କେଉଁ ଫଳ କୁ ଫ୍ରିଜ ରେ ରଖିବା ଦ୍ଵାରା ବିଷ ହୋଇଯାଏ- ଏହା ସହ ଆହୁରି 20+ GK Quiz

ନମସ୍କାର ବନ୍ଧୁଗଣ, ନିଜ ଜ୍ଞାନର ବିକଶିତ କରିବା ପାଇଁ ନିହାତି ଆପଣ ଚାହୁଁଥିବେ । ତେବେ ଜ୍ଞାନର ବିକଶିତ ମନରେ ପ୍ରଶ୍ନ ଉଠିଲେ ହିଁ ହୋଇଥାଏ । ଅନ୍ୟ କେହି ଜଣେ ଆପଣଙ୍କୁ ପ୍ରଶ୍ନ ପଚାରିଲେ ଆପଣ ତାହାର ଉତ୍ତର ନ ଦେଇ ପାରିଲେ ସେହି ଠାରେ ଆପଣଙ୍କ ଜ୍ଞାନର ପରିଚୟ ମିଳି ଯାଇଥାଏ । ତେଣୁ ଅନ୍ୟ ମାନଙ୍କ ସାମ୍ନାରେ ନିଜ ଜ୍ଞାନକୁ ପ୍ରକାଶ କରିବା ପାଇଁ ଚାହୁଁଥିଲେ ଆମର ଏହି ପୋଷ୍ଟ ମାଧ୍ୟମରେ ଜାଣନ୍ତୁ କିଛି ଏମତି ପ୍ରଶ୍ନର ଉତ୍ତର ଯାହା ଅନ୍ୟ ମାନଙ୍କୁ ଆଶ୍ଚର୍ଯ୍ୟ କରାଇ ଦେବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

୧- ନୀଳ ରଙ୍ଗର ସେଓ କେଉଁ ଠାରେ ଦେଖାଯାଏ ?

ଉତ୍ତର- ଚୀନ ।

୨- ଏମିତି କେଉଁ ପକ୍ଷୀ ଅଛି ଯିଏ ଅଣ୍ଡା ନୁହେଁ ବରଂ ଛୁଆ ଜନ୍ମ କରିଥାଏ ?

ଉତ୍ତର- ଚମଗାଦଡ ।

୩- କେଉଁ ଦେଶରେ ଆଜି ଯାଏଁ ଭୂମି କମ୍ପ ହୋଇ ନାହିଁ ?

ଉତ୍ତର- ନାର୍ବେ ।

୪- ମିଛ ଧରୁଥିବା ମେସିନ ର ନାମ କଣ ?

ଉତ୍ତର- ପଲିଗ୍ରାଫ ।

୫- କେଉଁ ଦେଶରେ ଲୋକେ ସବୁଠାରୁ କଳା ଦେଖା ଯାଆନ୍ତି ?

ଉତ୍ତର- ଆଫ୍ରିକା ।

୬- ଲାଲ ଚନ୍ଦନ କେଉଁ ରାଜ୍ୟରେ ଦେଖାଯାଏ ?

ଉତ୍ତର- କେରଳ ।

୭- ଭାରତର କେଉଁ ରାଜ୍ୟରେ କୋଇଲାର ଭଣ୍ଡାର ଅଛି ?

ଉତ୍ତର- ଝାଡଖଣ୍ଡ ।

୮- ଧଳା ସାପ କେଉଁ ଠାରେ ଦେଖାଯାଏ ?

ଉତ୍ତର- ଅଷ୍ଟ୍ରେଲିୟା ।

୯- ଭାରତରେ ସବୁଠାରୁ ଅଧିକ ମଦ କେଉଁ ରାଜ୍ୟରେ ଲୋକେ ପିଇଥାନ୍ତି ?

ଉତ୍ତର- ଉତ୍ତର ପ୍ରଦେଶ ।

୧୦- କଫି ର ସନ୍ଧାନ କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଇଥୋପିୟା ।

୧୧- କେଉଁ ପଶୁ ପୁରା ୫ ବର୍ଷ ଯାଏଁ ଛିଡା ହୋଇପାରେ ?

ଉତ୍ତର- ଘୋଡା ।

୧୨- ଭାରତର ସବୁଠାରୁ ଗରମ ରାଜ୍ୟ କିଏ ?

ଉତ୍ତର- ରାଜସ୍ଥାନ ।

୧୩- ସୂର୍ଯ୍ୟଙ୍କ ନାମରେ କେଉଁ ଦେଶ ପ୍ରସିଦ୍ଧ ଅଟେ ?

ଉତ୍ତର- ଜାପାନ ।

୧୪- ତାଜମହଲ ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର- ଆଗ୍ରା ।

୧୫- ମଣିଷ ପରେ ସବୁଠାରୁ ବୁଦ୍ଧିମାନ ପଶୁ କିଏ ?

ଉତ୍ତର- ଡଲଫିନ ।

୧୬- ସାପ ର ମୁହଁ ରେ କେତୋଟି ଦାନ୍ତ ଅଛି ?

ଉତ୍ତର- ୨୦୦ଟି ।

୧୭- କାଗଜ କେଉଁ ଗଛ ରୁ ତିଆରି ହୁଏ ?

ଉତ୍ତର- ବାଉଁଶ ।

୧୮- ହସ୍ତମଇଥୁନ କରିଲେ କେଉଁ ରୋଗ ଠିକ ହୁଏ ?

ଉତ୍ତର- କମଜୋରି, ଜଏଣ୍ଟ ପେନ ।

୧୯- ରାଜା ଦଶରଥଙ୍କର କେତେ ଜଣ ପୁତ୍ର ଥିଲେ ?

ଉତ୍ତର- ୪ ଜଣ ।

୨୦- କେଉଁ ଫଳ କୁ ଫ୍ରିଜ ରେ ରଖିବା ଦ୍ଵାରା ବିଷ ହୋଇଯାଏ ?

ଉତ୍ତର- ତରଭୁଜ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *