ଘରେ ଲେମ୍ବୁ ଗଛ ଲଗାଇଲେ ଶୁଭ ହୋଇଥଏ କି ଅଶୁଭ… ଦେଖନ୍ତୁ Vaastu Tips

ନମସ୍କାର ବନ୍ଧୁଗଣ । ଆପଣମାନେ ଲେମ୍ବୁ ଗଛକୁ ସମସ୍ତେ ଜାଣିଥିବେ । ପୁରାଣ କଥା ଯଦି ଭାବିବା ଲେମ୍ବୁ ଶୁଭ କି ଅଶୁଭ ଏମିତି କିଛି କଥା ଗଛ ମାନଙ୍କୁ ନେଇ ଲେଖା ଅଛି । ଆସନ୍ତୁ ଜାଣିବା ଏହା ଶୁଭ କି ଅଶୁଭ । ବନ୍ଧୁଗଣ ଘରେ ଗଛ ଲଗାଇବା କିଛି ଅଶୁଭ ହୋଇନଥାଏ ଯଦି ଆମେ ସେହି ଗଛକୁ ବାସ୍ତୁ ଶାସ୍ତ୍ର ଅନୁସାରେ ଲଗାଇବା ତାହାଲେ ଆମପାଇଁ ଶୁଭ ଫଳ ମିଳିଥାଏ । ଯଦି ଆମେ ଲେମ୍ବୁ ଗଛ କଥା କହିବା ତାହାଲେ ଏହି ଗଛକୁ ଘରେ ଲଗାଇବା ଅଶୁଭ ହୋଇନଥାଏ । ଆସନ୍ତୁ ଜାଣିବା

ଲେମ୍ବୁ ଗଛ ଘରେ ଲଗାଇବା ଶୁଭ କି ଅଶୁଭ ହୋଇଥାଏ। ବନ୍ଧୁଗଣ ଲେମ୍ବୁଗଛ ଘରେ ଲଗାଇବା ଶୁଭ ହୋଇଥାଏ । ଏହାର କିଛି ସକରାତ୍ମକ ପ୍ରଭାହା ଆମ ଘରେ ପଡିଥାଏ । ପୁରୁଣା ଯୁଗର ଲୋକଙ୍କ କଥା ଅନୁସାରେ କୌଣସି କଣ୍ଟା ଜନିତ ଗଛକୁ ଘରେ ଲଗାଇବା ଅସୁଭ ହୋଇଥାଏ । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ କିଛି କଣ୍ଟାର ଗଛକୁ ଯଦି ଆମେ ଘରେ ଲଗାଇବା ତାହାଲେ ଆମ ପାଇଁ ଶୁଭ ହୋଇଥାଏ । ଏହା ମଧ୍ୟରୁ ଲେମ୍ବୁ ଗଛହଉଛି ଅନ୍ୟତମ । ବାସ୍ତୁ ଦୋଷ ଦୂର କରିବା ପାଇଁ ଲେମ୍ବୁର ସାହାଜ୍ଯ ଦରକାର ହୋଇଥାଏ ।

ଆପଣ ମାନେ ଜାଣିଥିବେ ଖରାପ ନଜରରୁ ମୁକ୍ତି ପାଇବା ପାଇଁ ଲେମ୍ବୁକୁ ବ୍ୟବହାରା କରାଯାଇଥାଏ । ଯଦି ଆପଣ ଘରେ ଲେମ୍ବୁ ଗଛ ଲଗାଉଛନ୍ତି ତାହାଲେ ଆପଣଙ୍କର ବାସ୍ତୁ ଦୋଷ କଟିଯିବ ଓ ଆପଣଙ୍କର ଗୃହରେ ଥିବା ନକାରତ୍ମକ ଶକ୍ତି ନଷ୍ଟ ହୋଇଯିବ । ଯଦି କୌଣସି ଲୋକର ଶରୀର ଖରାପ ଅଛି ତାହାଲେ ଆପଣ ଏକ ଲେମ୍ବୁ ଉପରେ 307 ଲେଖି ସେହି ବ୍ୟକ୍ତି ଉପରେ 7ଥର ଓଲଟା ବୁଲେଇ ତାହାକୁ ଗଛ ମୂଳକୁ ଫୋପାଡି ଦେବେ ଦେଖିବେ ସେହି ଲୋକର ଶରୀର ଠିକହୋଇଯିବ ।

ଯଦି ଆପଣ ରାତିରେ କିଛି ଖରାପ ସୋପ୍ନ ଦେଖି ଡ଼ରୁଛନ୍ତି ନିଦହାଉନାହିଁ  ତାହାଲେ ଆପଣ ଏକ କଞ୍ଚା ଲେମ୍ବୁକୁ ଆପଣଙ୍କ ପାଖରେ ରଖି ସୋଇବେ ସେହି ଲେମ୍ବୁଟି ଶୁଖିଗଲା ପରେ ଆଉଏକ ଲେମ୍ବୁ ରଖି ସୋଇବେ ଏମିତି ଉପାୟ 5 ଥର କରିବେ ଦେଖିବେ ଆପଣଙ୍କୁ ଆଉ ଖରାପ ସୋପ୍ନ ଦେଖାଯିବ ନାହିଁ  । ଆପଣ ଶାନ୍ତିରେ ରାତିରେ ସୋଇପାରିବେ । ଆସନ୍ତୁ ଜାଣିବା ଲେମ୍ବୁ ଗଛ କେଉଁଠି ଓ କିପରି ଲଗାଇବା – ବନ୍ଧୁଗଣ ଲେମ୍ବୁ ଗଛକୁ ସବୁ ସ୍ଥାନରେ ଲଗାଇବା କଥାନୁହେଁ । କେବେବି ଆପଣ ନିଜର ମୁଖ୍ୟ ଦ୍ଵାରରେ ଲେମ୍ବୁ ଗଛ ଲଗାଇବେ ନାହିଁ ।

ଘର ଭିତରେ କେବେବି ଲେମ୍ବୁ ଗଛ ଲଗାଇବେ ନାହିଁ । ଏହା ଅଶୁଭ ହୋଇଥାଏ । ଘରର କୌଣସି କୋଣରେ ଲେମ୍ବୁ ଗଛ ଲଗାଇବା ଶୁଭ ହୋଇଥାଏ । ଗୃହରେ ଥିବା ସମସ୍ତ ନକାରତ୍ମକ ଶକ୍ତି ନଷ୍ଟ ହେଇଯାଇଥାଏ ।  ଛୋଟ ଛୁଆଙ୍କର ନଜର ଉତ୍ତରିବା ପାଇଁ ଲେମ୍ବୁକୁ ବ୍ୟବହାର କରିବେ । ଲେମ୍ବୁକୁ ଅଧା କାଟିଦେବେ ଓ ତାହାପରେ ଲେମ୍ବୁରେ କଳା ରାସୀ କିଛି ଓ ଏକ କଳା ସୂତାରେ ବାନ୍ଧି ସେହି ଛୁଆର ଚତୃପାସରେ ଓଲଟା 7ଥର ବୁଲାଇବେ ଓ ତାହା ପରେ ଜଳ ନଥିବା ସ୍ଥାନକୁ ଫୋପାଡି ଦେବେ ଦେଖିବେ ସେହି ଛୁଆଟିକୁ ବହୁତ ଆରମ ଲାଗିବ । ଏହି ଉପାୟକୁ ଆପଣ କରନ୍ତୁ ଦେଖିବେ ନିଶ୍ଚିତ ଫଳପଦ ହେବ ।

Leave a Reply

Your email address will not be published. Required fields are marked *