ପବିତ୍ର ଦୂର୍ଗା ପୂଜା ପୂର୍ବରୁ ଧନୀ ହେବେ ଏହି ସବୁ ରାଶି । କଣ ଆପଣଙ୍କ ରାଶି ଅଛି କି ?

ବନ୍ଧୁଗଣ ଆସୁଛି ପବିତ୍ର ଦଶହରା ପର୍ବ । ଏହି ଅକ୍ଟୋବର ମାସରେ ମ ଦୂର୍ଗା ଧରା ପ୍ରୁଷ୍ଠ କୁ ଅବତରଣ କରିଥାନ୍ତି । ମା ଙ୍କ କୃପା ସମସ୍ତଙ୍କ ଉପରେ ସର୍ବଦା ଲାଗି ରହିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ମା ଦୂର୍ଗା 12 ଟି ରାଶି ମଧ୍ୟରୁ 8ଟି ରାଶିଙ୍କ ଉପରେ ଅଧିକ ପ୍ରସନ୍ନ ହେବାକୁ ଯାଉଛନ୍ତି । ସେହି 8ଟି ରାଶିଙ୍କର ଭାଗ୍ୟ ଅଚାନକ ବଦଳିବ । ସେମାନଙ୍କ ର ଭାଗ୍ୟରେ ସୁନା ର ଚମକ ମିଳିବ । ସୁନା ଭଳି ଏମାନଙ୍କର ଭାଗ୍ୟ ଚମକି ଉଠିବ । ଆସନ୍ତା 24 ତାରିଖରେ ପଡୁଅଛି ପବିତ୍ର ଦୂର୍ଗା ପୂଜା । ଏବେ ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ ବିସ୍ତାର ଭାବେ ।

ଏହି ରାଶି ମାନଙ୍କ ଉପରେ ନାମ ଦୂର୍ଗା ଙ୍କର ଆସେ କୃପା ବର୍ଷିବାକୁ ଯାଉଛି । ଅଚାନକ ଧନ ଲାଭ ହେବାର ଯୋଗ ଅଛି । ଏହି ଦଶହରା ପୂର୍ବରୁ ଏହି ରାଶିଙ୍କର ଭାଗ୍ୟ ସୁନା ଭଳି ଚମକିବାକୁ ଯାଉଛି । ଆପଣ କାହା କଥା ରେ ମୁଣ୍ଡ ପୁରାଇବା ଠିକ ହେବ ନାହିଁ । ଆପଣଙ୍କର କୌଣସି ସମସ୍ଯା ରହିବ ନାହିଁ । ଅଯଥା ଯୁକ୍ତି ତର୍କ ରୁ ଆପଣ ଦୂରେଇ ରୁହନ୍ତୁ । ବ୍ୟାପାର ବାଣିଜ୍ୟ ରେ ଲାଭ ହେବ ।

କାରୋବାର ରେ ବୃଦ୍ଧି ହେବ । କାରୋବାରରେ କୌଣସି ଜିନିଷର ଅଭାବ ରହିବ ନାହିଁ । ଆୟରେ ବୃଦ୍ଧି ଘଟିବ । ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ରହିଛି । ସେଥିପାଇଁ ସତର୍କ ରୁହନ୍ତୁ । ପରିବାର ପ୍ରତି ଆପଣଙ୍କର କର୍ତ୍ତବ୍ୟ ବହୁତ ଭଲ ରହିବ । ସମସ୍ତେ ଆପଣଙ୍କ ପ୍ରତି ଖୁସି ହେବେ । ପରିବାରରେ ହସ ଖୁସି ର ବାତାବରଣ ଲାଗି ରହିବ ।

ଆପଣ ବେସୀ ଭାବ ସ୍ଵଭାବର ହୁଅନ୍ତୁ ନାହିଁ । କାରଣ ଏହା ଦ୍ଵାରା ଆପଣ ମନକୁ ଆଘାତ ଲାଗିପାରେ । ମା ଦୂର୍ଗା ଙ୍କ କୃପାରୁ ଏମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ଓ ଉନ୍ନତି ହାସଲ ହେବ । ଏହି ରାଶିର ବ୍ୟକ୍ତି ମାନେ ଅପାର ସମ୍ପତି ର ମାଲିକ ହେବେ । ଏମାନେ କୋଟିପତି ରାସ୍ତା ରେ ଚାଲିବାକୁ ଯାଉଛନ୍ତି । ଏମାନଙ୍କ ଉପରେ ଧନର ବର୍ଷା ହେବ । ଏମାନଙ୍କୁ ସନ୍ତାନ ସୁଖ ମିଳିବ ।

ଦାମ୍ପତ୍ୟ ଜୀବନ ଅଧିକ ସୁଖମୟ ହେବ । ଜୀବନ ସାଥୀଙ୍କ ସହ ଉତ୍ତମ ସମୟ ବ୍ୟତିତ କରିବେ । ଜୀବନରେ କୌଣସି ବାଧା ଦେଖା ଦେବ ନାହିଁ । ଅଟକିଥିବା କମ ପୂରଣ ହେବ । ଆପଣ ଜୀବନରେ ଯାହା ଭାବି ଥିବେ ତାହା ନିଶ୍ଚୟ କରିବେ । ସମାଜ ରେ ମାନ ସମାନ ବୃଦ୍ଧି ପାଇବ । ଲୋକ ମାନେ ଆପଣଙ୍କର ରାୟ ମାଗିବେ । ଜୀବନରେ କିଛି ଭଲ କରିବାକୁ ଚେଷ୍ଟା କରିବେ ।

ତେବେ ସେହି ସବୁ ଭାଗ୍ୟଶାଳୀ ରାଶି ମାନେ ହେଉଛନ୍ତି ଧନୁ ରାଶି, ବୃଷ ରାଶି, ତୁଳା ରାଶି, ମେଷ ରାଶି, କନ୍ୟା ରାଶି, କୁମ୍ଭ ରାଶି, ସିଂହ ରାଶି ଓ ମୀନ ରାଶି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *