କାହାର ନାମ ଭାବି ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଲୁଚି ରହିଛି- Tarot Card Reading

ନମସ୍କାର ବନ୍ଧୁଗଣ । ପ୍ରତେକ ମଣିଷ ନିଜର ବ୍ୟକ୍ତିଗତ ଲାଇଫକୁ ନେଇ ସବୁବେଳେ କିଛି ନା କିଛି ଚିନ୍ତା କରିଥାଏ । ଖାସ କରି ଯେଉଁ ମାନେ ପ୍ରେମ ଜୀବନରେ ରହିଛନ୍ତି ସେମାନେ ନିଜ ସାଥୀଙ୍କୁ ନେଇ ଅନେକ କଥା ଭାବିଥାନ୍ତି ଆଉ ତାଙ୍କୁ ନେଇ କିଛି ମନରେ ଲୁଚାଇ ରଖିଥାନ୍ତି । ଯାହାକୁ ସେମାନେ ଶବ୍ଦ ରେ ବର୍ଣ୍ଣନା କରିପାରନ୍ତି ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏକ ରୋମାଞ୍ଚକର ଲଭ କୁଇଜ ନେଇ ଆସିଛୁ । ସେଥିପାଇଁ ଆପଣଙ୍କୁ 3ଟି ହାର୍ଟ ର ଚିତ୍ର ମଧ୍ୟ ରୁ କୌଣସି ଗୋଟେ ଚୁଜ କରିବାକୁ ହେବ । ଏହା ପରେ ଆପଣ ଜାଣି ପାରିବେ ଆପଣଙ୍କ ସାଥି ଆପଣଙ୍କୁ କେଉଁ କଥା ଲୁଚାଇଛନ୍ତି ଯାହା ଆପଣ ଜାଣିବାକୁ ଚେଷ୍ଟା କରି ବି ଜାଣିପାରୁ ନାହାନ୍ତି ।

1- ଯଦି ଆପଣ ପ୍ରଥମ ହାର୍ଟ ର ଚିତ୍ରାକୁ ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଙ୍କୁ ଏମିତି ଲାଗୁଛି ଆପଣ ନିଜ ଲାଇଫର ନିସ୍ପତି କୁ ନିଜ ହିସାବ ରେ ନ ନେଇ ଲୋକଙ୍କ କଥାରେ ନେଉଛନ୍ତି । ଆପଣ ନିଜ ଖୁସି ବିଷୟରେ ଚିନ୍ତା ନ କରି ଲୋକେ କଣ କହିବେ ତାହା ଅଧିକ ଭାବୁଛନ୍ତି । ଆପଣଙ୍କ ଠାରେ ଏତେ ଅଧିକ ଆତ୍ମବିଶ୍ଵାସ ନାହିଁ କି ଆପଣ ନିଜେ ନିସ୍ପତି ନେଇପାରିବେ । ଲୋକଙ୍କ ଠାରେ ଅଧିକ ପ୍ରଭାବିତ ହେଉଛନ୍ତି । ଆପଣ ତାଙ୍କ ପାଇଁ ଗୁରୁତ୍ଵ ପୂର୍ଣ୍ଣ କିନ୍ତୁ ଆପଣ ତାଙ୍କୁ ଏତେ ଗୁରୁତ୍ଵ ଦେଉ ନାହାନ୍ତି ।

2- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ହାର୍ଟ ର ଚିତ୍ର କୁ ବାଛିଛନ୍ତି ତେବେ ତାଙ୍କ ମନରେ ଆପଣଙ୍କ ପାଇଁ ବହୁତ ଭଲ ପାଇବା ଅଛି । ଆପଣ ନିଜ ଜୀବନରେ ବହୁତ ସଂଘର୍ଷ କରିଛନ୍ତି । ଯାହାକୁ ଦେଖି ସେ ଆପଣଙ୍କ ପ୍ରତି ପ୍ରେରିତ ହେଉଛନ୍ତି । ଆପଣଙ୍କ ଠାରେ ଅନେକ ପ୍ରତିଭା ରହିଛି । ଯାହା ଆପଣଙ୍କୁ ଆଗକୁ ବହୁତ ଉଚ୍ଚ କୁ ନେଇଯିବ । ଆପଣଙ୍କର ବହୁତ ନାମ ହେବ ଏମିତି ସେ ଭାବୁଛନ୍ତି । ଆଉ ତାଙ୍କ ମନରେ ଏତେ ସବୁ କଥା ଲୁଚାଇ ରଖିଛନ୍ତି । ଆପଣଙ୍କ ଭଳି ବ୍ୟକ୍ତି ଦୁନିଆରେ ବହୁତ କମ ଅଛନ୍ତି । ଆପଣଙ୍କ ଭଳି ବ୍ୟକ୍ତି ସେ ତାଙ୍କ ଲାଇଫରେ କେବେ ଦେଖି ନାହାନ୍ତି ।

3- ଆପଣ ଯଦି ତୃତୀୟ ହାର୍ଟ ର ଚିତ୍ର କୁ ବାଛିଛନ୍ତି ତେବେ ଆପଣଙ୍କ ସାଥି ଏମିତି ଭାବୁଛନ୍ତି କି ଆପଣଙ୍କୁ ସେ ବହୁତ ଭଲ ପାଉଛନ୍ତି । ଆପଣଙ୍କ ସହ ମ୍ୟାରେଜ କରିବାକୁ ଚାହୁଁଛନ୍ତି । ଯଦି ସେ ଆପଣଙ୍କର ଲଭ ପାର୍ଟନର ତେବେ ଲାଇଫକୁ ଆପଣଙ୍କ ସହ ବଞ୍ଚିବାକୁ ଚାହୁଁ ଛନ୍ତି । ଆପଣଙ୍କୁ ସେ ଜୀବନ ସାଥି ଭାବେ ଦେଖୁଛନ୍ତି । ଆପଣଙ୍କ ସହ ଲାଇଫରେ ଆଗକୁ ବଢିବାକୁ ଚାହୁଁ ଛନ୍ତି । ଆପଣଙ୍କ ସହ ଏମିତି ସମ୍ପର୍କ ବନାଇବାକୁ ଚାହୁଁ ଛନ୍ତି ଯାହା କେହି କେବେ ଭାଙ୍ଗିପାରିବେ ନାହିଁ । ତାଙ୍କ ମନରେ ଆପଣଙ୍କୁ ନେଇ ଏତେ ସବୁ କଥା ଲୁଚି ରହିଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *