ଘରର ଏମିତି କେଉଁ ଜାଗାରେ ଆଇନା କୁ ଲଗାଇବା ଉଚିତ ଯାହା ଦ୍ଵାରା ଧନ ସମ୍ପତିର କେବେ ବି ଅସୁବିଧା ହେବ ନାହିଁ ।

ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ଆଇନା ର ଅଧିକ ମହତ୍ଵ ପୂର୍ଣ୍ଣ ଭୂମିକା ରହିଥାଏ । ଯଦି ଆଇନା କୁ ଅବସ୍ତୁ ଅନୁଯାୟୀ ଘରେ ରଖାଯାଏ ତେବ ଟଙ୍କା ପାଇସା ଠାରୁ ଆରମ୍ଭ କରି ସୁଖ ସମୃଦ୍ଧି ରେ ବୃଦ୍ଧି ହୋଇଥାଏ । ଏହା ସହ ଆଇନ କୁ ଘରେ ଅଲଗା ଅଲଗା ଜାଗାରେ ରଖିବା ଦ୍ଵାରା ଅଲଗା ଅଲଗା ଫଳ ମିଳିଥାଏ । ଅନେକ ଥର କିଛି ଲୋକ ମାନେ ଆଇନା କୁ ଭୁଲ ଜାଗାରେ ରଖିଥାନ୍ତି । ଯାହା ବାସ୍ତୁ ଅନୁଯାୟୀ ଭଲ ନ ଥାଏ ।

ଯାହାର ବିପରୀତ ପରିଣାମ ଦେଖିବାକୁ ମିଳିଥାଏ । ଆଇ ଆମେ ଜାଣିବା ଘରର କେଉଁ ଜାଗାରେ ଆଇନା ରଖିଲେ ଶୁଭ ହୋଇଥାଏ ଓ ଧନର ଅଭାବ ହୁଏ ନାହିଁ । ବାସ୍ତୁ ଅନୁଯାୟୀ ଆଇନା କୁ ଘରର ଏମିତି ଜାଗାରେ ଲଗାଇବା ଉଚିତ ଯାହା ଦ୍ଵାରା କେବେ ବି ବାସ୍ତୁ ଦୋଷ ହେବ ନାହିଁ । କି ଧନର ଅଭାବ ଦେଖାଯିବ ନାହିଁ । ତେବେ ଆଇନା ଦ୍ଵାରା ଆମେ ଆମର ମୁହଁ ଦେଖିଥାଉ ।

ଶାସ୍ତ୍ର ଅନୁଯାୟୀ ସକାଳୁ ଉଠି ପ୍ରଥମେ ଆଇନା ଦେଖିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ । କେବଳ ଆଇନା ନୁହେଁ ସକାଳୁ ଶୋଇବା ଉଠିବ ପରେ କୌଣସି କାଚ ଜିନିଷ ଦେଖିବା ଉଚିତ ନୁହେଁ । ଆଇନା ଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ । ଘରର ସଠିକ ଦିଶାରେ ଆଇନା ରଖିଲେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ତେଣୁ ଆଇନା ଲଗାଇବା ସମୟରେ ଏହି ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ ।

ଘର ବା ଦୋକାନ ରେ ଆଇନ କୁ ସିନ୍ଧୁକ ସାମ୍ନା ରେ ରଖାଯାଏ ତେବେ ଟଙ୍କାର ଅସୁବିଧା ହୁଏ ନାହିଁ । ଏହା ସହ ଧନର ବୃଦ୍ଧି ହୋଇଥାଏ । ଘର ବା ଦୋକାନର ମୁଖ୍ୟ ଦ୍ଵାର ପାଖରେ ଯଦି ଆଇନା ରଖାଯାଏ ତେବେ କୌଣସି ପ୍ରକାରର ନେଗେଟିଭ ଶକ୍ତି ପ୍ରବେଶ କରିପାରେ ନାହିଁ । ଏହା ସହ ଘର ଓ ଦୋକାନ ରେ କାହାର ଖରାପ ନଜର ଲାଗେ ନାହିଁ ।

ଘର ବା ଦୋକାନର ସିଡି ତଳେ ବା ସମାନ ରେ ଆଇନା ଲଗାଇବା ଉଚିତ ହୋଇ ନ ଥାଏ । ଏମିତି କରିବା ଦ୍ଵାରା ଗୃହରେ ମା ସରସ୍ଵତି ଙ୍କ କୃପା ପଡେ ନାହିଁ । ଘରର ଷ୍ଟୋର ରୁମରେ କାଚ ଲଗାଇବା ବହୁତ ଶୁଭ ହୋଇଥାଏ । ଆଉ ଏମିତି କରିବା ଦ୍ଵାରା ଘରେ କେବେ ବି ଧନର ଅଭାବ ହୁଏ ନାହିଁ । ଯଦି ଘରର ବାଥରୁମରେ ଆଇନା ଲାଗିଛି ତେବେ ଧ୍ୟାନ ରଖିବେ କି କବାଟ ଆଗରେ ଯେମିତି ଆଇନା ନ ରହିବା ଉଚିତ ।

କବାଟ ର ଠିକ ସମାନ ରେ ଆଇନା ରହିବା ଅଶୁଭ ହୋଇଥାଏ । ଘରର ଏହି ସବୁ ଜାଗାରେ ଆଇନା ଲଗାଇବା ଉଚିତ ଓ ଅନୁଚିତ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *