ମେଷ ରାଶି ଅଗଷ୍ଟ ମାସରେ ଏଇ ସବୁ କଥା ପ୍ରତି ସତର୍କ ରୁହନ୍ତୁ, ଦେଖନ୍ତୁ ମହା ଭବିଷ୍ୟବାଣୀ

ବନ୍ଧୁଗଣ ସରିବାକୁ ଯାଉଛି ଜୁଲାଇ ମାସ । ଆଉ ଆରମ୍ଭ ହେବାକୁ ଯାଉଛି ଅଗଷ୍ଟ ମାସ । ତେବେ ଅଗଷ୍ଟ ମାସରେ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ସମୟ କିପରି ରହିବ ଏବଂ ଏହି ରାଶିର ବ୍ୟକ୍ତି କେଉଁ କଥା ସତର୍କତା ଅବଲମ୍ବନ କରିବା ଉଚିତ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଅଗଷ୍ଟ ୧ରୁ ୨୦ ତାରିଖ ଯାଏଁ ଆପଣଙ୍କ ଠାରେ ଆତ୍ମବିଶ୍ଵାସ ଭାରି ରହିବ । କୌଣସି ବି କାମ କରିବେ କନ୍ଫିଡେନ୍ସ ସହ କରିବେ ।

କିନ୍ତୁ ଏହି ସବୁ ମଧ୍ୟରେ ପିତାଙ୍କ ସହ ବିବାଦ ହୋଇପାରେ । ଏହି ସମୟରେ ଆପଣ ନିଜ ଉପରେ ଚେଞ୍ଜେସ କରିପାରିବେ । ୨୦ ରୁ ୩୧ ଅଗଷ୍ଟ ଯାଏଁ ମଙ୍ଗଳ ଓ ରାହୁଙ୍କର ଦୁତୀ ଆପଣଙ୍କ ପାଇଁ ସମସ୍ଯା ନେଇ ଆସୁଛି । ଖରାପ ସ୍ଵପ୍ନ ରାତିରେ ଆସିପାରେ । ସ୍ଵପ୍ନରେ ସାପ ବା ଭୟଭୀତ ସ୍ଵପ୍ନ ଦେଖିପାରନ୍ତି । ସ୍ଵାସ୍ଥ୍ୟକୁ ନେଇ ସତର୍କ ରୁହନ୍ତୁ । ନେତ୍ର, କଫ ଜନିତ ସମସ୍ଯା ହୋଇପାରେ ।

କୌଣସି ନା କୌଣସି ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ମାନସିକ ସ୍ତରରେ ପଡ଼ିପାରନ୍ତି । ଧନର ସ୍ଥିତି ସାମାନ୍ୟ ରହିବ । ଅଗଷ୍ଟ ୭ ରୁ ୩୧ ଯାଏଁ ନବ ବଂଶର ଯୋଗ କରନ୍ତୁ କୌଣସି ନାରିଙ୍କ ଠାରୁ ଉପହାର ପାଇପାରନ୍ତି । ଖୁସି ଖବର ମିଳିପାରେ । ଶ୍ଵଶୁର ଘର ପକ୍ଷରୁ ଲାଭ ମିଳିପାରେ । ଆୟ ଯେତିକି ହେବ ଖର୍ଚ୍ଚ ମଧ୍ୟ ହେବ । ବୁଲାବୁଲି କରିବାର ପ୍ଳାନ କରିବେ ।

ଧନର ଅଭାବ ହେବ ନାହିଁ । ଅଗଷ୍ଟ ୭ ପରେ ଆପଣଙ୍କୁ ଲାଭ ମିଳିବ । ୧ରୁ ୭ ଅଗଷ୍ଟ ଯାଏଁ ଘରର ପିତାଙ୍କ ସହ ବିବାଦ କାରଣରୁ ହଇରାଣ ହୋଇପାରନ୍ତି । କିନ୍ତୁ ଅଗଷ୍ଟ ୮ ପରେ ପରିବାରରେ ସମାରୋହର ଆୟୋଜନ ହୋଇପାରେ । ପାରିବାରିକ ଜୀବନ ଅଗଷ୍ଟ ମାସରେ ଭଲ ରହିବାର ଅଛି । ଅଗଷ୍ଟ ୧ରୁ ୧୦ ଯାଏଁ ସନ୍ତାନଙ୍କ ପାଇଁ ପେଟ, ଇନଫେକସନ, ଚର୍ମ ରୋଗ ସମସ୍ଯା ହୋଇପାରେ ।

ବିଶେଷ ରୂପେ ଏହି ସମୟରେ ସତର୍କ ରୁହନ୍ତୁ । ଛାତ୍ରଛାତ୍ରୀଙ୍କ ଜୀବନରେ ସାଙ୍ଗ ମାନଙ୍କ ଜୀବନରେ ଯୁକ୍ତି ତର୍କ ହୋଇପାରେ । ତେଣୁ ଖରାପ ବନ୍ଧୁ ଠାରୁ ଦୂରେଇ ରୁହନ୍ତୁ । ୧ରୁ ୧୧ ଅଗଷ୍ଟ ଯାଏଁ ଚାକିରି କ୍ଷେତ୍ରରେ ଯେଉଁ ବି କାମ କରିବେ ସେଥିରେ ସଫଳ ହେବେ । ୧୧ ଅଗଷ୍ଟ ପରେ ଆପଣଙ୍କ ପାଇଁ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ସ୍ଥିତି ଭଲ ରହିବ ।

ଆପଣ ଯେଉଁ ବି ନିସ୍ପତି ନେବେ ତାହା ସଠିକ ସାବ୍ୟସ୍ତ ହେବ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଯାହା ବି ମନାନ୍ତର ଥିଲା ତାହା ଦୂର ହେବ । ଯାହା ବି ସମସ୍ଯା ଥିଲା ତାହା ଦୂର ହେବ । ସମ୍ପର୍କ ମଜବୁତ ହେବ । ଜୀବନ ସାଥିଙ୍କ ଠାରୁ ଖୁସି ଖବର ପାଇବେ । ପ୍ରେମୀ ଯୁଗଳ ପରସ୍ପରକୁ ମନ କଥା କହିପାରିବେ । ବ୍ୟାପାରରେ ବୃଦ୍ଧି ଓ ଊର୍ଜାବାନ ରହିବେ ।

ଆପଣ ଗୋ-ମାତାଙ୍କୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ । ବୁଧବାର ଦିନ ଗଣେଶ ଜୀଙ୍କ ମନ୍ତ୍ର ଜପନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *