ଭଲ ସମୟ ଆସିବା ପୂର୍ବ ରୁ ମିଳିଥାଏ ଏହି ସବୁ ସଙ୍କେତ ! ଆପଣଙ୍କୁ ମିଳୁଛି କି ଏଭଳି ସଂକେତ?

ବନ୍ଧୁଗଣ ପ୍ରତେକ ମଣିଷଙ୍କ ଜୀବନରେ କିଛି ନା କିଛି ଘଟଣାମାନ ଘଟିଥାଏ । କିନ୍ତୁ ଏମିତି କିଛି ଘଟଣା ଘଟିଥାଏ ଯାହା ଦ୍ଵାରା ଆମ ଭାଗ୍ୟ ଖୋଲି ଯାଇଥାଏ । ପ୍ରତେକ ବ୍ୟକ୍ତି ଚାହିଁଥାଏ ସୁଖରେ ଜୀବନ ବିତାଇବାକୁ କିନ୍ତୁ ଏହା ସମ୍ଭବ ନୁହେଁ । ଯଦି ଖରାପ ସମୟ ନ ଆସିବ ତେବେ ଖରାପ ଲୋକ କେମିତି ଚିହ୍ନିବେ, ଦାୟିତ୍ଵ କେମିତି ଜାଣିବେ ।

ଖରାପ ଦିନ ଶେଷ ହେବା ପୂର୍ବରୁ କିଛି ପ୍ରକୃତି ଦ୍ଵାରା ସଂକେତ ମିଳିଥାଏ । ଯାହା ବିଶୁଣୁ ପୁରାଣରେ ବର୍ଣ୍ଣିତ ଅଛି । ଆଜି ଆମେ ଆପଣଙ୍କୁ କହିବୁ ଭଲ ସମୟ ଆସିବା ପୂର୍ବରୁ କେଉଁ କେଉଁ ସଂକେତ ମିଳିଥାଏ । ୧- ଯଦି ଧଳା ଗାଈ ସକାଳ ସମୟରେ ଘର ଆଗରେ ଶବ୍ଦ କରନ୍ତି ତେବେ ଘରର ସୁଖରେ ବୃଦ୍ଧି ହୋଇଥାଏ । ତେଣୁ ଗାଈକୁ ନିଶ୍ଚୟ ରୁଟି ଖାଇବାକୁ ଦିଅନ୍ତୁ । ଗାଈ ଘର ଆଗରେ ଅଚାନକ ଆସି ଅଟକିଗଲେ ଶୁଭ ସମୟର ସଂକେତ ମିଳିଥାଏ ।

୨- ସକାଳୁ ଉଠିବା ପରେ ମନ୍ଦିରରୁ ଶଙ୍ଖ କି ଘଣ୍ଟିର ଶବ୍ଦ ଶୁଣାଯାଏ ତେବେ ଶୁଭ ସଂକେତ ହୋଇଥାଏ ।

୩- ରାସ୍ତାରେ ଯାଉଥିବା ସମୟରେ ନବ ବିବାହିତା ନଜର ଆସନ୍ତି ଭଲ ସଂକେତ ହୋଇଥାଏ ।

୪- ସକାଳୁ ପୂଜା କରିବା ସମୟରେ ନଡିଆ ଦେଖିଲେ ଭଲ ସମୟ ଆସିବାର ସୂଚକ ହୋଇଥାଏ । ଶୁଭ ଖବର ମିଳିବାର ସଂକେତ ହୋଇଥାଏ ।

୫- କୌଣସି ପକ୍ଷୀ ଆପଣଙ୍କ ଉପରେ ମଳତ୍ଯାଗ କରି ଦେଲେ ଜାଣି ନିଅନ୍ତୁ ଶୁଭ ସମୟର ଆଗମନ ହେବାକୁ ଯାଉଛି । ଏହା ଭାଗ୍ୟବାନ ଲୋକଙ୍କ ଠାରେ ହୋଇଥାଏ ।

୬- ରାସ୍ତାରେ ଯାଉଥିବା ସମୟରେ ବାମ ପଟରେ ମାଙ୍କଡ, କୁକୁର ବା ସାପ ଦେଖିଲେ ଅତ୍ୟନ୍ତ ଶୁଭ ହେବା ସହ ଧନ ଆଗମନର ସୂଚନା ହୋଇଥାଏ ।

୭- ଯେବେ ବିନା ମୌସୁମରେ ବର୍ଷା ହେବା ସମୟରେ ଆକାଶରେ ସୂର୍ଯ୍ୟ ଚମକିବାର ଦେଖନ୍ତି ତେବେ ଶୁଭ ସମୟର ଆଗମନ ହେବାର ସୂଚନା ହେବା ସହ ଜଲ୍ଦି ମାଲାମାଲ ହେବାକୁ ଯାଉଛନ୍ତି ।

୮- ସକାଳୁ ଉଠିବା ପରେ ଫୁଲ ବା ପତ୍ର ଦେଖାଗଲେ ଇଶ୍ଵର ଆପଣଙ୍କୁ ବହୁତ ଜଲ୍ଦି ସୁଖ ସମୃଦ୍ଧି ଦେବାକୁ ଯାଉଛନ୍ତି । ଏହା ସହ ଜଳଭରା ପାତ୍ର ଦେଖିଲେ ଶୁଭ ହୋଇଥାଏ ।

୯- କୌଣସି ପକ୍ଷୀ ଘରର ଛାତ, ଅଗଣାରେ ବସା ବାନ୍ଧନ୍ତି ତେବେ ଅତ୍ୟନ୍ତ ଶୁଭ ହେବ ସହ ପକ୍ଷୀଙ୍କୁ ଅନାଜ ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ଆର୍ଥିକ ବୃଦ୍ଧି ହୁଏ ।

୧୦- ଯଦି ରାତିରେ ସ୍ଵପ୍ନରେ ଧଳା ସାପ ଦେଖନ୍ତି ତେବେ ଖରାପ ଶେଷ ହେବାର ସୂଚନା ମିଳିଥାଏ ।

୧୧- ୩ଟି ଝିଟିପିଟି ଏକା ସହ ଦେଖାଗଲେ ଶୁଭ ସଂକେତ ହେବା ସହ ଘରେ ସୁଖ ସମୃଦ୍ଧି ଆସିଥାଏ ।

୧୨- ସକାଳ ବା ସନ୍ଧ୍ୟା ରେ ରାସ୍ତାରେ ଯାଉଥିବା ସମୟରେ ମାଛ କି କଇଁଛ ଦେଖାଗଲେ ଭଲ ଭାଗ୍ଯର ପ୍ରତୀକ ହେବା ସହ ଶୁଭ ଖବର ମିଳିବାର ସୂଚନା ମିଳିଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *