ଫେଙ୍ଗ ସୁଇ ହେଉଛନ୍ତି ଚୀନର ଏକ ବାସ୍ତୁ ଶାସ୍ତ୍ର ଅଟେ । ଏଥିରେ ଗୃହ ନିର୍ମାଣ ଓ ଗୃହରେ ରହୁଥିବା ପବିତ୍ର ବସ୍ତୁଙ୍କ ବିଷୟରେ କୁହାଯାଇଛି । ଫିଙ୍ଗ ଏବଂ ସୁଇର ସାହିତିକ୍ୟ ଅର୍ଥ ହେଲା ବାୟୁ ଓ ଜଳ । ଏହା ଶାସ୍ତ୍ରରେ ଲେଖା ଯାଇଛି । ଆସନ୍ତୁ ଜାଣିବା ଫିଙ୍ଗ ସୁଇ ଅନୁସାରେ ଗୃହରେ କେଉଁ କୋଣରେ 5ଟି ପ୍ଳାଣ୍ଟ ଲଗାଇଲେ ତାହା ଶୁଭ ହୋଇଥାଏ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମେ ମାନେ ଧନ ବୃଦ୍ଧି ପାଇଁ ଓ ଗୃହରେ ହସ ଖୁସି ସୁଖ ଶାନ୍ତି ଲାଗି ରହିବା ପାଇଁ ବାସ୍ତୁ ଶାସ୍ତ୍ର ଉପରେ ଗୁରୁତ୍ଵ ଦେଇଥାଉ ।
ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ କେଉଁ ୫ଟି ପ୍ଳାଣ୍ଟ ଲଗାଇଲେ ଗୃହରେ ଟଙ୍କା ପଇସା ଓ ସୁଖ ଶାନ୍ତି ଦେଖା ଦେବ ଆସନ୍ତୁ ଜାଣିବା ସେହି ବୃକ୍ଷଗୁଡିକ କଣ ଅଟେ। (୫ ଫିଙ୍ଗ ଶୁଇ ପ୍ଳାଣ୍ଟ)1- ମନି ପ୍ଳାଣ୍ଟ : ବନ୍ଧୁଗଣ ମାନାଯାଏ କି ଏହି ମନି ପ୍ଳାଣ୍ଟକୁ ଘରେ ଲଗେଇଲେ ଧନ ସମୃଦ୍ଧି ବଢି ଥାଏ । ମନା ଯାଏ କି ଏହି ଗଛଯେତେ ବଢିବ ସେତେ ଧନ ବଢିବ । ଫିଙ୍ଗ ସୁଇଙ୍କ ଅନୁସାରେ ଏହି ଗଛ ଲଗାଇଲେ ଗୃହରେ ଶାକାରାତ୍ମକ ଚିନ୍ତାଧାରା ବଢି ଥାଏ । ଗୃହରେ ସୁଖ ଶାନ୍ତି ଦେଖା ଦେବ ।
2- ଲିଲୀ ପ୍ଳାଣ୍ଟ : ମାନାଯାଏ କି ଏହି ଲିଲୀ ପ୍ଳାଣ୍ଟକୁ ଗୃହରେ ଲଗାଇଲେ ଗୃହରେ ସମସ୍ତଙ୍କ ମଧ୍ୟରେ ଭଲ ପାଇବା ବଢିବ । ଓ ଧନର ଅଭାବ ହେବ ନାହିଁ । ସୁଖ ଶାନ୍ତି ସମୃଦ୍ଧି ବୃଦ୍ଧି ହେବ । କେବେବି ଆପଣଙ୍କର ଧନର ଅଭାବ ହେବ ନାହିଁ । ୩- ଜେଡ ପ୍ଳାଣ୍ଟ : ଜେଡ ପ୍ଳାଣ୍ଟ ଗୃହରେ ଲଗାଇଲେ ସୁଖ,ଶାନ୍ତି, ଖୁସି , ସମୃଦ୍ଧି ବଢିଥାଏ ।
ଧନର ଅଭାବ ହେବ ନାହିଁ । ଯଦି ଆପଣଙ୍କର ଧନର ସମସ୍ୟା ଥାଏ ଏହି ପ୍ଳାଣ୍ଟକୁ ଗୃହରେ ଲଗାଇଲେ ଲାଗି ରହିଥିବା ଧନର ସମସ୍ଯା କମିଯିବ। ୪- ରବର ପ୍ଳାଣ୍ଟ: ଚଉଡା ଓ ଲମ୍ବା ପତ୍ରବାଲା ଏହି ବୃକ୍ଷ ବହୁତ ସୁନ୍ଦର ହୋଇଥାଏ । ଏହି ପ୍ଳାଣ୍ଟକୁ ଆପଣ ଯେଉଁଠି ଧନ ରଖନ୍ତି ସେହିଠାରେ ଲଗାଇ ପାରିବେ ।ଏହି ପ୍ଳାଣ୍ଟକୁ ଲଗାଇଲେ ଧନ ବୃଦ୍ଧି ସହିତ ସୁଖ ସମୃଦ୍ଧି ବଢିବ । ଆପଣଙ୍କର ସମାଜରେ ମାନ ସମ୍ମାନ ବୃଦ୍ଧି ହେବ ।
୫ – ବେମ୍ବୁ ପ୍ଳାଣ୍ଟ : ବେମ୍ବୁ ଅର୍ଥାତ ବାଉଁଶ ଗଛ ହେଉଛି ଏକ ଆୟୁର୍ବେଦିକ ଗଛ ହୋଇଥାଏ । ଏହି ଗଛ ଲଗାଇଲେ ଶାକାରତ୍ମକ ଚିନ୍ତା ଧାରା ବଢିବ । ଏହା ଲଗାଇଲେ ଧନ ବଢିବ । ଗୃହରେ ସୁଖ ଶାନ୍ତି ଦେଖା ଦେବ । ସବୁଜରଙ୍ଗର ବମ୍ବୋ ବୃକ୍ଷକୁ ଏକ ନାଲି କପଡାରେ ବାନ୍ଧି ରଖିଲେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ଫିଙ୍ଗସୁଇ କିମ୍ବା ଭାରତୀୟ ବାସ୍ତୁ ଶାସ୍ତ୍ର ରେ ଏମିତି କିଛି ଫରକ ଦେଖିବାକୁ ମିଳିବ ।