ବନ୍ଧୁଗଣ ଘରର ମୁଖ୍ୟ ଦ୍ଵାର ଘରର ମୁଖ୍ୟ ସ୍ଥାନ ହୋଇଥାଏ । ମୁଖ୍ୟ ଦ୍ଵାର ମାଧ୍ୟମରେ ଘରକୁ ଶୁଭ ଅଶୁଭ ଶକ୍ତି ଓ ଭଲ ଖରାପ ଲୋକ ପ୍ରବେଶ କରିଥାନ୍ତି । ଯଦି ମୁଖ୍ୟ ଦ୍ବାରର ବାସ୍ତୁ ଠିକ ନ ଥିବା କିମ୍ବା କିଛି ଏମିତି ଜିନିଷ ରଖା ଯାଇଥିବ ଯାହା ଘରକୁ ନେଗେଟିଭ ଉର୍ଜ ଆଡକୁ ଆକର୍ଷିତ କରିଥାଏ କିମ୍ବା ଏମିତି କିଛି ଜିନିଷ ଘରର ମୁଖ୍ୟ ଦ୍ଵାରରେ ରଖିବ ଠିକ ସ୍ଥାନ ହୋଇ ନ ଥାଏ ଏମିତି ଜିନିଷରେ ଘରକୁ ନେଗେଟିଭ ଊର୍ଜା ବାସ ହୋଇଥାଏ । ଘରେ କଳହ ହେବ ସହ ଧନ ହାନି ହୋଇଥାଏ । ଏଥିପାଇଁ ଘରର ମୁଖ୍ୟ ଦ୍ଵାରରେ କେଉଁ ଜିନିଷ ରଖିବା ଉଚିତ ନୁହେଁ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।
କିଛି ଲୋକ ଘରର ମୁଖ୍ୟ ଦ୍ଵାର ଆଗରେ ଗଛ ଲଗାଇଥାନ୍ତି ଯାହାର ଛାଇ ଘର ଉପରେ ପଡିଥାଏ । ଲୋକେ ମୁଖ୍ୟ ଦ୍ଵାର ଆଗରେ ଜୋତା ଚପଲ ରଖିବା ସହ ଡଷ୍ଟବିନ ରଖିଥାନ୍ତି । କିନ୍ତୁ ଏମିତି ରଖିବା ଭୁଲ ଅଟେ । ମୁଖ୍ୟ ଦ୍ଵାରା ସଫା ଓ ସ୍ଵଚ୍ଛା ହେବା ସହ ରଙ୍ଗୋଲି ଆଙ୍କି ଶୁଭ ଲାଭ ଲେଖନ୍ତୁ । ପ୍ରତିଦିନ ସ୍ନାନ କରିବା ପରେ ମୁଖ୍ୟ ଦ୍ଵାରା ଆଗରେ ଗଙ୍ଗା ଜଳ ସିଂଚନ କରନ୍ତୁ । ଯାହା ଦ୍ଵାରା ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ମୁଖ୍ୟ ଦ୍ଵାରରେ ଅଶୋକ ପତ୍ରର ମାଳ ଲଗାଇବା ସହ ଫୁଲମାଳରେ ସଜାନ୍ତୁ । ଏପରି କରିଲେ ସାକାରାତ୍ମକ ଊର୍ଜା ଆସିଥାଏ ।
ଘରର ମୁଖ୍ୟ ଦ୍ଵାରକୁ କେବେ ବି ଅନ୍ଧାର ରଖିବେ ନାହି । ଏପରି ହେଲେ ନେଗେଟିଭ ଊର୍ଜା ପ୍ରବେଶ କରିଥାଏ । ଏହା ଦ୍ଵାରା ଘରର ଲୋକଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ଘରର ମୁଖ୍ୟ ଦ୍ଵାରା ଆଗରେ ଭଗବାନ ଗଣେଶଙ୍କ ମୂର୍ତ୍ତି, ମା ଲକ୍ଷ୍ମୀଙ୍କ ପାଦୁକା ଲଗାଇବା ଶୁଭ ହୋଇଥାଏ । ଘରର ମୁଖ୍ୟଦ୍ଵାରକୁ ସଜାଇବା ପାଇଁ ବିଭିନ୍ନ ପ୍ରକାରରର ଫୁଲ ଗଛ ଲଗା ଯାଇଥାଏ ।
ଯେମିତି ଗୋଲାପ ଗଛ ଲଗାଇବା ଅଶୁଭ ହୋଇଥାଏ । ମନି ପ୍ଳାଣ୍ଟ ଘର ଭିତରେ ରଖିବା ଉଚିତ । ଘରର ବାସ୍ତୁ ଠିକ ରଖିବା ପାଇଁ ମୁଖ୍ୟ ଦ୍ଵାରା ପାଖରେ ତୁଳସୀ ଗଛ ଲଗାଯାଏ । ଯେଉଁ ଠାରେ ମା ତୁଳସୀଙ୍କ ବାସ ରହିଥାଏ ସେଠାରେ ସାକାରତ୍ମକ ଶକ୍ତି ବସ କରିଥାଏ । ଘରର ମୁଖ୍ୟ ଦ୍ଵାରା ପାଖରେ ବାସ୍ନା ଫୁଲ ଲାଗିବା ଉଚିତ । ଏହା ସହ ଘରର ପ୍ରବେଶ ଦ୍ଵାରା ଲାଇଟ ବା ହାଲକା ରଙ୍ଗ ହୋଇଥିବା ଉଚିତ । ଯେମିତି ଧଳା, ପିଙ୍କ, ଗୋଲ୍ଡେନ ରଙ୍ଗ ବ୍ୟବହାର କରିପାରିବେ । କଳା ରଙ୍ଗ ଭୁଲରେ ବି ଲଗାଇବେ ନାହି ।
ଘରର କବାଟ ଖୋଲିବା ବା ବଡ କରିବ ସମୟରେ ଧ୍ୟାନ ରଖିବେ ଯେମିତି ଆବାଜ ନ ବାହାରୁଥିବ । ଏପରି ହେଲେ ଘରେ କଳହର କାରଣ ହୋଇଥାଏ । ଘରର ମୁଖ୍ୟ ଦ୍ଵାରର କବାଟ ବା ଖୋଲିବା ସମୟରେ ଯେମିତି କିଛି ଭାଙ୍ଗି ନ ଥିବ ସେଥିପ୍ରତି ଧ୍ୟାନ ଦେବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।