ବାଛନ୍ତୁ କୌଣସି ଏକ ନମ୍ବର ଓ ଜାଣନ୍ତୁ ଆପଣ ଦୁହିଙ୍କ ମଧ୍ୟରେ ଆଗକୁ କଣ ହେବାକୁ ଯାଉଛି-Tarto Card Reading

ନମସ୍କାର ବନ୍ଧୁଗଣ । ପ୍ରତେକ ସମ୍ପର୍କ ର କିଛି ନା କିଛି କାହାଣୀ ରହିଥାଏ ଆଉ ଏକ ମାଧ୍ୟମ ରହିଥାଏ । ଯାହା ଜରିଆରେ ସମ୍ପର୍କ କୁ ଆଗକୁ ବଢା ଯାଇପାରିବ । ତେବେ ଯଦି ଆପଣ କାହାକୁ ଭଲ ପାଉଛନ୍ତି ବା ମ୍ୟାରେଜ ହୋଇ ସାରିଛି ତେବେ ଆପଣଙ୍କର ଓ ଆପଣଙ୍କ ସାଥି ର ସମ୍ପର୍କ ଆଗକୁ କିପରି ରହିବ । ଏହା ଜାଣିବା ପାଇଁ ବାଛନ୍ତୁ ୩ଟି ନମ୍ବର ମଧ୍ୟ ରୁ କୌଣସି ଗୋଟିଏ । ଏହା ପରେ ଆପଣ ନିଜର ସମ୍ପର୍କ ବିଷୟରେ କିଛି ଖାସ କଥା ଜାଣି ପାରିବେ । ଏଥିପାଇଁ ଆପଣଙ୍କୁ ମାତ୍ର ୫ ସେକେଣ୍ଡ ର ସମୟ ଦିଆଯିବ । ତେବେ ଆପଣ ବାଛି ନେଲେ ଆପଣଙ୍କ ମନ ପସନ୍ଦର ନମ୍ବର ଟି । ଏବେ ଆସନ୍ତୁ ଜାଣିବା କଣ ରହିଛି ଉତ୍ତର ।

୧- ଯଦି ଆପଣ ପ୍ରଥମ ନମ୍ବର ବାଛିଛନ୍ତି ତେବେ ଆପଣଙ୍କ ଜୀବନରେ ନୂଆ ଅଧ୍ୟାୟର ଆରମ୍ଭ ହେବାକୁ ଯାଉଛି । ଯାହା ବି ପୁରୁଣା ସମସ୍ଯା ଚାଲିଥିଲା ତାହା ଶେଷ ହୋଇ ନୂଆ ଆରମ୍ଭ ହେବାକୁ ଯାଉଛି । ଆପଣ ଯାହା ଚାହୁଁ ଛନ୍ତି ଆପଣଙ୍କ ପର୍ଶନ ବି ସେହା ଚାହୁଁ ଛନ୍ତି । ଏ ସମ୍ପର୍କ ସ୍ଵାମୀ ସ୍ତ୍ରୀ ବା ଲଭ ପାର୍ଟନର ଙ୍କ ମଧ୍ୟରେ ହୋଇପାରେ । ଆପଣ ଦୁହେଁ ଭୁଲ ଭାବୁ ନାହାନ୍ତି । ଆପଣ ଭାବି ପାରିବେ ନାହିଁ ପଜେଟିଭ କେମିତି ହେଲା । ଯାହା ବି ସମ୍ପର୍କ ଅଛି ତାହା ଠିକ ହୋଇଯିବ ।

୨- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ନମ୍ବର ଟି ଚୁଜ କରିଛନ୍ତି ଆଗାମୀ ସମୟରେ ଆପଣଙ୍କୁ ଏମିତି କିଛି ଶୁଣିବାକୁ ବା ଦେଖିବାକୁ ମିଳିବ ଯେମିତି ପାଇଁ ଆପଣଙ୍କ ମନ ଭାଙ୍ଗିଯିବ । ହୋଇପାରେ ଆପଣ ତାଙ୍କୁ ବା ସେ ଆପଣଙ୍କୁ ଏମିତି କିଛି କହିବେ ଯାହା ପାଇଁ ପରସ୍ପରର ମନ ଭାଙ୍ଗିବ । ଆପଣ ଦୁହେଁ ପରସ୍ପରକୁ ଏମିତି ହାର୍ଟ କରିବେ । ଏମିତି ଆପଣଙ୍କ ପର୍ଶନ ଙ୍କ ତରଫରୁ ହେବାର ଅଧିକ ଚାନ୍ସ ଅଛି । ହୋଇପାରେ ସେ ଆପଣଙ୍କ ସହ କଥାବାର୍ତ୍ତା ବନ୍ଦ କରିପାରନ୍ତି । ହୋଇପାରେ ଏମିତି କିଛି ଘଟି ସାରିଛି । ସେ ଆପଣଙ୍କ ଲଭ ପର୍ଶନ ବା ପରିବାରର କୌଣସି ସଦସ୍ୟ ହୋଇପାରନ୍ତି ।

୩- ଯଦି ଆପଣ ତୃତୀୟ ନମ୍ବର ଟି ବାଛିଛନ୍ତି ତେବେ ଆପଣ ନିଜର ସମ୍ପର୍କରେ ଯାହାଙ୍କ ସହ ଦେଖୁଛନ୍ତି ବହୁତ ସୁନ୍ଦର ସମୟ ଆସିବାକୁ ଯାଉଛି । ଆପଣ ଦୁହିଙ୍କର ସମ୍ପର୍କ ଷ୍ଟ୍ରଙ୍ଗ ହେବ । ଯାହାକୁ କେହି ଭାଙ୍ଗି ପାରିବେ ନାହିଁ । ଏହି ସମର୍କା ବିବାହରେ ପରିଣତ ହୋଇପାରେ । ଯଦି ବିବାହ ହୋଇସାଇଛି ତେବେ ଆପଣ ସନ୍ତାନ ସୁଖ ପାଇ ପାରନ୍ତି । ଆପଣଙ୍କୁ ୧ ସପ୍ତାହ ବା ୩ ମାସ ଲାଗିପାରେ । ଏହି ଖୁସି ଖବର ନିଶ୍ଚୟ ମିଳିବ । ଆଗକୁ ଯାଇ ଆପଣଙ୍କ ପାଇଁ ସମୟ ଭଲ ଅଛି । ବହୁତ ପଜେଟିଭ ସମୟ ରହିଛି ଆପଣଙ୍କ ପାଇଁ । ଯାହା ବି ଆପଣ ଲାଇଫରେ ପାଇବାକୁ ଚାହୁଁଛନ୍ତି ତାହା ନିଶ୍ଚୟ ପାଇବେ ।

ବନ୍ଧୁଗଣ ଆପଣ କେଉଁ ନମ୍ବରଟି ବାଛିଲେ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *