ଏମିତି ହେବ କଳିଯୁଗ ପରେ ଏହି ଯୁଗ, ସତ୍ୟଯୁଗର ସତ୍ୟତା

ବନ୍ଧୁଗଣ ହିନ୍ଦୁ ଧର୍ମ ରେ ଯୁଗ କୁ 4 ଭାଗରେ ବିଭକ୍ତ କରା ଯାଇଛି । ଯଥା ସତ୍ୟ ଯୁଗ, ତ୍ରେତୟା ଯୁଗ, ଦ୍ଵାପର ଯୁଗ ଓ କଳିଯୁଗ । କଳିଯୁଗ ଏମିତି ଏକ ଯୁଗ ଯେଉଁଠି ରେ ମନୁଷ୍ୟ ର ମନ ଅଶାନ୍ତିରେ ଭାରି ରହିଛି । କଳିଯୁଗରେ ଧର୍ମ ର ଏକ ଚତୁର୍ଥାଂଶ ହିଁ ବାକି ରହିଛି । ଏଠାରେ ଖାଲି ମାନସିକ ଚାପ ରହିଛି । ଚାରି ଆଡେ ଆତଙ୍କ, ଅହଂକାର ଓ ଲୋଭ ଦେଖା ଯାଇଥାଏ । ଆଜି ଆମେ ଜାଣିବା କଳିଯୁଗ ପରେ ଯେଉଁ ଯୁଗ ଆସିବ ତାହା କେମିତି ରହିବ ।

ଧାର୍ମିକ ଗ୍ରନ୍ଥ ଅନୁସାରେ ଯୁଗ ର ପରିବର୍ତ୍ତନ ଏହା 22ତମ ଯୁଗ ଚାଲିଛି । ଭଗବତ ଗୀତା ରେ ଏହାର ବର୍ଣ୍ଣନା କରା ଯାଇଛି କି ପରିବର୍ତ୍ତନ ସୃଷ୍ଟି ର ନିୟମ ଅଟେ । ଏମିତି ମଣିଷ ଗୋଟେ ଶରୀର ଛାଡି ଆଉ ଗୋଟେ ଶରୀର ଧାରଣ କରିଥାନ୍ତି, ଦିନ ପରେ ରାତି ଆସିଥାଏ ଠିକ ସେହିପରି କଳିଯୁଗ ପରେ ସତ୍ୟ ଯୁଗ ଆରମ୍ଭ ହେବା ଅଟଳ ସତ୍ୟ ଅଟେ । ଗ୍ରନ୍ଥ ରେ କଳିଯୁଗ ସହ ଜଡିତ ଏକ କଥାର ବର୍ଣ୍ଣନା କରା ଯାଇଛି ।

ଯାହା ଅନୁସାରେ ଗୋଟେ ଦିନ କେହି ଭଗବାନ ବିଶୁଣୁ ଙ୍କୁ ପ୍ରଶ୍ନ କରିଥିଲେ କି ପ୍ରଭୁ, ଦ୍ଵାପର ଯୁଗ ଏବେ ଚାଲିଛି ଆଉ କଳଖଣ୍ଡ ଅନୁଯାୟୀ ଏହା ପରେ କଳିଯୁଗ ଆସିବ । କିନ୍ତୁ ମନୁଷ୍ୟ ଏହି ଯୁଗ କୁ କିପରି ଚିହ୍ନିବ ? ଉତ୍ତରରେ ଭଗବାନ କହିଥିଲେ ଯେବେ ଦୁନିଆରେ ପାପ ବଢିଯିବ ତେବେ କଳିଯୁଗର ଆରମ୍ଭ ହୋଇ ସାରିଛି । ଏହି ଯୁଗରେ ମଣିଷର ଆୟୁଷ ମାତ୍ର 12 ବର୍ଷ ରହିବ ।

ଲୋକ ମାନେ ଧନର ଲୋଭରେ କାହାର ବି ହତ୍ୟା କରିବାକୁ ପଛାଇବେ ନାହିଁ । ଏବେ ଦ୍ଵାପର ଯୁଗରେ ସ୍ତ୍ରୀ ର କେଶ କୁ ତାର ଆଭୁଷଣ ମାନା ଯାଉଛି କିନ୍ତୁ କଳିଯୁଗରେ ସ୍ତ୍ରୀ ମାନେ କ୍ସ କାଟିବା ଆରମ୍ଭ କରି ଦେବେ । ଏହାପରେ ସବୁ ସ୍ତ୍ରୀ ପୁରୁଷ କେସ କୁ ରଙ୍ଗ କରି ସୁନ୍ଦର ଦେଖାଯିବେ । ପ୍ରତେକ ଘରେ କଳହ ଝଗଡା ଲାଗି ରହିବ । ପୁତ୍ର ପିତାଙ୍କୁ ହତ୍ୟା କରିବେ ।

ଏହାପରେ ଭଗବାନ ବିଶୁଣୁ, ବ୍ରମହା, ମହାଦେବ ଏକତ୍ର ହୋଇ କଳିଯୁଗର ଅନ୍ତ କରିବେ । ଆଉ ଏକ ନୂଆ ଯୁଗର ଆରମ୍ଭ ହେବ ଯାହାର ନାମ ସତ୍ୟଯୁଗ ରହିବ । ଚାରିଆଡେ ଖାଲି ପ୍ରେମ ହିଁ ପ୍ରେମ ହେବ । ଲୋକମାନେ ପୂଜା ପାଠରେ ବିଶ୍ଵାସ କରିବେ । ସତ୍ୟ ଯୁଗର ମଣିଷ ଦେବୀ ଦେବତାଙ୍କ ସହ ବାର୍ତ୍ତାଳାପ କରିବେ । ସତ୍ୟ ଯୁଗର ସୃଷ୍ଟି ର ସ୍ଵର୍ଣ୍ଣ ଯୁଗ କୁହାଯିବ । କିନ୍ତୁ ଏବେ ଅନେକ ବର୍ଷ ବାକି ଅଛି ସତ୍ୟ ଯୁଗର ଆରମ୍ଭ ହେବାକୁ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *