ଗୋଟେ ଲୋଟା ପାଣି ବଦଳାଇଦେବ ଆପଣଙ୍କ ଭାଗ୍ୟ, ଜାଣନ୍ତୁ କେମିତି ?

ନମସ୍କାର ବନ୍ଧୁଗଣ । ଆଜି ଆପଣ ମାନଙ୍କୁ ଆମେ କହିବୁ ଏକ ଲୋଟା ପାଣି ଆପଣଙ୍କର ଭାଗ୍ୟ କିପରି ବଦଳାଇ ଦବ। ବନ୍ଧୁଗଣ ବହୁତ ଲୋକ ଭାବନ୍ତି ତାଙ୍କର ଭାଗ୍ୟ ବଦଳିବ ନାହିଁ। ସବୁବେଳେ ଏମିତି ଅଭାବ  ଅନାଟନରେ ସେମାନଙ୍କର ସମୟ ବିତିବ । କିନ୍ତୁ ବନ୍ଧୁଗଣ ଯଦି ଆପଣ ସେମିତି ଭାବୁଛନ୍ତି ତାହାଲେ ଆଜି ଆପଣ ମାନଙ୍କୁ ଆମେ ଏମିତି କଥା କହିବୁ ଯାହା ଦ୍ଵାରା ଆପଣଙ୍କର ଭାଗ୍ୟ ବହୁତ ଜଲ୍ଦି ବଦଳିଯିବ।

ଶାସ୍ତ୍ର ଅନୁସାରେ ଅଶୁଭ ଗ୍ରହକୁ ନିୟନ୍ତ୍ରଣ କରିବା ପାଇଁ ଓ ତାହାକୁ ପ୍ରସନ୍ନ କରିବା ନିହାତି ଆବଶ୍ୟକ ହୋଇଥାଏ   । ଯାହା ଦ୍ଵାରା ଆମେ ଅଶୁଭ ଗ୍ରହଙ୍କ ଠାରୁ ମୁକ୍ତି ପାଇପାରିବା । ସେହି ଉପାୟ ବିଷୟରେ ଆସନ୍ତୁ ଜାଣିବା ।

1 ରେ – ରାତିରେ ଶୋଇଲା ବେଳେ ଆପଣଙ୍କର ଶେଯ ପାଖରେ ଏକ ଢାଳ ପାଣି ରଖି ଦିଅନ୍ତୁ ଓ ସକାଳୁ ସକାଳୁ ଉଠି ଆପଣ ସେହି ପାଣିକି ଢାଳି ଦିଅନ୍ତୁ।

ଦେଖିବେ ଏହା କରିବା ଦ୍ଵାରା ଆପଣଙ୍କର ଭାଗ୍ୟ ବହୁତ ଜଲ୍ଦି ପରିବର୍ତନ ହୋଇଯିବ । ଆପଣକର ଯଦି ଧନର ଅଭାବ ହେଉଥିବ ତା ହେଲେ ଏହା ଦୂରେଇ ଯିବ। ଆପଣଙ୍କର ପରିବାରରେ ଆସୁଥିବା ସମସ୍ତ ସମସ୍ୟା ଦୂର ହୋଇଯାଏ ।

2ରେ – ପ୍ରତି ଦିନ ଶିବ ଲିଙ୍ଗରେ କ୍ଷୀର ଏବଂ ଜଳରେ ଅଭିଷେକ କରନ୍ତୁ ଦେଖିବେ ଆପଣଙ୍କର ଲାଗି ରହିଥିବା ସମସ୍ତ ସମସ୍ୟା ରୁ  ମୁକ୍ତି ପାଇବେ ଆପଣଙ୍କର ଖୁସି ଫେରି ଆସିବ।

ଦେଖା ଯାଉଥିବା ଧନର ସମସ୍ଯା ଦୂର ହେବ । ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ଦେଖା ଦବ। ସନ୍ତାନ ସୁଖ ଦେଖା ଦେବ।

3ରେ – ଆପଣଙ୍କ ମନରେ କେବେବି ହିଂସା ଭାବନା ରଖନ୍ତୁ ନାହିଁ । କେବେବି କାହାର ଅନିଷ୍ଟା ଚିନ୍ତା  କରନ୍ତୁ ନାହିଁ । କେବେ କାହାକୁ କୌଣସି  ଖାଲରେ ପକାନ୍ତୁ ନାହିଁ । ଦେଖିବେ ଏହା କରିବା ଦ୍ଵାରା ଆପଣଙ୍କର ଜୀବନ ସୁଖ ମୟ ହେବ ।

ଗୃହରେ ଲାଗି ରହିଥିବା ସମସ୍ତ ପ୍ରକାର ଅଶାନ୍ତି ଦୂର ହୋଇଯିବ ।  ଆପଣଙ୍କର ଗୃହରେ ଶାନ୍ତି ଦେଖା ଦେବ । ଲାଗି ରହିଥିବା ସମସ୍ତ ପାରିବାରିକ କଳହରୁ ମୁକ୍ତି ପାଇବେ । ଅଧିକ ଧନ ଲାଭ ହେବ । ତା ହେଲେ ବନ୍ଧୁଗଣ ଆପଣ ମାନେ ଜାଣିଲେ ତ ଗୋଟେ ଢାଳ ପାଣି ଆପଣଙ୍କର ଜୀବନକୁ କିପରି ବଦଳେଇ ଦବ । ଆପଣଙ୍କର ଲାଗି ରହିଥିବା ସମସ୍ତ ସମସ୍ଯା ରୁ ମୁକ୍ତି ମିଳିବ । ଏହି ଉପାୟ କରନ୍ତୁ ଦେଖିବେ ଆପଣଙ୍କର ଭାଗ୍ୟ ବଦଳି ଯିବ।

Leave a Reply

Your email address will not be published. Required fields are marked *