ଭୁଲରେ ବି ଘରେ ଏହି ଗଛ ଲଗାନ୍ତୁ ନାହିଁ, ନ ହେଲେ ହୋଇଯିବେ ବରବାତ ।

ବନ୍ଧଗଣ ଅନେକ ଲୋକ ଗଛ ଲଗାଇବା ପାଇଁ ବହୁତ ପସନ୍ଦ କରିଥାନ୍ତି । ଗଛ ଆମକୁ ଅମ୍ଳଜାନ ମଧ୍ୟ ଦେଇଥାଏ । ବାତାବରଣ ଶୁଦ୍ଧ ରଖିଥାଏ ଗଛ । ଗଛ ଘରର ଆଖ ପାଖରେ ଲଗାଇବା ଭଲ ହୋଇଥାଏ । କିନ୍ତୁ ଏମିତି ଗଛ ଲଗାଇବା ଉଚିତ ଯାହା ଦ୍ଵାରା କାହାର କିଛି କ୍ଷତି ହେବ ନାହିଁ । ଏମିତି କିଛି ଗଛ ଯାହାକୁ ଘରେ ବା ଘରର ଆଖ ପାଖରେ ଲଗାଇଲେ ଜୀବନରେ ଦାରିଦ୍ରତା ଆସିଥାଏ । ଆଜି ଆମେ ଜାଣିବା କେଉଁ ଗଛ ଲଗାଇଲେ ବ୍ଯକ୍ତିର ଭାଗ୍ୟ ଦୁର୍ଭାଗ୍ୟ ଆଡକୁ ଗତି କରିଥାଏ ।

୧- ଖଜୁରୀ ଗଛ : ଏହି ଗଛ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଭଲ ହୋଇ ନ ଥାଏ । ତେଣୁ ଅଧିକାଂଶ ବ୍ଯକ୍ତିଙ୍କ ପାଇଁ ଖଜୁରୀ ଗଛ ହାନିକାରକ ହୋଇଥାଏ । ଏମିତି କିଛି ରାଶି ଅଛି ଯାହାଙ୍କ ପାଇଁ ଖଜୁରୀ ଗଛ ଭଲ ହୋଇଥାଏ । ଏହି ଗଛ ଲଗାଇଲେ ଆର୍ଥିକ ସମସ୍ଯା ଦେଖା ଯାଇଯାଏ । ଧନର ଅଭାବ ଲାଗି ରୁହେ । ଘରେ ଖଜୁରୀ ଲଗାଇବା ଉଚିତ ନୁହେଁ ।

୨- ବାଉଁଶ ଗଛ : ଘରେ ବାଉଁଶ ଗଛ ଲଗାଇବା ଅଶୁଭ ହୋଇଥାଏ । ଏହା ଦ୍ଵାରା ଆର୍ଥିକ କ୍ଷତି ହୋଇଥାଏ । ଏହା ଦ୍ଵାରା ଘରେ ନାନା ସମସ୍ୟା ଲାଗି ଅହିଥାଏ । ଏହି ଗଛ ଘରେ ଲଗାଇଲେ ଘରର ମୁଖ୍ୟ ସର୍ବଦା କରଜ ରେ ବୁଡି ରହିଥାନ୍ତି । ତେଣୁ ଭୂଲରେ ବି ଘର ର ଆଖ ପାଖରେ ବାଉଁଶ ଗଛ ଲଗାଇବା ଉଚିତ ନୁହେଁ ।

୩- ନାସ୍ପାତି ଗଛ : ଏହି ଗଛ ଘରେ ଲଗାଇବା ଉଚିତ ନୁହେଁ । ଏହା ଦ୍ଵାରା ଜୀବନରେ ଆର୍ଥିକ କ୍ଷତି ହୋଇଥାଏ । ଘରର ବିକାଶ ରେ ବାଧା ପ୍ରାପ୍ତି ହୋଇଥାଏ । ଏବେ ଆସନ୍ତୁ ଜାଣିବା ଏମିତି କିଛି ଗଛ ବିଷୟରେ ଯାହା ଦ୍ଵାରା ଆର୍ଥିକ ସମସ୍ଯା ଦୂର ହୋଇପାରିବ ।

୧- ତୁଳସୀ ଗଛ : ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଅଧିକ ଗୁରୁତ୍ଵ ଦିଆଯାଇଛି । ପ୍ରତେକ ଲୋକ ନିଜ ଘରେ ତୁଳସୀ ଗଛ ଲଗାଇ ପୂଜା କରିଥାନ୍ତି । ଏହି ଗଛ ଲଗାଇଲେ ଆର୍ଥିକ ସମସ୍ଯା ଦୂର ହୋଇଥାଏ ।

୨- ଅପରାଜିତା ଗଛ : ଏହାର ଧନର ଦେବୀ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଲୋକେ ବ୍ୟବହାର କରିଥାନ୍ତି । ନୀଳ ରଙ୍ଗର ଅପରାଜିତା ଗଛ ଜୀବନରୁ ସମସ୍ଯା ଦୂର କରିଆବା ସହ ଧନର ଅଭାବ ଦୂର କରେ ।

୩- ବେଲଗଛ : ହିନ୍ଦୁ ଧର୍ମରେ ବେଲଗଛ ମହାଦେବଙ୍କର ଅଂସ ବୋଲି କୁହାଯାଇଛି । ସେଥିପାଇଁ ବେଲପତ୍ର ମହାଦେବଙ୍କର ଅତି ପ୍ରିୟ ହୋଇଥାଏ । ଏହି ଗଛ ଘରେ ଲଗାଇଲେ ନେଗେଟିଭ ଊର୍ଜା ବାହାରି ଯାଇଥାଏ ଓ ପଜେଟିଭ ରଜା ସୃଷ୍ଟି ହୋଇଥାଏ । ଏହା ସହ ଆର୍ଥିକ ସମସ୍ଯା ଦୂର ହୋଇଥାଏ । ଘରେ ସୁଖ ଶାନ୍ତି ର ବାତାବରଣ ଲାଗି ରହିଥାଏ । ଏବେ ୩ଟି ଗଛ ଯଦି ଘରେ ଲଗାଇବା ଦ୍ଵାରା ଜୀବନରେ ସବୁବେଳେ ଆର୍ଥିକ ସମସ୍ଯା ଦେଖା ଯାଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *