରିବେ । ଏଭଳି ଅଭ୍ୟାସ ଯେଉଁ ବ୍ୟକ୍ତି ଠାରେ ସେମାନଙ୍କ ପାଖରେ ମ ଲକ୍ଷ୍ମୀ କେବେ ବି ବାସ କରନ୍ତି ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *