ପ୍ରେମ ରେ ସବୁବେଳକେ ଧୋକା ମିଳିଥାଏ ଏହି 2ଟି ନାମର ଝିଅଙ୍କୁ-Jyotisha Shastra

ବନ୍ଧୁଗଣ ମଣିଷ ଜୀବନରେ କେବେ ସୁଖ ତ କେବେ ଦୁଃଖ ର ସମାନ କରିବାକୁ ପଡିଥାଏ । ଜୀବନରେ ଆସିବାକୁ ଥିବା ସୁଖ କି ଦୁଃଖ ନାମ ସହ ଯୋଡି ହୋଇ ରହିଥାଏ । ପ୍ରତେକ ମଣିଷ ଙ୍କ ଜୀବନରେ ସାଥି ରୂପେ କେହି ନା କେହି ଥାନ୍ତି । ଯାହାକୁ ସେମାନେ ହୃଦୟ ରୁ ସଚ୍ଚା ପ୍ରେମ କରିଥାନ୍ତି । କିନ୍ତୁ ଯେବେ ପ୍ରେମରେ ଧୋକା ମିଳେ ତେବେ ବହୁତ କଷ୍ଟ ହୋଇଥାଏ ।

ପ୍ରତେକ ଙ୍କ ଲାଇଫରେ ଏମିତି କିଛି ଲୋକ ରହିଥାନ୍ତି ଯେଉଁ ମାନେ ଅଧା ରାସ୍ତା ରେ ହାତ ଛାଡି ଦେଇ ଚାଲି ଯାଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ କହିବୁ ଏମିତି 2ଟି ନାମର ଝିଅ ଙ୍କ ବିଷୟାରେ ବିଷୟରେ ଯେଉଁ ମାନେ ନିଜ ଲାଇଫରେ ସବୁବେଳେ ଧୋକା ଖାଇଥାନ୍ତି ଓ ଦୁଃଖ ରେ ରହିଥାନ୍ତି । ତେବେ ଆସନ୍ତୁ ଜାଣି ନେବା ସେହି ଝିଅ ମାନଙ୍କ ବିଷୟରେ ବିସ୍ତାର ଭାବେ ।

1- P ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ P ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏମାନେ ଅନ୍ୟ ଝିଅ ଙ୍କ ଅପେକ୍ଷା ଅଲଗା ହୋଇଥାନ୍ତି । ଏମାନେ କାହା ଆଗରେ ଏକଦମ ଭାବେ ମିଶାନ୍ତି ନାହିଁ । କିନ୍ତୁ ଏମାନେ ଯାହାକୁ ଭଲ ପାଇଥାନ୍ତି ବା ନିଜର ମନ ଦେଇଥାନ୍ତି ତାଙ୍କ ସହ ହୃଦୟ ରୁ ଯୋଡି ହୋଇଥାନ୍ତି । ଏହି ଝିଅ ମାନେ ସେତେବେଳେ ଦୁଃଖ ହୋଇଥାନ୍ତି ଯେବେ ଏମାନେ କାହାକୁ ସଚ୍ଚା ପ୍ରେମ କରିଥାନ୍ତି ଆଉ ସେ ଛାଡିକି ଚାଲି ଯାଇଥାଏ । ନିଜର ସାଥୀଙ୍କୁ ହରାଇବା ପରେ ଏମାନେ ନିଜକୁ ଦୋଷୀ ଭାବେ ଭାବି ଥାନ୍ତି । ଆଉ ସାରା ଜୀବନ ଦୁଃଖୀ ରହିଥାନ୍ତି ।

2- K ନାମର ଝିଅ ମାନେ : ଏହି ନାମରରୁ ଆରମ୍ଭ ହୋଇଥିବା ଝିଅ ଏମାନେ ଦେଖିବାକୁ ଖୁବ ସୁନ୍ଦର ହୋଇଥାନ୍ତି । ଏହା ସହ ଏମାନଙ୍କର ସ୍ଵଭାବ ମଧ୍ୟ ଖୁବ ଚଞ୍ଚଳ ହୋଇଥାଏ । ଏମାନେ ନିଜର ଭଲ ସ୍ଵଭାବ କାରଣରୁ କାହାରି ମନରେ ବହୁତ ଜଲ୍ଦି ଜାଗା ବନାଇ ଦେଇଥାନ୍ତି । ଖାଲି ଏତିକି ନୁହେଁ ବରଂ ଏମାନେ ଯାହାକୁ ବି ଭଲ ପାଇଥାନ୍ତି ସଚ୍ଚା ପ୍ରେମ କରିଥାନ୍ତି ।

କିନ୍ତୁ ଯେବେ ଏମାନଙ୍କ ସାଥି ଏମାନଙ୍କୁ ଛାଡି କି ଯାଇଥାନ୍ତି ଏମାନେ ଭାଙ୍ଗି ପଡନ୍ତି । ଯାହା ତାଙ୍କ ଜୀବନରେ ଦୁଃଖ ର କାରଣ ପାଲଟି ଯାଏ । ଆଉ ଏମାନେ ସାରା ଜୀବନ ଦୁଃଖୀ ରହିଥାନ୍ତି । ତେବେ ଏମାନେ ହେଉଛନ୍ତି ସେହି 2ଟି ନାମର ଝିଅ ଯେଉଁ ମାନେ ଭଲ ପାଇବାରେ ସବୁବେଳେ ଧୋକା ଖାଇଥାନ୍ତି ଆଉ ସାରା ଦୁଃଖ ରେ ରହିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *