ଗଳା ସଂକ୍ରମଣ, ମୁଣ୍ଡବିନ୍ଧା, ଓଭର ବ୍ରୀଡିଙ୍ଗ ଭଳି 10 ଟି ରୋଗ ମୂଳରୁ ହେବ ଶେଷ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ହର୍ବ ବିଷୟରେ କହିବୁ ଯାହାର ନାଁ ଧନିଆ ପତ୍ର । ଏହାକୁ ଅନେକ ଲୋକ ମାସଲା ରୂପରେ ବ୍ୟବହାର କରିଥାନ୍ତି । ଏହାର ପତ୍ର ତରକାରୀରେ ନ ପକାଇଲେ ଏହାର ସ୍ଵାଦ ଆସି ନ ଥାଏ । ଏହା ଛଡା ଧନିଆ ପତ୍ରର ଚଟଣି କାହାକୁ ବା ପସନ୍ଦ ନୁହେଁ । ଏହା ଖାଦ୍ଯର ସ୍ଵାଦ ବଢାଇବା ସହ ଔଷଧୀୟ ଗୁଣରେ ପରି ପୂର୍ଣ୍ଣ ଅଟେ । ଆଜି ଆମେ ଜାଣିବା ଧନିଆ ପତ୍ର ର ଆଶ୍ଚର୍ଯ୍ୟକାରୀ ସ୍ଵାସ୍ଥ୍ୟଗତ ଫାଇଦା ବିଷୟରେ ।

1- ଯଦି କାହାର ଓଭର ବ୍ରୀଡିଙ୍ଗ ଭଳି ସମସ୍ଯା ରହିଛି ତେବେ ଧନିଆ ପତ୍ର ବେସ ସହାୟକ ହୋଇଥାଏ । ସେଥିପାଇଁ ଆପଣ କିଛି ଧନିଆ ପତ୍ରକୁ ବାଟି ଏହାର ରସ ବାହାର କରନ୍ତୁ । 4ରୁ 5 ଚାମଚ ଧନିଆ ପତ୍ର ରସ ସହ ଛୋଟ ଖଣ୍ଡ ଖାଇବା କର୍ପୁର ମିଶାନ୍ତୁ । ଏହାର ପ୍ରତିଦିନ ସେବନ କରିଲେ ରକ୍ତସ୍ରାବ ସମସ୍ଯା ବନ୍ଦ ହୋଇଯିବ ।

2- ଯେଉଁ ମହିଳାଙ୍କର ଧଳାସ୍ରାବ ଭଳି ସମସ୍ଯା ରହୁଛି ସେମାନଙ୍କ ପାଇଁ ଧନିଆ ପତ୍ର ଲାଭଦାୟକ ହୋଇଥାଏ । ସେଥିପାଇଁ ଧନିଆ ପତ୍ରକୁ ବାଟି ତାହାର ରସ ବାହାର କରନ୍ତୁ । ଏଥିରେ ଚଣା ଦାନ ସଦୃଶ କର୍ପୁର ମିଶା ଏହାର ସେବନ କରନ୍ତୁ । କିଛି ମାସ ଏହାର ଲଗାତାର ସେବନ କରିଲେ ଧଳାସ୍ରାବ ସମସ୍ଯା ଶେଷ ହୋଇଯିବ ।

3- ଅତ୍ୟଧିକ ଗରମରୁ ରକ୍ଷା ପାଇବାକୁ ଧନିଆ ପତ୍ରର ସେବନ କରିପାରିବେ । ସେଥିପାଇଁ ଧନିଆ ପତ୍ର ସହ ଅଳ୍ପ ମିଶ୍ରି ବାଟି ଦିଅନ୍ତୁ । ଏବେ ଏହାର ସେବନ କରନ୍ତୁ । ଏହା ଆପଣଙ୍କ ଶରୀର ପାଇଁ ଥଣ୍ଡା ଅଟେ ।

4- ଯେଉଁ ମାନଙ୍କର ଧାତୁ ରୋଗ ସମସ୍ଯା ଅଛି ସେମାବଙ୍କା ପାଇଁ ଧନିଆ ପତ୍ର ରାମବାଣ ହୋଇଥାଏ । ସେଥିପାଇଁ ଧନିଆ ପତ୍ରକୁ ବାଟି ଏହାର ରସ ବାହାର କରନ୍ତୁ । ସେଥିରେ ଅଳ୍ପ ଆଲମଣ୍ଡ ଛେଚି ସେବନ କରନ୍ତୁ । ଦେଖିବେ ଧାତୁ ରୋଗ ସମସ୍ଯା ସଂପୂର୍ଣ୍ଣ ଠିକ ହୋଇଯିବ ।

5- ଯେଉଁ ଲୋକ ମାନଙ୍କର ଟନଶୀଲ ବଢି ଯାଇଛି ସେମାନକ ପାଇଁ ଧନିଆ ଚମତ୍କାରୀ ହୋଇଥାଏ । ସେଥିପାଇଁ ଅଳ୍ପ ଧନିଆ, ମେଥି, ଗହମ ଅଟା ମିଶାଇ ସେଥିରେ ପାଣି ଦେଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବେ ଏହାକୁ ଟନଶୀଲ ବଢିଥିବା ଜାଗାରେ ଲେପ ଦିଅନ୍ତୁ ।

6- ଯେଉଁ ମାନଙ୍କର ଗଳା ସଂକ୍ରମଣ ଭଳି ସମସ୍ଯା ହେଉଛି ସେମାନେ ଧନିଆର ପ୍ରୟୋଗ କରି ଠିକ ହୋଇପାରିବେ । ସେଥିପାଇଁ 4ରୁ 5ଟି ଗୋଟା ଧନିଆ ସହ 2ତ ଗୋଲମରୀଚ ନିଅନ୍ତୁ । ଏବେ ଏହାକୁ ପାଟିରେ ରଖିକି ଚୋବାନ୍ତୁ । ଏହା ଦ୍ଵାରା ଗଳାରେ ଥିବା କଷ୍ଟ ଦୂର ହେବ ।

7- ଧନିଆ ମୁଣ୍ଡବିନ୍ଧା ପାଇଁ ଲାଭଦାୟକ ହୋଇଥାଏ । ଏକ ଗ୍ଳାସ ପାଣି ସହ ଏକ ଚାମଚ ଧନିଆ ଗୁଣ୍ଡ ଓ ଆମଲା ଚୂର୍ଣ୍ଣ ପକାଇ ରାତି ସାରା ଭେଡିବାକୁ ଛାଡି ଦିଅନ୍ତୁ । ସକାଳୁ ଏହାର ସେବନ କରନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *