ଫେଙ୍ଗସୁଇ ଅନୁଯାୟୀ ଘରେ ରଖି ଦିଅନ୍ତୁ ଏହି 5 ଗଛ, ଦେଖିବେ ଧନର ବର୍ଷା ହେବ

ଫେଙ୍ଗ ସୁଇ ହେଉଛନ୍ତି ଚୀନର ଏକ ବାସ୍ତୁ ଶାସ୍ତ୍ର ଅଟେ ।  ଏଥିରେ ଗୃହ ନିର୍ମାଣ ଓ ଗୃହରେ ରହୁଥିବା ପବିତ୍ର ବସ୍ତୁଙ୍କ ବିଷୟରେ କୁହାଯାଇଛି । ଫିଙ୍ଗ ଏବଂ ସୁଇର ସାହିତିକ୍ୟ ଅର୍ଥ ହେଲା ବାୟୁ ଓ ଜଳ । ଏହା ଶାସ୍ତ୍ରରେ ଲେଖା ଯାଇଛି । ଆସନ୍ତୁ ଜାଣିବା ଫିଙ୍ଗ ସୁଇ ଅନୁସାରେ ଗୃହରେ କେଉଁ କୋଣରେ 5ଟି ପ୍ଳାଣ୍ଟ ଲଗାଇଲେ ତାହା ଶୁଭ ହୋଇଥାଏ  । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମେ ମାନେ ଧନ ବୃଦ୍ଧି ପାଇଁ ଓ ଗୃହରେ ହସ ଖୁସି ସୁଖ ଶାନ୍ତି ଲାଗି ରହିବା ପାଇଁ ବାସ୍ତୁ ଶାସ୍ତ୍ର ଉପରେ ଗୁରୁତ୍ଵ ଦେଇଥାଉ ।

 

ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ କେଉଁ ୫ଟି ପ୍ଳାଣ୍ଟ ଲଗାଇଲେ ଗୃହରେ ଟଙ୍କା ପଇସା ଓ ସୁଖ ଶାନ୍ତି ଦେଖା ଦେବ ଆସନ୍ତୁ ଜାଣିବା ସେହି ବୃକ୍ଷଗୁଡିକ କଣ ଅଟେ। (୫ ଫିଙ୍ଗ ଶୁଇ ପ୍ଳାଣ୍ଟ)1- ମନି ପ୍ଳାଣ୍ଟ : ବନ୍ଧୁଗଣ ମାନାଯାଏ  କି ଏହି ମନି ପ୍ଳାଣ୍ଟକୁ ଘରେ ଲଗେଇଲେ ଧନ ସମୃଦ୍ଧି ବଢି ଥାଏ  । ମନା ଯାଏ କି ଏହି ଗଛଯେତେ ବଢିବ ସେତେ ଧନ ବଢିବ । ଫିଙ୍ଗ ସୁଇଙ୍କ ଅନୁସାରେ ଏହି ଗଛ ଲଗାଇଲେ ଗୃହରେ ଶାକାରାତ୍ମକ ଚିନ୍ତାଧାରା ବଢି ଥାଏ । ଗୃହରେ ସୁଖ ଶାନ୍ତି ଦେଖା ଦେବ ।

2- ଲିଲୀ ପ୍ଳାଣ୍ଟ : ମାନାଯାଏ କି ଏହି ଲିଲୀ ପ୍ଳାଣ୍ଟକୁ ଗୃହରେ ଲଗାଇଲେ ଗୃହରେ  ସମସ୍ତଙ୍କ ମଧ୍ୟରେ ଭଲ ପାଇବା ବଢିବ । ଓ ଧନର ଅଭାବ  ହେବ ନାହିଁ । ସୁଖ ଶାନ୍ତି ସମୃଦ୍ଧି ବୃଦ୍ଧି ହେବ । କେବେବି ଆପଣଙ୍କର ଧନର ଅଭାବ ହେବ ନାହିଁ । ୩- ଜେଡ ପ୍ଳାଣ୍ଟ : ଜେଡ ପ୍ଳାଣ୍ଟ ଗୃହରେ ଲଗାଇଲେ ସୁଖ,ଶାନ୍ତି, ଖୁସି , ସମୃଦ୍ଧି ବଢିଥାଏ ।

 

ଧନର ଅଭାବ ହେବ ନାହିଁ । ଯଦି ଆପଣଙ୍କର ଧନର ସମସ୍ୟା ଥାଏ  ଏହି ପ୍ଳାଣ୍ଟକୁ ଗୃହରେ ଲଗାଇଲେ ଲାଗି ରହିଥିବା ଧନର ସମସ୍ଯା କମିଯିବ। ୪- ରବର ପ୍ଳାଣ୍ଟ:  ଚଉଡା ଓ ଲମ୍ବା ପତ୍ରବାଲା ଏହି ବୃକ୍ଷ ବହୁତ ସୁନ୍ଦର ହୋଇଥାଏ । ଏହି ପ୍ଳାଣ୍ଟକୁ ଆପଣ ଯେଉଁଠି ଧନ ରଖନ୍ତି ସେହିଠାରେ ଲଗାଇ ପାରିବେ ।ଏହି ପ୍ଳାଣ୍ଟକୁ ଲଗାଇଲେ  ଧନ ବୃଦ୍ଧି ସହିତ ସୁଖ ସମୃଦ୍ଧି ବଢିବ । ଆପଣଙ୍କର ସମାଜରେ ମାନ ସମ୍ମାନ ବୃଦ୍ଧି ହେବ ।

୫ – ବେମ୍ବୁ ପ୍ଳାଣ୍ଟ : ବେମ୍ବୁ ଅର୍ଥାତ ବାଉଁଶ ଗଛ ହେଉଛି ଏକ ଆୟୁର୍ବେଦିକ ଗଛ ହୋଇଥାଏ । ଏହି ଗଛ ଲଗାଇଲେ ଶାକାରତ୍ମକ ଚିନ୍ତା ଧାରା ବଢିବ । ଏହା ଲଗାଇଲେ ଧନ ବଢିବ । ଗୃହରେ ସୁଖ ଶାନ୍ତି ଦେଖା ଦେବ । ସବୁଜରଙ୍ଗର ବମ୍ବୋ ବୃକ୍ଷକୁ ଏକ ନାଲି କପଡାରେ ବାନ୍ଧି ରଖିଲେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ଫିଙ୍ଗସୁଇ କିମ୍ବା ଭାରତୀୟ ବାସ୍ତୁ ଶାସ୍ତ୍ର ରେ ଏମିତି କିଛି ଫରକ ଦେଖିବାକୁ ମିଳିବ ।

Leave a Reply

Your email address will not be published. Required fields are marked *