ପ୍ରତିଦିନ ସକାଳେ ଏହି 3ଟି କାର୍ଯ୍ୟ କରନ୍ତୁ ଦାରିଦ୍ର୍ୟ ଦୂର ହୋଇଯିବେ- Shri Krishna

ଆପଣମାନଙ୍କ ଘରେ ଯଦି ଆଗକୁ କିଛି ସମସ୍ଯା  ଆସିବାକୁ ଥିବ ତାହାଲେ ତାହାର ସଂକେତକୁ ଆପଣମାନେ ଅଣଦେଖା କରନ୍ତୁ ନାହିଁ। ସେଥିରୁ ମୁକ୍ତି ପାଇବା ପାଇଁ ଗୋଟେ ବ୍ୟକ୍ତିକୁ ସକାଳୁ କଣ କରିବାକୁ ହେବ । ଆସନ୍ତୁ ଜାଣିବା । କେଉଁ ବସ୍ତୁ ଦ୍ଵାରା ଆପଣ ଜାଣିଯିବେ ଆଗକୁ କିଛି ସମସ୍ଯା ଆସୁଛି । ଶାସ୍ତ୍ର ଅନୁସାରେ ଶ୍ରୀକୃଷ୍ଣ କହିଛନ୍ତି ମଣିଷକୁ ତା କର୍ମର ଫଳ ମିଳିଥାଏ । ଆମେ ଭଲ କର୍ମଫଳ ପାଇବା ପାଇଁ  ଜୀବନରେ ଧନୀ ହେବା ପାଇଁ  ଆମକୁ ଭଲ କର୍ମ କରିବାକୁ ପଡିବ ।

ଆସନ୍ତୁ ଜାଣିବା କି କାର୍ଯ୍ୟ କଲେ ଆମେ ସଫଳତା ହାସଲ କରିପାରିବା । ଆପଣ ଯଦି ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିଯିବେ । ତା ହେଲେ ଆପଣଙ୍କ ଜୀବନରେ ସୁଖ ଶାନ୍ତି ଦେଖା ଦେବ ଆପଣଙ୍କର ଦିନ ସୁଖ ମୟ ହେବ । ଯଦି ଆପଣ ସୂର୍ଯ୍ୟ ଉଦୟ ପରେ ଉଠିବେ ତା ହେଲେ ଆପଣଙ୍କର ଜୀବନରେ କେବେବି ଭଲରେ ରହି ପାରିବେ ନାହିଁ । ଆର୍ଥର ସମସ୍ଯା ଦେଖା ଦେବ । ତେଣୁ ଆପଣ ସୂର୍ଯ୍ୟଦୋୟ ପୂର୍ବରୁ ଉଠି ନିଜର ନିତ୍ୟ କର୍ମ ସାରି ଗାଧୋଇ ଠାକୁରଙ୍କର ପୂଜା କରିବେ ତାହା କରିବା ଦ୍ଵାରା ଆପଣଙ୍କର ସଫଳତା ହାସଲ କରନ୍ତି । ସକାଳୁ ସୋଇକି ଉଠି ସମସ୍ତ କବାଟ ,ଝରକା ଖୋଲି ଦିଅନ୍ତୁ ଯାହା ଦ୍ୱାରା ଆପଣଙ୍କ ଘରେ ସୂର୍ଯ୍ୟ କିରଣ ପଡିବା ଦ୍ଵାରା ଆପଣଙ୍କ ଘରେ ସାକାରାତ୍ମକ ଶକ୍ତି ବଢିବ ।

ସକାଳୁ ନିଜର ଅଗଣା ସଫା କରି ଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହେବ । ସକାଳୁ ସୋଇକି ଉଠି ଯଦି ଆପଣ ଏଶ୍ଵରଙ୍କୁ ଡାକିବେ କହିବେ କି ଇଶ୍ଵର ଆପଣଙ୍କ ପାଇଁ ମୁଁ ଏହି ଜନ୍ମ ପାଇଛି । ଆପଣଙ୍କ ପାଇଁ ମୁଁ ଏ ସୁନ୍ଦର ସକାଳ ଦେଖିପାରିଛି । ମୋ ଉପରେ ଆପଣଙ୍କର କୃପା ଦ୍ରୁଷ୍ଟି ରହିଥାଉ । ମୋ ଦ୍ଵାରା ଯଦି କିଛି ଭୁଲ ହୋଇ ଯାଇଛି ତା ହେଲେ ଆପଣ ମୋତେ କ୍ଷମା କରି ଦିଅନ୍ତୁ ତାହାପରେ ଆପଣଙ୍କର ହାତକୁ ଘଷି ତାହାକୁ ଦେଖିବେ ଆପଣଙ୍କୁ ମାତା ଲକ୍ଷ୍ମୀ , ସରସ୍ଵତୀ , ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ ହୋଇଯାଏ ।

ଏହି ଲୋକ ସର୍ବଦା ଖୁସିରେ ରୁହନ୍ତି ଧନର ଅଭାବ କେବେବି ହୁଏ ନାହିଁ ।  ତାହା ପରେ ଆପଣ ସକାଳୁ ତୁଳସୀ ଗଛକୁ ଦର୍ଶନ କରିବେ । ନିତ୍ୟକର୍ମ ସାରି ସୂର୍ଯ୍ୟଙ୍କୁ ପାଣି ଦେବେ ଏହା କରିବା ଦ୍ଵାରା ଆପଣ ସର୍ବଦା ଖୁସିରେ ରହିବେ । ଯଦି ଆପଣ ସବୂଦିନ ଶୋଇଲା ବେଳେ ମୁହଁ କୁ ପୂର୍ବ କିମ୍ବା ଦକ୍ଷିଣ ଦିଗ ଆଡକୁ କରି ସୋଇବେ ତା ହେଲେ ଆପଣଙ୍କର ଆୟୁଷ ବଢି ଥାଏ । ଯଦି ଆପଣଙ୍କ ଘରେ କୌଣସି ଛୁଆ ଅଛନ୍ତି ତା ହେଲେ ଆପଣ ତାଙ୍କୁ ତମ୍ବା ପାତ୍ରରେ ସୂର୍ଯ୍ୟଙ୍କୁ ପାଣି ଦେବାକୁ କୁହନ୍ତୁ ଏହା କରିବା ଦ୍ଵାରା ତାହାର ବୁଦ୍ଧିର ବିକାଶ ହୋଇଥାଏ । ତେଣୁ ବନ୍ଧୁଗଣ ଜାଣିଲେ ତ ସକାଳୁ ଏହା କରିବା ଦ୍ଵାରା ଆପଣଙ୍କର ଦାରିଦ୍ର୍ଯ ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *