ଗୁରୁବାର ଦିନ କରନ୍ତୁ ଏହି ଛୋଟ ଓ ସହଜ ଉପାୟ କେବେ ବି ହେବ ନାହିଁ ଧନର ଅଭାବ…

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ରେ କୁହା ଯାଇଛି କି ବୃହସ୍ପତି ଗ୍ରହ ଧନର ପ୍ରତୀକ ଅଟନ୍ତି । ଯେଉଁ ବ୍ୟକ୍ତି ଙ୍କ ଉପରେ ବୃହସ୍ପତି ଙ୍କ କୃପା ରହିଥାଏ ଏହି ବ୍ୟକ୍ତି ଜୀବନ ସାରା ଧନର ଅଭାବ ହୁଏ ନାହିଁ । ଯଦି ବୃହସ୍ପତି ଙ୍କ ସ୍ଥିତି ବ୍ୟକ୍ତି ଜୀବନରେ ଠିକ ନ ଥାଏ ତେବେ ସାରା ଜୀବନ ପରିଶ୍ରମ କରି ମଧ୍ୟ ଆର୍ଥିକ ସ୍ଥିତି ଠିକ ହୋଇପାରେ ନାହିଁ । ଏମିତି କି ସଫଳତା ପାଇବା ପାଇଁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।

ତେଣୁ ଜାତକ ରେ ବୃହସ୍ପତି ଠିକ ରହିବା ପାଇଁ କିଛି ଉପାୟମାନ କରିବା ଜରୁରୀ ଅଟେ । ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଗୁରୁବାର ଦିନ ହେଉଛି ମା ଲକ୍ଷ୍ମୀ ଙ୍କର ଦିନ । ଏହି ଦିନକୁ ଅତ୍ୟନ୍ତ ଶୁଭ ଭାବେ ବିଚାର କରାଯାଏ । ଗୁରୁବାର ଦିନ ମା ଲକ୍ଷ୍ମୀ ଙ୍କର ବିଶେଷ ଭାବେ ପୂଜା କରିବାର ବିଧି ରହିଛି । ତେବେ ଏହି ଉପାୟ ଟି କରିବା ପାଇଁ ଗୁରୁବାର ଦିନ ଟି ଶ୍ରେଷ୍ଠ ହୋଇଥାଏ ।

ଗୁରୁବାର ଦିନ ବ୍ରହ୍ମ ମୂହୁର୍ତ୍ତ ର ଉଠି ନିତ୍ୟ କର୍ମ ସାରି ହଳଦିଆ ବସ୍ତ୍ର ଧାରଣ କରିବା ଉଚିତ । ଏହା ପରେ ଏହି ବିଧି ପାଇଁ କଞ୍ଚା କ୍ଷୀର ର ଆବଶ୍ୟକତା ପଡିବ । କିନ୍ତୁ ଧ୍ୟାନ ରଖିବେ ଯେମିତି କ୍ଷୀର ରେ ପାଣି ନ ମିସିଥିବା ଦରକାର । ଏହା ପରେ ଗୋଟେ ଚାନ୍ଦି ପାତ୍ର ରେ କ୍ଷୀର ନିଅନ୍ତୁ । ଯଦି ଚାନ୍ଦି ର ପାତ୍ର ନାହିଁ ତେବେ ସାଧାରଣ ଯେ କୌଣସି ପାତ୍ର ନେଇ ପାରିବେ ।

 

ଏବେ ଚାନ୍ଦି ପାତ୍ର ରେ ଥିବା କ୍ଷୀର କୁ ତୁଳସୀ ଗଛରେ ଅର୍ପଣ କରନ୍ତୁ । କ୍ଷୀର ଢାଳିବା ସମୟରେ ଭଗବାନ ବିଶୁଣୁ, ମା ଲକ୍ଷ୍ମୀ ଓ ବୃହସ୍ପତି ଦେବ ଙ୍କୁ ପ୍ରାର୍ଥନା କରନ୍ତୁ । ତୁଳସୀ ଗଛରେ ମା ଲକ୍ଷ୍ମୀ ଙ୍କର ବାସ ହୋଇଥାଏ ବୋଲି ଶାସ୍ତ୍ର ରେ ଉଲେଖ ରହିଛି । ତୁଳସୀ ଗଛରେ ଗାଈ ର କଞ୍ଚା କ୍ଷୀର ଅର୍ପଣ କରିବା ଦ୍ଵାରା ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ।

ଏହା ସହ ଭଗବାନ ବିଶୁଣୁ ଙ୍କୁ ମଧ୍ୟ ତୁଳସୀ ଅତି ପସନ୍ଦ ଅଟେ । ତେବେ ଗୁରୁବାର ଦିନ ଏହି ସହଜ ଓ ସରଳ ଉପାୟ ଟି କରିବା ଦ୍ଵାରା ଅନେକ ଶୁଭ ଫଳ ମିଳିଥାଏ । ଏହି ଉପାୟ କରିଲେ ବ୍ୟକ୍ତି ଜୀବନରେ ସବୁ ସମସ୍ୟମାନ ଦୂର ହୋଇଥାଏ ଓ ସୁଖ ସମୃଦ୍ଧି ର  ବୃଦ୍ଧି ହୋଇଥାଏ । ଏହି ଉପାୟ ଟି କରିବା ଦ୍ଵାରା ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁ ଙ୍କ ଅପାର କୃପା ପ୍ରାପ୍ତ ହୋଇଥାଏ ।

ଏହା ସହ ବୃହସ୍ପତି ଗ୍ରହର ଅଶୁଭତ୍ଵ ନଷ୍ଟ ହୋଇଥାଏ । ତେବେ ବୃହସ୍ପତି ଗ୍ରହ ଦୋଷ ନ ଲାଗିବା ଏହି ଉପାୟ ଟି ନିହାତି କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *