ବାଛନ୍ତୁ ନିଜ ପସନ୍ଦର ଗୋଟେ ମାଙ୍କଡ ଓ ଜାଣନ୍ତୁ କିଏ ଆପଣଙ୍କୁ ମିସ କରୁଛନ୍ତି-Personality Test

ବନ୍ଧୁଗଣ ଭଲ ଭାବେ ଚିନ୍ତା କରି ବାଛନ୍ତୁ 3ଟି ମାଙ୍କଡ ର ଚିତ୍ର ମଧ୍ୟରୁ କୌଣସି ଗୋଟିଏ । ଏହା ପରେ ଆପଣ ଜାଣି ପାଇବେ କିଏ ଆପଣଙ୍କୁ ଅଧିକ ମିସ କରୁଛନ୍ତି । କିଏ ଆପଣଙ୍କ ଠାରୁ ଦୂରେଇ ଯାଇଥିଲେ ଆଉ ଖୋଜଛନ୍ତି ତାହା ଏହି ମାଙ୍କଡ ଚିତ୍ର ବାଛି ଆପଣ ଜାଣି ପାରିବେ । ଏମିତି କେହି ବି ବ୍ୟକ୍ତି ନାହାନ୍ତି ଯିଏ ଅନ୍ୟ ଠାରୁ ନିଜର ଭବିଷ୍ୟ ବିଷୟରେ ଜାଣିବାକୁ ଇଚ୍ଛା ରଖି ନ ଥାଏ । ଏହି 3ଟି ମାଙ୍କଡ ଗାନ୍ଧୀଜୀଙ୍କର ଅନୁଗାମୀ ଅଟନ୍ତି ।

ଏପରି କିଛି ଶାସ୍ତ୍ର ମଧ୍ୟ ରହିଛି ଯାହା ଅତୀତ, ବ୍ବର୍ତ୍ତମାନ ଓ ଭବିଷ୍ୟ ଉପରେ ତଥ୍ୟ ପ୍ରଦାନ କରିଥାଏ । ଏବେ ଆସନ୍ତୁ ଆରମ୍ଭ କରିବା ବିଷୟ ବସ୍ତୁ । 1- ଯଦି ଆପଣ ପ୍ରଥମ ମାଙ୍କଡ କୁ ବାଛିଛନ୍ତି ତେବେ ଆପଣଙ୍କର ବର୍ତ୍ତମାନ ସୌଭାଗ୍ୟ ପ୍ରାପ୍ତ ହେବ । ଏବେ ଯେଉଁ ଶୁଭ ଫଳ ଆସୁଛି ତାହା ଧୀରେ ଧୀରେ ଭୋଗ ହେବ । ଏହା ପୂର୍ବରୁ ଯାବତିୟ ଦୁଃଖ କଷ୍ଟ ଆପଣ ଭୋଗ କରି ସାରିଲେଣି ।

ଆପଣ ମାନସିକ ଚିନ୍ତାରେ ରହିଛନ୍ତି । କିନ୍ତୁ ଏବେ ତାହା ଦୂର ହେବ । ହଠାତ ଧନ ପ୍ରାପ୍ତିର ଶୁଭ ସମ୍ବାଦ ପାଇବେ । ଶରୀରର ଆରୋଗ୍ଯ ଲଭ ହେବ । ଗୃହରେ ମାଙ୍ଗଳିକ କାର୍ଯ୍ୟ କରିପାରନ୍ତି । ଅତି ନିକଟରେ କୌଣସି ବନ୍ଧୁଙ୍କ ସହ ଝଗଡା ହୋଇଥିଲା । ସେଥିପାଇଁ ଆପଣ ତାଙ୍କ ସହ କଥା ହେଉ ନ ଥିଲେ । ଏବେ ସେ ଆପଣଙ୍କୁ ମିସ କରୁଛନ୍ତି ।

2- ଆପଣ ଦ୍ଵିତୀୟ ମାଙ୍କଡ ର ଚିତ୍ର ବାଛିଥିଲେ ଯାହାର ଅର୍ଥ କିଛି ଖରାପ କହିବିନି । ପାରିବାରିକ କ୍ଷେତ୍ରରେ ବହୁତ ଖର୍ଚ୍ଚ କରିଛନ୍ତି । ଯାହାର ଭରଣା ନ କରି ଚିନ୍ତାରେ ଅଛନ୍ତି । ପରିଶ୍ରମ ନୁସାରେ ଫଳ ପ୍ରାପ୍ତ ହେଉନି । ଏବେ କିନ୍ତୁ ଚିନ୍ତା ଦୂର କରନ୍ତୁ । ଆଜି ଠାରୁ ଆପଣ ସୁନାମ ଅର୍ଜନ କରିବେ । ଶୁଭ ପ୍ରବେଶ ହେବ । ଯଶ ଖ୍ଯାତି ଲାଭ କରିବେ । ମା ପାର୍ବତୀ ଆପଣଙ୍କର ଆରାଧ୍ୟ ଦେବୀ । ମାଙ୍କର ଧ୍ୟାନ କରନ୍ତୁ । ଏହା ସହ ବ୍ରାହ୍ମଣ ଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ଦକ୍ଷିଣା ଦାନ କରନ୍ତୁ । ଆପଣଙ୍କୁ କେହୋ ଧୋକା ଦେଇଛନ୍ତି ଏବେ ଆପଣଙ୍କୁ ମିସ କରୁଛନ୍ତି ।

3- ତୃତୀୟ ମାଙ୍କଡ ଟି ପାଟି ରେ ହାତ ଦେଇଛି ଯାହାର ଅର୍ଥ କାହାକୁ ଖରାପ କହିବିନି । ଆପଣଙ୍କର ଭାଗ୍ୟ ଶୁଭମୟ ଏହବାର ଯୋଗ ଅଛି । ଯେଉଁ ପାପ ଦଶା ଭୋଗ ହେଉଥିଲା ତାହ ଦୂର ହେବ । ଶୁଭ ଫଳ ଆଗମନର ଅପେକ୍ଷାରେ ରୁହନ୍ତୁ । ଏହି ସମୟ ଆପଣଙ୍କ ପାଇଁ ଦ୍ଵିତୀୟ ରାଜଯୋଗ ଭଳି ଫଳ ପ୍ରଦାନ କରିବ । ରତ୍ନ ବିଶ୍ଵାସ ରଖିକି ଧାରଣ କରିଲେ ଶୁଭ ଫଳ ମିଳିବ । ସଙ୍କ୍ରାନ୍ତି ଦିନ ହୋମ କରି ଷଣ୍ଢ କୁ ଖାଇବାକୁ ଦେଲେ ଶୁଭ ଫଳ ଆସିବ । ଆପଣଙ୍କର ଦୂର ବନ୍ଧୁ ଏବେ ଆପଣଙ୍କୁ ମିସ କରୁଛନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *