GK- ଅଟା ରେ କଣ ମିଶାଇଲେ ରୁଟି ବେଲୁନ ଭଳିଆ ଫୁଲି ଥାଏ ? ଏହା ସହ ଜାଣନ୍ତୁ 10 ଟି ପ୍ରଶ୍ନ ଓ ଏହାର ଉତ୍ତର ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ପ୍ରଶ୍ନ ଉତ୍ତର ଜଣାଇବା ପାଇଁ ଯାଉଛୁ ଯେଉଁ ପ୍ରଶ୍ନ ପାଇଁ ଆପଣଙ୍କ ଜ୍ଞାନର ବିକଶିତ ହେବା ସହ ଆପଣଙ୍କ ପିଲା ମାନଙ୍କ ଜ୍ଞାନ ମଧ୍ୟ ଆପଣ ମାନେ ବୃଦ୍ଧି କରାଇ ପାରିବେ । ଏହା ସହିତ ଆପଣ ଅନେକ ବଡ ବଡ ପରୀକ୍ଷାରେ ମଧ୍ୟ ଜାଣି ନ ଥିବା ଏହି ଛୋଟ ଛୋଟ ପ୍ରଶ୍ନର ଉତ୍ତର ଦେଇ ଉତ୍ତୀର୍ଣ୍ଣ ହୋଇ ପାରିବେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ ।

ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ । ଏହା ବହୁତ ସରଳ ଓ ସହଜ ପ୍ରଶ୍ନ ଓ ଉତ୍ତର ଅଟେ ଯାହା କିଛି ଲୋକେ ଜାଣି ନ ଥାନ୍ତି । ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇପାରି ନ ଥାଉ ।

ଏହି ସବୁ ସାଧାରଣ ଜ୍ଞାନ ର ପ୍ରଶ୍ନ ଆମେ ପାଇଗଲେ ଅନେକ ଉପକୃତ ହୋଇ ପାରିବା । ଆଜି ଆମେ ଆପଣମାନଙ୍କ ପାଇଁ ନେଇକି ଆସିଛୁ ମଜାଦାର ପ୍ରଶ୍ନ ଓ ଉତ୍ତର ପ୍ରତିଯୋଗୀତା । ଏହା ଆପଣ ମାନଙ୍କ ବ୍ୟାପାର,ବାଣିଜ୍ୟ ରାଜନୈତିକ ଓ ସାଧାରଣ ଜ୍ଞାନ ର ଅଭିବୃଦ୍ଧି କରିଥାଏ । ଛାତ୍ର ଛାତ୍ରୀ ମାନେ ମଧ୍ୟ ଏହା ସମ୍ପର୍କରେ ଜାଣିବା ଉଚିତ୍ । ସାଧାରଣ ଜ୍ଞାନ ପ୍ରତ୍ୟେକ କ୍ଷେତ୍ରରେ ଆବଶ୍ୟକ ହୋଇଥାଏ । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣି ନେବା ସେହି ସମସ୍ତ ପ୍ରଶ୍ନର ଉତ୍ତର ଓ ଏହାର ଉତ୍ତର ସମ୍ପର୍କରେ ।

୧- ମନୁଷ୍ୟର କେଉଁ ଜାଗାରେ ସବୁବେଳେ ଜୀବାଣୁ ରହିଥାଏ ?

ଉତ୍ତର- ନଖ ମୂଳ ରେ ।

୨- କଣ ଖାଇଲେ ମନୁଷ୍ୟ ର ରକ୍ତ ଅପରିଷ୍କାର ହୋଇଥାଏ ?

ଉତ୍ତର- ଶୁଖୁଆ ।

୩- ପୁରୀ ମନ୍ଦିର ବର୍ଷ କୁ ପ୍ରାୟତ କେତେ ଟଙ୍କା ଇନକମ କରିଥାଏ ?

ଉତ୍ତର- ୨୩୭ କୋଟି ଟଙ୍କା ।

୪- କେଉଁ ଗଛର ପତ୍ରରେ ଆଦୌ ପାଣି ଦରକାର ପଡେ ନାହିଁ ?

ଉତ୍ତର- ସାରୁ ଗଛ ।

୫- ଡାଳିମ୍ବ ଖାଇବା ଦ୍ଵାରା କେଉଁ ରୋଗ ଭଲ ହୋଇଥାଏ ?

ଉତ୍ତର- ରକ୍ତ ହୀନତା ।

୬- ଉଚ୍ଚ ତକିଆ ତଳେ କି ସୋଇଲେ କେଉଁ ରୋଗ ଭଲ ହୋଇଥାଏ ?

ଉତ୍ତର- ମୁଣ୍ଡ ବିନ୍ଧା ।

୭- ଗାଈ କେଉଁ ଦେଶରେ ରାଷ୍ଟ୍ରୀୟ ପଶୁ ଅଟେ ?

ଉତ୍ତର- ନେପାଳ ।

୮- କେଉଁ ଦେଶରେ ଦୁଇଟି ସୂର୍ଯ୍ୟ ଦେଖିବାକୁ ମିଳିଥାଏ ?

ଉତ୍ତର- ଚୀନ ।

୯- ବିଲେଇ ର ଜୀବନ କାଳ କେତେ ବର୍ଷ ହୋଇଥାଏ ?

ଉତ୍ତର- ୧୫ ବର୍ଷ ।

୧୦- ଅଟା ରେ କଣ ମିଶାଇଲେ ରୁଟି ବେଲୁନ ଭଳିଆ ଫୁଲି ଥାଏ ?

ଉତ୍ତର- ସୋଡା ।

ବନ୍ଧୁଗଣ ଆପଣ ମାନଙ୍କୁ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *