ଘରର ମୁଖ୍ୟ ଦ୍ଵାର ସାମ୍ନାରେ ଏହି 3ଟି ଜିନିଷ ରହିଲେ ଭୟଙ୍କର ବିପଦ ମାଡ଼ିଆସେ, ଧନର ଅଭାବ ଦେଖାଦିଏ

ବାସ୍ତୁ ଅନୁସାରେ ଘରେ ଥିବା ପ୍ରତେକ ବସ୍ତୁ ସାକାରାତ୍ମକ ଓ ନାକାରାତ୍ମକ ଊର୍ଜାର ସଂଚାର କରିଥାଏ । ଯଦି ବସ୍ତୁ ଗୁଡିକ ଘରେ ଠିକ ଜାଗାରେ ନ ରଖାଯାଏ ତେବେ ଏହା ନେଗେଟିଭ ଶକ୍ତି ବଢାଇଥାଏ । ଏହାର ପ୍ରଭାବ ଘରର ଆର୍ଥିକ ସ୍ଥିତିରେ ପଡିବା ସହ ଝଗଡା ବଢିଥାଏ । ଯଦି ସେହି ବସ୍ତୁ ଗୁଡିକୁ ଠିକ ଜାଗାରେ ରକହାଯାଏ ଏହା ପଜେଟିଭ ଊର୍ଜାର ସଂଚାର କରିଥାଏ । ବାସ୍ତୁ ଅନୁସାରେ ଘରର ମୁଖ୍ୟଦ୍ଵାର ସବୁ ପ୍ରକାରର ସୁଖ ସମୃଦ୍ଧି ଓ ବୈଭବର ପ୍ରବେଶର ଦ୍ଵାରା ହୋଇଥାଏ । ଯଦି ଏହାର ଦିଗ ଭୁଲ ବା କିଛି ଏମିତି ଜିନିଷ ରଖାଯାଇଥିବ ଯାହା ନେଗେଟିଭ ଊର୍ଜାକୁ ବଢାଇଥାଏ । ଆଜି ଆମେ ଜାଣିବା ମୁଖ୍ୟଦ୍ଵାରରେ କେଉଁ ଜିନିଷ ରଖିଲେ ବିପଦ ଆସିଥାଏ ।

୧- ଘରର ମୁଖ୍ୟ ଦ୍ଵାରରେ ମଇଳା ପାଣି ଜମା ହେବାକୁ ଦିଅନ୍ତୁ ନାହିଁ। ଏହା ଦ୍ଵାରା ନେଗେଟିଭ ଶକ୍ତିର ସଂଚାର ହୋଇଥାଏ । ଯାହା ଘର ପ୍ରତି ବିପଦର କାରଣ ହୋଇଥାଏ ।

୨- କଣ୍ଟା ଜାତୀୟ ଗଛ ଘରର ଶୋଭା ବଢାଇବା ପାଇଁ କିଛି ଲୋକ ଘରର ମୁଖ୍ୟଦ୍ଵାର ଆଗରେ ରଖିଥାନ୍ତି । କିନ୍ତୁ ଏହା ଅଶୁଭ ଅଟେ । ଏହା ଦ୍ଵାରା ଘରେ କଳି ଝଗଡା ସୃଷ୍ଟି ହୋଇଥାଏ ।

୩- ହିନ୍ଦୁ ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛକୁ ବହୁତ ପବିତ୍ର ମାନାଯାଏ । ତୁଳସୀ ଗଛ ଘରର ମୁଖ୍ୟଦ୍ଵାର ଆଗରେ ନିଶ୍ଚୟ ରଖନ୍ତୁ । ଏହା ଦ୍ଵାରା ଘରେ ସୁଖ, ସମୃଦ୍ଧି, ଧନର ବୃଦ୍ଧି ହୋଇଥାଏ ।

୪- କିଛି ଘର ଆଗରେ ବିଜୁଳି ଖୁଣ୍ଟ ରହିଥାଏ । କିନ୍ତୁ ବାସ୍ତୁ ଅନୁସାରେ ଏହା ପରିବାରର ସଦସ୍ୟଙ୍କର ଉନ୍ନ ଟି ରେ ବାଧା ଆସନିଥାଏ । ମୁଖ୍ୟଦ୍ଵାର ସାମନାରେ ଭୁଲରେ ବି ବିଜୁଳି ଖୁଣ୍ଟ ରଖନ୍ତୁ ନାହିଁ ।

୫-ଯେଉଁ ଗଛରୁ ସର୍ବଦା କ୍ଷୀର ବାହାରିଥାଏ ତାହାକୁ ମୁଖ୍ୟଦ୍ଵାର ଆଗରେ ରଖନ୍ତୁ ନାହିଁ । ମୁଖ୍ୟଦ୍ଵାର ଆଗରେ ପାଣି ଟଙ୍କା ରହିବା ଅଶୁଭ ହୋଇଥାଏ ।

୬- ଘରର ମୁଖ୍ୟଦ୍ଵାର ସାମନାରେ ମନ୍ଦିର ରଖିବା ଅନୁଚିତ । କଦଳୀ ପତ୍ରର ତୋରଣ ବନାଇ ଘରର ମୁଖ୍ୟଦ୍ଵାର ରେ ଲଗାଇଲେ ମା ଲକ୍ଷ୍ମୀଙ୍କ କୃପା ମିଳିଥାଏ । ଘରେ ଯଶ, ବୈଭବ, ଶାନ୍ତି ପ୍ରବେଶ କରିଥାଏ ।

୭- ଘରର ମୁଖ୍ୟଦ୍ୱାରର ଆଖପାଖରେ ଅଳିଆ ଆବର୍ଜନା ରଖନ୍ତୁ ନାହିଁ । ଏହା ଦ୍ଵାରା ନେଗେଟିଭ ଶକ୍ତିର ସଂଚାର ହୋଇଥାଏ । ମୁଖ୍ୟଦ୍ଵାର ଆଗରେ ଛୋଟ ଘଣ୍ଟି ନିଶ୍ଚୟ ଲଗାଇବା ଉଚିତ । ଏହା ଶୁଭ ହୋଇଥାଏ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ମିଳିଥାଏ ।

୮- ରାତ୍ରି ବା ସନ୍ଧ୍ୟା ସମୟରେ ଘରର ମୁଖ୍ୟଦ୍ଵାର ରେ ବସିବା ଅନୁଚିତ । ସୂର୍ଯ୍ୟାସ୍ତ ସମୟରେ ଯେଉଁ ମହିଳା ଘରର ଚଉକାଠ ଉପରେ ବସନ୍ତି ତାହା ଦ୍ଵାରା ଘରେ ଦାରିଦ୍ର୍ଯତା ମାଡି ଆସିଥାଏ । ଏଭଳି ବ୍ୟକ୍ତିଙ୍କୁ ଆଗାମୀ ସମୟରେ ଗମ୍ଭୀର ରୋକର ଶିକାର ହେବାକୁ ପଡିଥାଏ ।

୯- ଘରର ମୁଖ୍ୟଦ୍ଵାର ଆଗରେ ଜୋତା ବା ଚପଲ ରଖିବା ଅନୁଚିତ । ପୁରୁଣା ତାଲାର ବ୍ୟବହାର କରିବା ଅନୁଚିତ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *