ଗୋଟେ ଶବ୍ଦ ରେ ଆସିବ ଗୋଟେ ଗଳିରେ ____ ପିଲା ଖେଳୁଥିଲେ ଜଣେ ____ ମହିଳା ସେହି ବାଟ ଦେଇ ଯାଉଥିଲେ….. ଏହା ସହ ଆହୁରି 15+ Gk Quiz

ନମସ୍କାର ବନ୍ଧୁଗଣ, ଜୀବନରେ ଆଗକୁ ବଢିବା ପାଇଁ ତଥା ଗୋଟିଏ ସଫଳ ମଣିଷଟିଏ ହେବା ପାଇଁ ପାଠ ନିହାତି ଆବଶ୍ୟକ । ଆଉ ବିନା ପ୍ରଶ୍ନରେ ତ ଆଜି ଯାଏ କେହି ଜ୍ଞାନୀ କି ବିଦ୍ଵାନ ହୋଇପାରି ନାହାନ୍ତି । ତେଣୁ ସବୁବେଳେ ମନରେ କିଛି ନା କିଛି କଥାକୁ ନେଇ ପ୍ରଶ୍ନ ଉଠିଥାଏ । ସେହି ଅଜଣା ପ୍ରଶ୍ନର ଉତ୍ତର ହିଁ ମଣିଷକୁ ଜ୍ଞାନୀ ହେବାର ପରିଚୟ ଦେଇଥାଏ । ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ପ୍ରଶ୍ନ ଉତ୍ତର ଜଣାଇବା ପାଇଁ ଯାଉଛୁ ଯେଉଁ ପ୍ରଶ୍ନ ପାଇଁ ଆପଣଙ୍କ ଜ୍ଞାନର ବିକଶିତ ହେବା ସହ ଆପଣଙ୍କ ପିଲା ମାନଙ୍କ ଜ୍ଞାନ ମଧ୍ୟ ଆପଣ ମାନେ ବୃଦ୍ଧି କରାଇ ପାରିବେ । ଆସନ୍ତୁ ଆରମ୍ଭ କରିବା ।

1- ଏମିତି କଣ ଅଛି ଯେଉଁଥିରେ ବହୁତ ସାରା ହୃଦୟ ଥାଏ କିନ୍ତୁ ଅନ୍ୟ କୌଣସି ଅଙ୍ଗ ହୋଇ ନ ଥାଏ ?

ଉତ୍ତର- ତାସ ର ଗାଡିରେ ।

2- ଏମିତି କଣ ଅଛି ଯାହା ସ୍ତ୍ରୀ ମାନେ ବର୍ଷକୁ ଥରେ କିଣିଥାନ୍ତି ?

ଉତ୍ତର- ରାକ୍ଷୀ ।

3- ଏମିତି କଣ ଅଛି ଯାହା ଦାଦା କହିଲେ ମିଳେ ନାହିଁ କିନ୍ତୁ ବାପା କହିଲେ ମିଳିଥାଏ ?

ଉତ୍ତର- ବାପା ।

4- କେଉଁ ପକ୍ଷୀ ର ସ୍ଵର ସବୁଠାରୁ ମଧୁର ହୋଇଥାଏ ?

ଉତ୍ତର- ବୁଲବୁଲ ।

5- କେଉଁ ଦେଶରେ ପ୍ରଥମେ ଶିକ୍ଷା ଅନିବାର୍ଯ୍ୟ କରା ଯାଇଥିଲା ?

ଉତ୍ତର- ପ୍ରଥା ।

6- ମନୁଷ୍ୟ ରାତିରେ ଶୋଇବା ସମୟରେ କେତେ ଥର କଡା ଲେଉଟାଇ ଥାଏ ?

ଉତ୍ତର- 40ରୁ 50 ଥର ।

7- ଦୁନିଆର ସବୁଠାରୁ ବଡ ମେଳା କେଉଁ ସହରରେ ଲାଗିଥାଏ ?

ଉତ୍ତର- ଏଲାହାବାଦ ।

8- କେଉଁ ଦେଶରେ ଝିଅଙ୍କୁ ହଇରାଣ କରିବା ଅପରାଧ ନୁହେଁ ?

ଉତ୍ତର- ଇରାନ ।

9- ମୂଷା ର ମନ୍ଦିର କେଉଁଠି ଅଛି ?

ଉତ୍ତର- ରାଜସ୍ଥାନର ବୀକାନେର ।

10- ଭାରତର ସବୁଠାରୁ ବଡ ଜେଲ କେଉଁଠି ଅଛି ?

ଉତ୍ତର- ତିହାଡ ଜେଲ ଦିଲ୍ଲୀରେ ।

11- ଚାଣକ୍ୟଙ୍କୁ ଅନ୍ୟ କେଉଁ ନାମରେ ଜଣା ଯାଇଥାଏ ?

ଉତ୍ତର- ବିଶୁଣୁ ଗୁପ୍ତ ।

12- ଭାରତର କେଉଁ ରାଜ୍ୟର ରାଜଧାନୀ 2024ରେ ବଦଳିଯିବ ?

ଉତ୍ତର- ତେଲଙ୍ଗାନା ।

13- ଆଗ୍ରା ସ୍ଥିତ ତାଜମହଲ ର ନିର୍ମାଣ କିଏ କରିଥିଲେ ?

ଉତ୍ତର- ଶାହଜାହାନ ।

14- ଭାରତରେ ରାଜ୍ୟର ପ୍ରଥମ ନାଗରିକ କିଏ ହୋଇଥିଲେ ?

ଉତ୍ତର- ରାଜ୍ଯପାଳ ।

15- ଏମିତି କେଉଁ ଜିନିଷ ଯାହା ଥଣ୍ଡାରେ ତରଳିଥାଏ ?

ଉତ୍ତର- ମହମବତୀ ।

16- ପୃଥିବୀରେ ନିଜର କକ୍ଷର ଗତି କେଉଁ ଦିଶାରେ ହୋଇଥାଏ ?

ଉତ୍ତର- ପଶ୍ଚିମରୁ ପୂର୍ବକୁ ।

17- କେଉଁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ପାକିସ୍ତାନରେ ହୋଇଥିଲା ?

ଉତ୍ତର- ଡାକ୍ତର ମନମୋହନ ସିଂ ।

18- ଗୋଟେ ଗଳିରେ ____ ପିଲା ଖେଳୁଥିଲେ ଜଣେ ____ ମହିଳା ସେହି ବାଟ ଦେଇ ଯାଉଥିଲେ, ସେହି ____ ମହିଳାଙ୍କ ହାତରେ ____ ଥିଲା, ପିଲାମାନେ ସେହି  ____ ମହିଳାଙ୍କ ____ ଓଜାଡି ଦେଲେ ?

ଉତ୍ତର- ଏହି ସବୁ ଡ୍ଯାସ ର ଉତ୍ତର ହେଉଛି ଚିନି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *