ଗର୍ଭବତୀ ମହିଳାଙ୍କୁ ସାପ କାହିଁକି ଚୋଟ ମାରେ ନାହିଁ ?

ବନ୍ଧୁଗଣ ଏମିତି ମାନ୍ୟତା ଅଛି କି ଗର୍ଭବତୀ ମହିଳା ଙ୍କୁ ସାପ ଦେଖିଲେ ଅନ୍ଧ ହୋଇଯାଏ । ଏମିତି ବି କୁହାଯାଏ କି ଗର୍ଭବତୀ ମହିଳାଙ୍କୁ ଦେଖିଲେ ସାପ ତାଙ୍କୁ ଛୋଟ ମାରିଥାଏ । ଏମିତି ବି ଦାବି କରାଯାଏ ଗର୍ଭବତୀ ମହିଳା ମାନଙ୍କୁ ସାପ ଚୋଟ ମାରିବାର କେବେ ଦେଖାଯାଇ ନାହି । ତେବେ ଆସନ୍ତୁ ଜାଣିବା ଏହା ପଛରେ କଣ ସତ୍ୟତା ରହିଛି । ଏହା ସହ ଏଗୁଡିକ ପଛରେ ଧାର୍ମିକ ଓ ବୈଜ୍ଞାନିକ କାରଣ କଣ ସବୁ ରହିଛି । ଏମିତି ଅନେକ ଲୋକ ମାନିଥାନ୍ତି ପ୍ରକୃତି ସାପକୁ ବିଶେଷ ଇନ୍ଦ୍ରିୟ ପ୍ରଦାନ କରିଛି । ଯାହା ଦ୍ଵାରା ସାପ ବହୁତ ସହଜରେ ଅନୁଭବ କରିଥାଏ କୌଣସି ମହିଳା ଗର୍ଭବତୀ କି ନୁହେଁ ।

ଗର୍ଭବତି ହେଲେ ନାରୀର ଶରୀରରେ ଏମିତି କିଛି ତତ୍ତ୍ଵର ନିର୍ମାଣ ହୋଇଥାଏ ଯାହା ସାପ ଦ୍ଵାରା ଚିହ୍ନଟ ହୋଇଥାଏ । କିନ୍ତୁ ଯଦି ସାପକୁ କୌଣସି ମହିଳାର ଗର୍ଭବତୀ ହେବାର ଜଣା ପଡିଥାଏ କିନ୍ତୁ ସାପ ତାକୁ କଣ ପାଇଁ ଚୋଟ ମାରେ ଯାହାର ଉତ୍ତର ଆଜି ଯାଏଁ ସ୍ପଷ୍ଟ ହୋଇ ନାହି । କିନ୍ତୁ ବ୍ରହ୍ମା ପୁରଣ ଅନୁଯାୟୀ ଏମିତି ଏକ କଥା ପ୍ରଚଳିତ ଅଛି ଯାହା ଏହା ପଛରେ ଥିବା କାରଣର ବୟାନ ଦେଇଥାଏ ।

ପୁରାଣ ଅନୁଯାୟୀ ଗୋଟେ ସମୟରେ ଜଣେ ଗର୍ଭବତୀ ମହିଳା ଶିବଙ୍କ ତପସ୍ୟାରେ ଲୀନ ଥିଲେ । ସେହି ସମୟରେ ଦୁଇଟି ନାଗ ସାପ ଆସି ମହିଳାଙ୍କୁ ଦୁଖୀ ତଥା କାରଣରେ ସମସ୍ଯା ସୃଷ୍ଟି କରିବାକୁ ଲାଗିଲେ । ତେବେ ଗର୍ଭରେ ଥିବା ଶିଶୁ ନାଗ ବଂଶକୁ ଅଭିଶାପ ଦେଉଥିଲା କି ଆଜି ଠାରୁ କୌଣସି ନାଗ, ନାଗୁଣୀ, ସାପ ବା ସର୍ପିଣୀ ଯେବେ ଗର୍ଭବତୀ ମହିଳାଙ୍କୁ ଦେଖିବେ ସେମାନେ ଅନ୍ଧ ହୋଯିବେ ।

ସେହି ଦିନ ଠାରୁ ଏହି ମାନ୍ୟତା ଚାଲି ଆସୁଛି କି କୌଣସି ସାପ ଗର୍ଭବତୀ ମହିଳାଙ୍କୁ ଦେଖିଲେ ଅନ୍ଧ ହୋଇଯାନ୍ତି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଗର୍ଭରେ ଥିବା ଶିଶୁ ଆଗକୁ ଯାଇ ଶ୍ରୀ ଗୋଗାଜି ଦେବ, ଶ୍ରୀ ତେଜା ଜି ଦେବ, କୁଆର ବାବା, ଜେହେରବିର ନାମରେ ପ୍ରସିଦ୍ଧ ହେଲେ । ଯାହାଙ୍କର ଅନେକ ମନ୍ଦିର ରାଜସ୍ଥାନରେ ଦେଖିବାକୁ ମିଳିଥାଏ ।

ବୈଜ୍ଞାନିକ ଦ୍ରୁଷ୍ଟି କୋଣରେ ଦେଖିବାକୁ ଗଲେ ଗର୍ଭବତୀ ମହିଳାର ଶରୀରରେ ଅନେକ ତତ୍ତ୍ଵର ନିର୍ମାଣ ହୋଇଥାଏ ଯାହା ଗର୍ଭବତିକୁ ବିଶେଷ ଶକ୍ତି ଦେଇଥାଏ । ଯାହା ଦ୍ଵାରା ରଙ୍ଗ, ରୁଚି ଓ ଭାବରେ ପରିବର୍ତ୍ତନ ହୋଇଥାଏ । ଯାହାକୁ ସାପ ଏହାକୁ ଅନୁଭବ କରିଥାନ୍ତି । ଏଥିପାଇଁ ଗର୍ଭବତୀ ମହିଳାଙ୍କୁ ସାପ ମାନେ ଚୋଟ ମାରନ୍ତି ନାହି । କିନ୍ତୁ ଧାର୍ମିକ ଦୃଷ୍ଟିରେ ଏହା ବିଷୟରେ ସଠିକ ତଥ୍ୟ ମିଳି ନାହି । ଏହି କାରଣରୁ ଏହି କଥାକୁ ଅନ୍ଧ ବିଶ୍ଵାସ ଶ୍ରେଣୀରେ ରଖାଯାଇଛି ।

ତେଣୁ ଗର୍ଭବତୀ ମହିଳାଙ୍କୁ ଏହି ସବୁ କଥା ପ୍ରତି ଧ୍ୟାନ ଦେବା ସହ କୌଣସି ସାପ ଚୋଟ ମାରେ ତେବେ ଡାକ୍ତରଙ୍କୁ ଦେଖାଇବା ଉଚିତ । ଗର୍ଭବତୀ ମହିଳାଙ୍କୁ ସ୍ଵପ୍ନରେ ମଧ୍ୟ ସାପ ଦେଖାଯାଏ ନାହି ଯାହା ମାନ୍ୟତା ରହିଛି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *