ଗୁରୁବାର ଦିନ ଲୁଣର ଏହି ଉପାୟ ଆପଣଙ୍କୁ କୋଟିପତି ବନେଇପାରେ, ଜାଣନ୍ତୁ କିପରି ଲୁଣ କରିବାରେ କୋଟିପତି ?

ବନ୍ଧୁଗଣ ବିଶ୍ଵାସ ଉପରେ ଦୁନିଆ ତିଷ୍ଠି ରହିଛି । ପୁରୁଣା ଯୁଗରୁ ଲୁଣର ବ୍ୟବହାର ହୋଇ ଆସୁଛି । ଲୁଣ ନା କେବଳ ଆମ ଭୋଜନକୁ ସ୍ବାଦିଷ୍ଟ ବନାଇଥାଏ ଏହା ଆମକୁ ଅନେକ ଫାଇଦା ମଧ୍ୟ ଦେଇଥାଏ । ଯଦି ଆମ ଶରୀରରେ ଲୁଣର ଅଭାବ ଦେଖାଯାଏ ତେବେ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ମାନାଯାଏ କି ଲୁଣ ବ୍ୟକ୍ତି କୁ ଧନବାନ ବନାଇ ଦେଇଥାଏ । ଲୁଣ ଠାରେ ସାକାରାତ୍ମକ ଭଣ୍ଡାର ରହିଛି ।

ଲୁଣକୁ ନେଇ ଏମିତି କିଛି ଉପାୟ ଅଛି ଯଦି ମନୁଷ୍ୟ ଏହାକୁ କରିପାରିବ ତେବେ ନିଶ୍ଚିନ୍ତ ଭାବେ ତାର ଗରିବୀ ଦୂର କରିପାରିବ । ଆଜି ଆମେ ଜାଣିବା ଗୁରୁବାରରେ ଲୁଣର ପ୍ରୟୋଗ କିପରି କରିବା । ୧- ୧୦୦ ଗ୍ରାମ ମୁଗ ଡାଲି, ୫୦ ଗ୍ରାମ ଚାଉଳ, ନାଲି ଲଙ୍କା, ଗୋଟେ ପ୍ଯାକେଟ ଲୁଣ, ୧୦୦ ଗ୍ରାମ ସୋରିଷ ତେଲ ଓ ଗୋଟେ ପାଣି ବୋତଲ ସବୁ ସାମଗ୍ରୀକୁ ଏକତ୍ର କରି କୌଣସି ମହିଳା ବା ପୁରୁଷ ଗୁରୁବାର ଦିନ ଦାନ ରେ ଦେଇ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଭାଗ୍ୟ ଉଦୟ ଏହା ସହ ଚାକିରି ବ୍ୟାପାରରେ ଉନ୍ନତି ହେବ । ମା ଲକ୍ଷ୍ମୀ ଆପଣଙ୍କ ଗୃହକୁ ଟାଣି ହୋଇ ଆସିବେ । କରଜ ରୁ ମୁକ୍ତି ପାଇବେ ।

୨- ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଲୁଣ କୁ ଚନ୍ଦ୍ର ଓ ଶକ୍ର ଗ୍ରହଙ୍କର ପ୍ରତିନିଧି ମାନାଯାଏ । ଲୁଣ କୁ କୌଣସି ଷ୍ଟିଲ ବା ଲୁହାର ପାତ୍ର ରେ ରଖୁଛନ୍ତି ତେବେ ଚନ୍ଦ୍ର ଓ ଶନିଙ୍କ ମିଳନ ହେବ ଯାହା ଘାତକ ସିଦ୍ଧ ହୋଇଥାଏ । ଏପରିକି ଆପଣ କାଙ୍ଗାଳ ହୋଇପାରନ୍ତି । ତେଣୁ ଲୁଣକୁ ସର୍ବଦା କାଚ ପାତ୍ର ରେ ରଖିବା ଉଚିତ । ଏହାକୁ ବହୁତ ଶୁଭ ମାନା ଯାଇଥାଏ । ପ୍ଲାଷ୍ଟିକ ବା ଲୁହା ପାତ୍ର ରେ ଲୁଣ ରଖିଲେ ବ୍ୟକ୍ତିକୁ ଗରିବୀର ସାମ୍ନା କରିବାକୁ ପଡିଥାଏ ।

୩- କିଛି ଲୋକ ଖାଦ୍ଯରେ ଲୁଣ କମିଗଲେ ଅଳ୍ପ ନେଇକି ପକାଇଥାନ୍ତି । ଏହା ଅଶୁଭ ହୋଇଥାଏ । ଲୁଣ କେବେ ତଳେ ପକାଇବା ଉଚିତ ନୁହେଁ । ଏହା ଦ୍ଵାରା ଚନ୍ଦ୍ରମା ଓ ଶୁକ୍ର ଗ୍ରହ କମଜୋର ହୋଇଥାନ୍ତି । ଯାହା ଦ୍ୱ୍ରା ମା ଲକ୍ଷ୍ମୀ ଗୃହରୁ ଚାଲି ଯାଇଥାନ୍ତି ।

୪- ଉଧାରରେ ଆଣି କେବେ କାହାର ଲୁଣ ଖାଇବା ଅନୁଚିତ ହୋଇଥାଏ । ଲୁଣକୁ ସର୍ବଦା ଟଙ୍କା ଦେଇକି ଆଣିବା ଉଚିତ । ଯଦି କାହାର ଲୁଣ ଖାଇ ଭୁଲି ଯାଇଛନ୍ତି ତେବେ ଆପଣଙ୍କୁ ଶନିଦେବଙ୍କର କୋପର ଶିକାର ହେବାକୁ ପଡିପାରେ ।

୫- ସନ୍ଧ୍ୟା ସମୟରେ କେବେ ବି କାହା ଠାରୁ ଲୁଣ ନେବା ବା ଦେବା ଅନୁଚିତ । ଏହା ଦ୍ଵାରା ଘରର ସୁଖ ସମୃଦ୍ଧି ଚାଲି ଯାଇଥାଏ । ଏହା ସହ ଲୁଣ ନେଉଥିବା ବ୍ୟକ୍ତି ମଧ୍ୟ ବରବାତ ହୋଇଯାଏ । ଲୁଣ ମିଶ୍ରିତ ପାଣିରେ ପୋଛା ଲଗାଇବା ଦ୍ଵାରା ଘରେ ଥିବା ନେଗେଟିଭ ଶକ୍ତି ଦୂର ହୋଇଥାଏ । ଦ୍ଵିପହର ସମୟରେ ଲୁଣ ରେ ପୋଛା ମାରିବା ଅନୁଚିତ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *