ଗୁରୁବାର ଦିନ କରନ୍ତୁ ଏହି 5 ଟି କାମ, ଘରେ ହେବ ଧନର ବର୍ଷା…

ବନ୍ଧୁଗଣ ଆଜିର ସମୟରେ ପ୍ରତେକ ବ୍ୟକ୍ତି ନିଜର ଜରୁରତ ପୂରଣ କରିବା ପାଇଁ ଅର୍ଥ ବା ଟଙ୍କାରା ଆବଶ୍ୟକତା ଅନୁଭବ କରିଥାନ୍ତି । ଏହି ସମୟରେ ଅନେକ ଲୋକ ରହିଛନ୍ତି ଯେଉଁ ମାନେ ଅନେକ ତାଙ୍କ ରୋଜଗାର କରନ୍ତି କିନ୍ତୁ ସେମାନଙ୍କ ପାଖରେ ଟଙ୍କା ଟିଏ ରହେ ନାହିଁ । କେଉଁଠି ବା କେଉଁଠି ଟଙ୍କା ଖର୍ଚ୍ଚ ହୋଇ ଯାଇଥାଏ । ଯାହା ପାଇଁ ସେମାନଙ୍କୁ ଆର୍ଥିକ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ ।

ସେମାନଙ୍କ ପାଖରେ ଅର୍ଥ ରହିଥାଏ ଯେଉଁ ମାନଙ୍କ ପାଖରେ ମା ଲକ୍ଷ୍ମୀ ରହିଥାନ୍ତି । ଆଜି ଆମେ ଜାଣିବା ପ୍ରତେକ ଗୁରୁବାର ଦିନ କେଉଁ କାମ କରିବା ଦ୍ଵାରା ଧନର ବୃଦ୍ଧି ହୋଇଥାଏ । ୧- ପ୍ରଥମ କଥା ଟି ହେଉଛି ପ୍ରତେକ ଗୁରୁବାର ଦିନ ଭଗବାନ ବିଶୁଣୁ ଙ୍କର ପୂଜା କରିବା ଉଚିତ ଅଟେ । ଏହି ଉପାୟ ଟି କରିବା ଦ୍ଵାରା ଆପଣଙ୍କ ଜୀବନରେ ଆର୍ଥିକ ସମସ୍ଯା ଦୂର ହୋଇଥାଏ । ଭଗବାନ ବିଶୁଣୁ ଙ୍କ କୃପା ଲାଭ ହେଲେ ଧନର ବର୍ଷା ହୋଇଥାଏ ।

୨- ଦ୍ଵିତୀୟ କଥା ଟି ହେଉଛି ପ୍ରତେକ ଗୁରୁବାର ଦିନ ହଳଦିଆ ବସ୍ତ୍ର ଧାରଣ କରିବା ଉଚିତ ପ୍ରତେକ ସ୍ତ୍ରୀ ଓ ପୁରୁଷ ମାନେ । ଏହା ସହ ମା ଲକ୍ଷ୍ମୀ ଙ୍କୁ ହଳଦିଆ ବସ୍ତ୍ର ଓ ଚାନ୍ଦ ଅର୍ପଣ କରନ୍ତୁ । ମା ଲକ୍ଷ୍ମୀ ଙ୍କ କୃପା ଲାଭ ହେଲେ ଧନର ଅଭାବ କେବେ ବି ଜୀବନରେ ଦେଖା ଦେବ ନାହିଁ ।

୩- ତୃତୀୟ କଥା ଟି ହେଉଛି ଗୁରୁବାର ଦିନ ହଳଦୀ ପାଣି ରେ ପ୍ରତେକ ବ୍ୟକ୍ତି ସ୍ନାନ କରିବା ଉଚିତ । ଏହା ଛଡା କଦଳୀ ଗଛରେ ହଳଦୀ ପାଣି ଅର୍ପଣ କରନ୍ତୁ । ଏହା କରିବା ଦ୍ଵାରା ଜୀବନରେ କେବେ ବି ଆର୍ଥିକ ସମସ୍ଯା ରହିବ ନାହିଁ । ଖାଲି ଧନ ହିଁ ଧନର ବର୍ଷା ହୋଇଥାଏ ।

୪- ଚତୁର୍ଥ କଥା ଟି ହେଉଛି ଧନର ଅଭାବକୁ ଦୂର କରିବା ପାଇଁ ଗୁରୁବାର ଦିନ ଉପବାସ ପାଳନ କରନ୍ତୁ । ଏହି ସମୟରେ ହଳଦିଆ ଜିନିଷ ର ଦାନ କରନ୍ତୁ । ଏହା କରିବା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଘରେ ସୁଖ ସମୃଦ୍ଧି ଧନର ବୃଦ୍ଧି ହୋଇଥାଏ ।

୫- ଶେଷ କଥା ଟି ହେଉଛି ପ୍ରତେକ ଗୁରୁବାର ଦିନ ପ୍ରତେକ ବ୍ୟକ୍ତି ତୁଳସୀ ଗଛ ପୂଜା କରିବା ସମୟରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ । ଗୁରୁବାର ଦିନ ବୃହସ୍ପତି ଗ୍ରହ କୁ ଶାନ୍ତ ରଖିବା ପାଇଁ ଭଗବାନ ଶିବ ଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ବୃହସ୍ପତି ଗ୍ରହ ପ୍ରସନ୍ନ ହୋଇଥାଏ ଏବଂ ସବୁ ଗ୍ରହ ଦୋଷ ଦୂର ହୋଇଥାଏ ।

ତେବେ ଏହା ଥିଲା ସେହି ୫ଟି ନିୟମ ଯାହାକୁ ଗୁରୁବାର ଦିନ ପାଳନ କରିବା ଦ୍ଵାରା ଆର୍ଥିକ ସମସ୍ଯା ରହି ନ ଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *