ସଭିଏଁ ଜାଣି ଛନ୍ତି କି ଆମେ ଯଦି ଆମ ଆଖ ପାଖରେ ଭଲ ବିଚାରର ଲୋକମାନେ ଥିଲେ ଓ ଭଲ ବାତାବରଣ ଥିଲେ ଆମ ଶରୀର ରେ ଭଲ ଊର୍ଜା ର ଲହରୀ ଆସିଥାଏ । ଏହା ସହ ଆମେ ଏହା ମଧ୍ୟ ଜାଣି ପାରୁ କି ଆମ ଆଖ ପ୍ପାଖର ମାହୋଲ ଭଲ ହେବାରେ ଲାଗି ଥାଏ । କୁହାଯାଏ କି ଭଲ ବାତାବରଣ ରେ ରହିବା ଆଡବାରା ଆମ ଶରୀର ମଧ୍ୟ ସୁସ୍ଥ ରହିଥାଏ । ଆଜି ଆମେ କହିବା ପାଇଁ ଯାଉଥିବା କଥା ହେଉଛି କି ଆପଣମାନେ ଘରେ କେଉଁ ଭଳି ଫଟ ଲଗାଇବେ ଆପଣଙ୍କ ଆଖ ପାଖରେ ଊର୍ଜା ଭଲ ରହିବ ।
ଆପଣ ଯଦି ନିଜ ଘରେ ଫଟ ଲଗାଉଛନ୍ତି କିନ୍ତୁ ଆପଣ ଏହାର ମାନେ ଜାଣି ନାହାଁନ୍ତି ତେବେ ଏହାକୁ ଲଗାଇବା ଭଲ କଥା ନୁହେଁ । କିଛି ଜଣ ନିଜ ଘରେ ଥିବା ଛବିର ମାନେ ଜାଣି ନଥାନ୍ତି କିନ୍ତୁ ସେମାନେ ଏହାକୁ ଲଗାଇ ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା ଆମର ଉର୍ଣ୍ଣତି ପାଇ ଆମେ କେଉଁ ପ୍ରକାର ଚାବି ଲଗାଇବା ଦରକାର ଥାଏ ।
ଆପଣମାନେ ଯଦି ନିଜର ବ୍ୟବସାୟ ଠିକରେ ଚଳାଇବା ପାଇ ଚାହୁଁ ଛନ୍ତି ତେବେ ଆମେ ଧଳା ଘୋଡା ଦଉଡୁ ଥିବାର ଫଟ ଲଗାଇବା ଭଲ ହୋଇଥାଏ । ଏହା ଦ୍ଵାରା ଆମର ବେପାର ମଧ୍ୟ ଭଲ ଭାବେ ଚାଲିବା ପାଇଁ ଲାଗିବ । ଆପଣ ଯଦି ଗର୍ଭବର୍ତ୍ତୀ ମହିଳା ଅଟନ୍ତି ତେବେ ଆପଣଙ୍କୁ ସବୁ ବେଳେ ଖୁଶିରେ ରହିବା ପାଇଁ ପଡିବ ।
ସେଇ ପାଇଁ ଆପଣ ସବୁ ବେଳେ ଚେଷ୍ଟା କରିବେ କି ଆପଣ ଯାହାଭି କରୁଛନ୍ତି ଭଲ କାମ କରିବେ ଓ ରହିଲା ଅଫତ ଲଗାଇବା କଥା ତେବେ ଆପଣ ଏହି ସମୟରେ ଯଶୋଦା ମା ଓ ଭଗବାନ କୃଷ୍ଣ ଙ୍କ ଫଟ ଲଗାଇବା ଭଲ ହୋଇଥାଏ ।
ଆପଣ ଯଦି ନୂଆ ବିବାହ କରି ଛନ୍ତି ତେବେ ଆପଣ ଘରେ ରାଧା ଓ କୃଷ୍ଣ ଙ୍କ ଫଟ ଲଗାଇବା ଭଲ ହୋଇ ଥାଏ ଏହା ଦ୍ଵାରା ଆପଣଙ୍କ ଭିତରେ ଥିବା ଭଲ ପାଇବା ବଢିବ ଓ ଆପଣ ସବୁ ବେଳେ ଖୁଶିରେ ରହିବେ ।
ଆପଣଙ୍କ ମନ ଯଦି ସାନ୍ତ ହେଉନି ଆପଣ ହସ ହସ ମୁହଁ ଥିବା ବାଲ ଗୋପାଳ ଙ୍କ ଫଟ ଲଗାଇ ପାରିବେ ନହଲେ ଆପଣ ଆପଣ କିଛି ଫୁଲ ଆଣିକି ସେହି ଜାଗାରେ ରଖୀ ପାରିବେ ଆପଣଙ୍କୁ ଏହାର ସୁଗନ୍ଧ ରୁ ଭଲ ଅନୁଭୂତି ମିଳିବ ଓ ମସ୍ତିସ୍କ ମଧ୍ୟ ସାନ୍ତ ରହିବ । ଘରକୁ ଏକାଠି ଯୋଡି କରି ରଖିବା ପାଇଁ ଚାହୁଁ ଛନ୍ତି ସବୁଙ୍କ ମନରେ ଭଲ ପାଇବା ରଖିବା ପାଇଁ ଚାହୁଁ ଛନ୍ତି ତେବେ ରାମ ଚନ୍ଦ୍ରଙ୍କ ଦରବାର ର ଫଟ ଲଗାଇବା ଭଲ ହୋଇ ଥାଏ ଯେଉଁ ଜାଗାରେ ରାମ ଚନ୍ଦ୍ର ଓ ତାଙ୍କ ଭାଇ ମାନେ ଥିବେ ।
ଏହା ସହ ଜାଣି ନିଅନ୍ତୁ କି କେଉଁ ପହତ ଆପଣ ଘରେ ରଖିବେନି ମହାଭାରତ ର କିଛି ବି ଫଟ ଲଗାଇବା ଭଲ ନୁହେଁ । ଝରଣାର ଫଟ ମଧ୍ୟ ଲଗାଇବା ଭଲ ନୁହେଁ । ଆପଣ ସବୁ ଠାରୁ ଆଗ ମା ଲକ୍ଷ୍ମୀ ଙ୍କ ଫଟ ଲଗାନ୍ତୁ କ୍ନ୍ତୁ ସେ ବସିଥିବା ଫଟ କୁ ଲଗାନ୍ତୁ ।