ଗୋଟେ ଦିନରେ ଋତୁସ୍ରାବ ଆଣିବାର ଘରୋଇ ଉପଚାର । ଜାଣନ୍ତୁ ଏହା କିପରି ବନାଇବେ ଓ ଏହାର ସେବନ କିପରି କରିବେ ?

ବନ୍ଧୁଗଣ ପ୍ରତେକ ମଣିଷଙ୍କର ଶରୀରର ଗଠନ ଭିନ୍ନ ଧରଣର ହୋଇଥାଏ । ଏହି କାରଣରୁ ନାରିଙ୍କର ଋତୁସ୍ରାବ ଡେରି ରେ ହୋଇଥାଏ । କାରଣ ସମୟ ହେବା ପରେ ବି ପିରିଏଡ ହୋଇନ ଥାଏ । ଏପରି ସ୍ଥିତିରେ ମେଦିନ ନ ଖାଇ ଘରୋଇ ଉପଚାର ପ୍ରୟୋଗ କରିପାରିବେ । ଔଷଧ ସେବନ ଦ୍ଵାରା ପିରିଏଡ ହୋଇଯାଏ କିନ୍ତୁ ଶରୀରରେ ଅନେକ ଗମ୍ଭୀର ସମସ୍ଯା ଉତପନ ହୋଇଥାଏ ।

ଯେପରିକି ଅଧିକ ରକ୍ତସ୍ରାବ ବା ପେଟ ରେ ଯନ୍ତ୍ରଣା ହୋଇଥାଏ । ତେବେ ଆସନ୍ତୁ ଜାଣିବା ଋତୁସ୍ରାବ ଠିକ ସମୟରେ ହେବ ଏପାଇଁ ରେମେଡି କିପରି ବନାଇବା ଓ ଏହାର ସେବନ କିପରି କରିବା । ଏଥିପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀ ର ଆବଶ୍ୟକତା ପଡିବ ଅଦା । ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଅଦା ଅନିୟମିତ ମାସିକ ଚକ୍ର କୁ ସମୟରେ ଆଣିଥାଏ ।

ଏହି ଉପଚାର କୁ ବନାଇବା ପାଇଁ ଏକ ଗ୍ଳାସ ପାଣି ରେ ଅଦା ଛେଚି ପକାନ୍ତୁ । ଏହା ପରେ ଅଧ ଚାମଚ ଚିନୀ ବା ଗୁଡ ମିଶାନ୍ତୁ । କିଛି ସମୟ ଏହାକୁ ବଏଲ କରନ୍ତୁ । ଦିନକୁ 3 ଥର ଏହାକୁ ଅଳ୍ପ ଅଳ୍ପ ସେବନ କରନ୍ତୁ । ଏହା ବ୍ଯତୀତ ସକାଳୁ ଖାଲି ପେଟରେ ଗୁଡ ସହ ଗୁଡ ର ସେବନ କରିଲେ ପୀଡ଼ିଏ ସମସ୍ଯା ଦୂର ହୋଇଯିବ । ଦ୍ଵିତୀୟ ରେମେଡି ତିଆରି କରିବା ପାଇଁ ଆବଶ୍ୟକ ଗୋଟା ଧନିଆ ।

ଯାହା ବନ୍ଦ ଥିବା ପିରିଏଡ କୁ ଆଣିବା ପାଇଁ ବହୁତ ଲାଭଦାୟକ ଅଟେ । ଏହି ଉପଚାରକୁ ବନାଇବା ପାଇଁ ଦୁଇ କପ ପାଣି ନିଅନ୍ତୁ । ଏହା ପରେ ଏକ ଚାମଚ ଧନିଆ ପକାନ୍ତୁ । ଦୁଇ କପ ପାଣି ଫୁଟି ଏକ କପ ହେବ ଯାଏଁ ଫୁଟାନ୍ତୁ । ଏହା ପରେ ଏହାକୁ ଛାଣି ନିଅନ୍ତୁ । ଦିନକୁ 3 ଥର ଏହାକୁ ସେବନ କରନ୍ତୁ । ଯଦି ନିୟମିତ ଭାବେ ଏହାର ସେବନ କରିବେ ତେବେ ଏହା ପ୍ରଭାବଶାଳି ଅଟେ ।

ତୃତୀୟ ରେମେଡି ବନାଇବା ପାଇଁ ଆବଶ୍ୟକ ଡାଲଚିନି । ତରକାରୀର ସ୍ଵାଦ ବଢାଇବା ପାଇଁ ଡାଲଚିନି ଜରୁରୀ ଅଟେ । ପିରିଏଡ ବହୁତ ଦିନରୁ ବନ୍ଦ ହୋଇଥିଲେ ଡାଲଚିନି ର ସେବନ ନିହାତି କରନ୍ତୁ । ଏହା ଆପଣଙ୍କ ଶରୀରରେ ଗରମ ସହଜରେ ଉତପନ କରିଥାଏ । ଏକ ଗ୍ଳାସ ଗରମ କ୍ଷୀର ସହ ଅଧା ଚାମଚ ଡାଲଚିନି ପାଉଡର ମିଶାନ୍ତୁ ଓ ଏହାର ସେବନ କରନ୍ତୁ ।

ଚତୁର୍ଥ ସାମଗ୍ରୀ ବନାଇବା ପାଇଁ ଆବଶ୍ୟକ ଗୁଡ ଓ ଜୁଆଣୀ । ଯେଉଁ ମହିଳାଙ୍କର ଋତୁସ୍ରାବ ବନ୍ଦ ହୋଇ ଯାଇଛି ସେମାନଙ୍କୁ ଗୁଡ ସହ ଜୁଆଣୀ ର ସେବନ କରିବା ଆବଶ୍ୟକ । ଏହାକୁ ବନାଇବା ପାଇଁ ଏକ କପ ପଣି ନିଅନ୍ତୁ । ଏକ ଚାମଚ ଗୁଡ ଓ ଜୁଆଣୀ ପାଣିରେ ଫୁଟନ୍ତୁ । ଏହାକୁ ଅଧା ଗ୍ଳାସ ହେବା ଯାଏଁ ଫୁଟାନ୍ତୁ । ଏହାକୁ ଛାଣି ଏହାକୁ ପ୍ରତି ଦିନ ସକାଳୁ ଖାଲି ପେଟର ସେବନ କରନ୍ତୁ ।

ବନ୍ଧୁଗଣ ଆପଣଙ୍କୁ ଆମ ହେଲଥ ଟିପ୍ସଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *