ହାର୍ଟ – ଶିର ବ୍ଲକେଜ, ଡାଇବେଟିସ, କୋଲେଷ୍ଟ୍ରୋଲ ଭଳି 10 ପ୍ରକାର ରୋଗ ମୂଳରୁ ହେବ ଶେଷ

ନମସ୍କାର ଦର୍ଶକ ବନ୍ଧୁ ; ସବୁ ରୋଗର ପ୍ରତିକାର ମଧ୍ୟ ରହିଥାଏ । ସବୁବେଳେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇବା ଠିକ ନୁହେ । ଘରେ ମଧ୍ୟ ଉପଚାର କରିହେବ । ଯଦି ଆପଣଙ୍କ ର ହୃଦୟ ଜନିତ ରୋଗ , ଏସିଡିଟି ର ଅସୁବିଧା  ଅଛି , ଲିଭର ବହୁତ ଦୁର୍ବଳ ହେବ , ଚର୍ମ ରୋଗ , ରକ୍ତ ଶର୍କରା ଅଧିକ , କଲେଷ୍ଟୋର ବଢିକି ଅଛି ଶାରୀରିକ କଷ୍ଟ ପାଉଛନ୍ତି ଯେମିତିକି ଗୋଡ ହାତ କାଲୁଆ ହେବା ବା ବିନ୍ଧିବା ,ଚର୍ମ କୁଣ୍ଡେଇ ହୋଇ ନାଲି ପଡିଯିବା କୌଣସି କାମର ଚିନ୍ତା କରିବା ଦ୍ଵାରା ମୁଣ୍ଡ ବିନ୍ଧିବା ବା ହାଡ ବିନ୍ଧିବା ।

ଏପରି ଅନେକ ସମସ୍ଯା ରହିଛି । ଯାହାର ପ୍ରତିକାର ଘରେ ମଧ୍ୟ କରିପାରିବେ । ଡାଲଚିନି ଦ୍ଵାରା ଏହିସବୁ ସମସ୍ଯା ଦୂର ହୋଇଯାଏ । ଯେଉମାନଙ୍କର hba1c ବଢିଯାଇଛି ,ହୃଦୟ ସର୍ବଦା ଦୁର୍ବଳ ରହୁଛି ,ଅତ୍ୟଧିକ ପରିଶ୍ରମ କାଲେ ଥକି ଯାଉଛନ୍ତି , ରକ୍ତର ଅଭାବ ଅଛି , ଶରୀରକୁ ବହୁତ ଦୁର୍ବଳ ଲାଗୁଛି । ଏହି ରୋଗ ପାଇ ଡାଲଚିନି ବହୁତ ଭଲ ଅଟେ । ଯେଉ ବ୍ୟକ୍ତିଙ୍କର ଯକୃତରେ ଦୁର୍ବଳ ହୋଇଛି ବା ଯକୃତରେ ଚର୍ବି ହୋଇଯାଇଛି ,ଯକୃତର ଚଳପ୍ରଚଳ ଭଲ ଭାବରେ ହେଉନହି ।

ଏସବୁ ଭଲ ହେବାରେ ଡାଲଚିନିର ପ୍ରମୁଖ ଭୂମିକା ରହିଛି । ଯେଉ ବ୍ୟକ୍ତିଙ୍କର ଖାଦ୍ଯ ଭଲ ଭାବରେ ହଜମ ହେଉନହି ବା ଗ୍ଯାସ ହୋଇଯାଉଛି । ଯେଉମାନଙ୍କୁ ଥଣ୍ଡା ବା କାଶ ହେଉଛି  । ଫୁସଫୁସ ଦୁର୍ବଳ ଅଟେ ତ ଏହି ଡାଲଚିନି ବହୁତ କାମରେ ଆସିଥାଏ । ଡାଲଚିନିର ଅଧିକ ବ୍ଯେବହାର ଦ୍ଵାରା ବହୁତ କିଛି ସମସ୍ଯା ଆସେ । ଯେପରି ଆପଣ ସବୁବେଳେ ଚାହା ପିଉଛନ୍ତି ସେହିପରି ପାଣିକୁଆ କିଛି ସମୟ ଫୁଟାନ୍ତୁ ପଣି ଫୁଟିଲା ପରେ ଦୁଇମୁଠା ଡାଲଚିନି ସେଥିରେ ପକାନ୍ତୁ ,

ତାର ଅଧିକ ସ୍ଵାଦ ଆସିବା ପାଇ ସେଥିରେ ଗୋଟେ ଚାମଚ ମହୁ ମିଶାଇ ପିଇ ପାରିବେ । ଏହାକୁ ସକାଳୁ ଖାଇବାର ଦୁଇ ଘଣ୍ଟା ପୂର୍ବରୁ ଚାହା ପିଇଲା ପରି ଅଳ୍ପ ଉଷୁମ ଥାଇ ପିଇବେ । ଏହା ଦ୍ଵାରା ସବୁ ସମସ୍ଯା ଦୂର ହେବ । ଯେଉ ମାନଙ୍କର ଆଁଠୁ ଗଣ୍ଠି ଜନିତ ସମସ୍ଯା ଅଛି ବା କ୍ୟାଲସିୟମ ଅଭାବ ଅଛି । ଏହାର ମଧ୍ୟ ଆଉଗୋଟେ ଉପାୟ ମଧ୍ୟ ଅଛି । କ୍ୟାଲସିୟମ ବଢାଇବାକୁ ଚହୁଁଛନ୍ତି ତ ଡାଲଚିନିକୁ କ୍ଷୀର ସହ ମିଶାଇ ଏବଂ ଏହାକୁ ଫୁଟାଇ କିଛି ମିଶିରି ବା ଚିନୀ ମିଶାଇ ପିଅନ୍ତୁ ।

ଏହାକୁ ଆପଣ ଖାଲି ପେଟରେ ବା ଖାଇବାର ଦୁଇ ଘଣ୍ଟା ପୂର୍ବରୁ ପିଅନ୍ତୁ । ଏହାକୁ ସାମାନ୍ୟତଃ ଦୁଇ ମାସ ପର୍ଯ୍ୟନ୍ତ ପିଇବେ ତ ବହୁ ପରିବର୍ତନ ଆସିବ । ଯେଉ ମାନଙ୍କର ଯକୃତ ଜନିତ ସମସ୍ଯା ରହିଛି ସେମାନେ ଡାଲଚିନିକୁ ମହୁ ସହିତ ମିଶାଇ ଦିନକୁ ତିନିଥର ଖାଇଲେ ଯକୃତ ଜନିତ ସମସ୍ଯା ଦୂର ହୋଇଯିବ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ ତ ଏହି ପେଗ କୁ  ଲାଇକ , କାମେଣ୍ଟ ଆଉ ଶେୟର କରନ୍ତୁ ।

Leave a Reply

Your email address will not be published. Required fields are marked *