ଏହି 5ଟି ଲକ୍ଷଣ ଥିବା ମହିଳା ମାନେ ଅଲକ୍ଷ୍ମୀ ହୋଇଥାନ୍ତି, ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ପ୍ରତେକ ବ୍ୟକ୍ତିଙ୍କର ସୁଖ ସମୃଦ୍ଧି ତାଙ୍କ ଉପରେ ନିର୍ଭର କରିଥାଏ । ସେହିପରି ଗୋଟେ ଘରର ସୁଖ ଓ ଦୁଃଖ ସେହି ଘରର ସ୍ତ୍ରୀ ଉପରେ ନିର୍ଭର କରିଥାଏ । ଜଣେ ସ୍ତ୍ରୀ ଘରର ସବୁ କାମ କରିବା ସହ ସମସ୍ତଙ୍କର ଯତ୍ନ ସେବା କରିଥାଏ । କିନ୍ତୁ ଏମିତି କିଛି କାମ ଯଦି ସ୍ତ୍ରୀ ମାନେ କରନ୍ତି ତେବେ ମା ଲକ୍ଷ୍ମୀ କେବେ ବି ଗୃହକୁ ଆଗମନ କରନ୍ତି ନାହିଁ । କୁହାଯାଏ କି ଗୋଟେ ନାରୀ ଚାହିଁଲେ ଘରକୁ ସ୍ଵର୍ଗ ଓ ନର୍କ କରିପାରିବ । ଆଜି ଆମେ ଜାଣିବା କେଉଁ ଲକ୍ଷଣ ଥିବା ସ୍ତ୍ରୀଙ୍କୁ ଅଲକ୍ଷ୍ମୀ କୁହାଯାଏ ।

୧- ଝାଡୁ କୁ ଗୋଡ ରେ ମାରିବା : ହିନ୍ଦୁ ଧର୍ମ ଅନୁଯାୟୀ ଯେଉଁ ଘରେ ନାରୀ ମାନେ ଝାଡୁ କୁ ଗୋଡ ରେ ମାରିଥାନ୍ତି ସେଭଳି ଘରେ ମାତା ଲକ୍ଷ୍ମୀ କେବେ ବି ରୁହନ୍ତି ନାହିଁ । ସେହି ଘରେ ସର୍ବଦା ଦୁଃଖ ଦୁର୍ଦ୍ଦଶା ଲାଗି ରହିଥାଏ । ମାନ୍ୟତା ଅଛି ଝାଡୁ ରେ ସ୍ଵୟଂ ମା ଲକ୍ଷ୍ମୀ ବାସ କରିଥାନ୍ତି ।

୨- ଚୁଲା ଉପରେ ଅଇଁଠା ବାସନ ରଖିବା : ଯଦି କାହାର ଘରେ ସ୍ତ୍ରୀ ମାନଙ୍କର ଏହି ଅଭ୍ଯାସ ଥାଏ କି ରାତି ରେ ଚୁଲା ଉପରେ ଅଇଁଠା ବାସନ ରଖିକି ଶୋଇ ଯାଇଥାନ୍ତି । ଏପରି କରିବା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ଏଭଳି ଘରେ ଦୁଃଖ ଦାରିଦ୍ରତା ଲାଗି ରହିଥାଏ ।

୩- ଗୋଇଠା ମାରି କବାଟ ଖୋଲିବା : ଯେଉଁ ଘରର ନାରୀ ମାନେ ଗୋଇଠା ମାରି କବାଟ ଖୋଲିଥାନ୍ତି ବା ବନ୍ଦ କରିଥାନ୍ତି ସେହି ଘରେ ମା ଲକ୍ଷ୍ମୀ କେବେ ବି ରୁହନ୍ତି ନାହିଁ । ଏଭଳି ନାରିଙ୍କ ଉପରେ ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ସେହି ଘରେ କେବେ ହେଲେ ଟଙ୍କା ପଇସା ରୁହେ ନାହିଁ । ଅଭାବ ଅନଟନ ଦେଖା ଯାଇଥାଏ ।

୪- ଦୁଆର ମୁହଁରେ ବସି ଖାଇବା : ଯଦି କାହା ଘରେ ନାରୀ ମାନେ ବା ପରିବାରର କୌଣସି ସଦସ୍ୟ କବାଟ ବନ୍ଧା ବା ଦୁଆର ମୁହଁ ରେ ବସି ଖାଇଥାନ୍ତି ତାହା ଘରର ବରବାତ ର କାରଣ ହୋଇଥାଏ । ହିନ୍ଦୁ ଧର୍ମ ଅନୁଯାୟୀ ଏପରି କରିବାକୁ ମନା କରା ଯାଇଛି ।

୫- ସନ୍ଧ୍ୟା ସମୟରେ ଘରେ ଝାଡୁ କରିବା : ଘରର ମହିଳା ମାନେ ଯଦି ସନ୍ଧ୍ୟା ସମୟରେ ଝାଡୁ ଲଗାଇ ଥାନ୍ତି ବା ଘର ସଫା କରିଥାନ୍ତି ତେବେ ସେହି ଘରେ କେବେ ବି ମା ଲକ୍ଷ୍ମୀ ବାସ କରନ୍ତି ନାହିଁ । ପୂଜା କରିବା ପୂର୍ବରୁ ଝାଡୁ ଲଗାଇବା ଉଚିତ । ଅନ୍ୟ କେଉଁ ସମୟରେ ଲଗାଇ ପାରିବେ କିନ୍ତୁ ସନ୍ଧ୍ୟା ହେବା ପରେ ଘରେ ଝାଡୁ ଲଗାଇବା ଉଚିତ ନୁହେଁ ।

ଏଭଳି କରିବା ଦ୍ଵାରା ଦୁଃଖ ଦାରିଦ୍ରତା କଳହ ଲାଗି ରହିଥାଏ । ତେବେ ଏହି ୫ଟି କାମ କରୁଥିବା ମହିଳା ମାନେ ଅଲକ୍ଷ୍ମୀ ହୋଇଥାନ୍ତି । ଏଭଳି ନାଇ ଙ୍କ ଉପରେ କେବେ ବି ମା ଲକ୍ଷ୍ମୀ ଙ୍କ କୃପା ରୁହେ ନାହିଁ । ତେଣୁ ଏପରି ଭୁଲ କରିବା ଉଚିତ ନୁହେଁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *