ଘରେ ରାତିରେ ଜଳେଇ ଦିଅନ୍ତୁ ଏହି 2ଟି ଜିନିଷ ଆଉ ତା ପରେ ଦେଖନ୍ତୁ ଚମତ୍କାର !

ବନ୍ଧୁଗଣ ଜୀବନରେ କିଏ ବା ଧନୀ ହେବାକୁ ଇଚ୍ଛା କରେ ନାହିଁ । ସମସ୍ତେ ବିଳାସ ବ୍ୟସନରେ ଭୋଗ କରିବାକୁ ଇଚ୍ଛା କରିଥାନ୍ତି । ଏଥିପାଇଁ ଟଙ୍କା ପଇସାର ଜରୁରତ ପଡିଥାଏ । କିନ୍ତୁ ଆଜିର ସମୟରେ ଧନ କମାଇବା ସହଜ ହୋଇନ ଥାଏ । ଆଜିର ସମୟରେ ମଣିଷ ଅକ୍ଲାନ୍ତ ପରିଶ୍ରମ କରି ବି ଅଳ୍ପ ଧନ କମାଇଥାଏ । ତେଣୁ ସବୁ ମଣିଷ ଭୋଗ ବିଳାସରେ ଧନ କମାଇ ପାରନ୍ତି ନାହିଁ ।

ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ କହିବୁ ଯାହା ଦ୍ଵାରା ଧନର କେବେ ଅଭାବ ରହିବ ନାହିଁ । ଏହି ଉପାୟ କରିବା ପାଇଁ କର୍ପୁର ଓ ଲବଙ୍ଗ ର ଆବଶ୍ୟକ ପଡିବ । ରାତ୍ରି ସମୟରେ ମାଟି ଦୀପରେ କର୍ପୁର ଗୋଟେ ରଖନ୍ତୁ ଓ ସେଥିରେ 5ଟି ଲବଙ୍ଗ ରଖନ୍ତୁ । ତାପରେ କର୍ପୁର କୁ ନିଆଁ ଲଗାଇ ଦିଅନ୍ତୁ । ସେଥିରେ ଥିବା ଲବଙ୍ଗ ମଧ୍ୟ ଜଳିବାକୁ ଲାଗିଥାଏ ।

ଏହା ଦ୍ଵାରା ଦୁଇଟି ଯାକ ଜଳିବା ସମୟରେ ମୁଖ୍ୟଦ୍ଵାର ର ବାହାର ପଟେ ବାମ ପଟେ ରଖି ଦିଅନ୍ତୁ । କାରଣ ଏହି କର୍ପୁର ଜଳିବା ଦ୍ଵାରା ନେଗେଟିଭ ଶକ୍ତି ଦୂର ହୋଇଥାଏ । ଘରକୁ ଧନ ଆସିବାର ସବୁ ରାସ୍ତା ଖୋଲିଯାଏ । ଧନ ଜନିତ ସମସ୍ଯା ଦୂର ହୁଏ । କର୍ପୁର ଜାଳିବା ଦ୍ଵାରା ନେଗେଟିଭ ଊର୍ଜା ଠାରୁ ମୁକ୍ତି ମିଳିଥାଏ । ମା ଲକ୍ଷ୍ମୀ ଙ୍କର ବାସ ହୋଇଥାଏ ।

ଆଉ ଯେଉଁ ଘରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ ସେଠାରେ ଧନର ଅଭାବ କେବେ ହୁଏ ନାହିଁ । ଆଉ ଏକ ଉପାୟ ଟି ହେଉଛି ଲୁଣର ପ୍ରୟୋଗ ଯାହାକୁ ପ୍ରୟୋଗ କରି ଆପଣ ଧନବାନ ହୋଇପାରିବେ । ଲୁଣକୁ ସାଧାରଣ ରୋଷେଇରେ ବ୍ୟବହାର କରାଯାଏ । ଲୁଣ ଆମର ଆୟୁଷ ବଢାଇଥାଏ । ଘରୁ ନେଗେଟିଭ ଊର୍ଜା ଦୂର ହେବ ଲୁଣର ପ୍ରୟୋଗ କରିବା ଦ୍ଵାରା ।

କିଛି ଲୁଣ ନେଇ ନାଲି କପଡାରେ ବାନ୍ଧି ଦିଅନ୍ତୁ । ତାପରେ ସେହି ନାଲି କପଡା କୁ ଘରର ମୁଖ୍ୟ ଦ୍ଵାରରେ ଟାଙ୍ଗୀ ଦିଅନ୍ତୁ । ଏହା ଦ୍ଵାରା ଘରକୁ ଖରାପ ଶକ୍ତି ପ୍ରବେଶ କରେ ନାହିଁ କି ନଜର ଦୋଷ ଲାଗେ ନାହିଁ । ଏହାକୁ ଧନ ରଖୁଥିବା ଜାଗାରେ ରଖିଲେ ଧନରେ ଦୁଇ ଗୁଣା ଉନ୍ନତି ହୋଇଥାଏ । କାର୍ଯ୍ୟ କ୍ଷେତ୍ରରେ ଅଳ୍ପ ଲୁଣ ନେଇ ବାଥରୁମ ରେ ରଖନ୍ତି ତେବେ ବାସ୍ତୁ ଦୋଷ ଦୂର ହେବ ସହ ସୁଖ ସମୃଦ୍ଧି ବଢିଥାଏ ।

ଛୋଟ ପାତ୍ରରେ ଲୁଣ ରଖିଲେ ଘରର ମୁଖ୍ୟ ଲୋକଙ୍କର ଅସୁବିଧା ଦୂର ହୁଏ । କାଚ ପାତ୍ରରେ ଲୁଣ ରଖିବା ଉଚିତ । ଲୁଣ କୁ କେବେ ଷ୍ଟିଲ ବା ଲୁହା ପାତ୍ରରେ ରଖନ୍ତୁ ନାହିଁ । ଲୁଣ ତଳେ ପଡିଲେ ଶୁକ୍ର ଓ ଚନ୍ଦ୍ରମା କମଜୋର ହୋଇ ପଡନ୍ତି । ଯାହା ଦ୍ଵାରା ମା ଲକ୍ଷ୍ମୀ ଦୂରେଇ ଯାଆନ୍ତି । ଏହା ସହ ଋଣ ଭାର ବଢିଯାଏ ।  ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *