ଶନିବାର ଦିନ ଏହି ଉପାୟ କାଲେ 1 ଘଣ୍ଟାରେ ମିଳିବ ଚମତ୍କାର ଫଳ ! ହେବ ଧନର ବର୍ଷା

ଶନିବାର ହେଉଛି ହନୁମାନଙ୍କର ପ୍ରିୟା ବାର । ଏହି ଦିନରେ ପୂଜା କାଲେ ବହୁତ ଶୁଭ ଫଳ ପ୍ରାପ୍ତି ହୋଇଥାଏ ।ହନୁମାନ ଯାହା ଉପରେ ସନ୍ତୁଷ୍ଠ ହୋଇଥିବେ ତାର ସବୁ ବିପଦ ଦୂର କରିଥାନ୍ତି । ଚାକିରି ବା ବେବସାୟ ,ପଥପଢା ,ବାହାଘର ନ ହେଉଥିଲେ ହନୁମାନ ମନ୍ଦିରରେ ବିଡା ପାନ ଚଢାଇଲେ ମନସ୍କାମନା ପୂର୍ଣ ହୋଇଥାଏ ।ମଙ୍ଗଳ ବାର ଦିନ ଯେକୌଣସି ହନୁମାନ ମନ୍ଦିରକୁ ଯାଇ ବିଡା ପାନ ଚଢନ୍ତୁ ।

ବିଡା ପାନ ଚଢାଇବା ସମୟରେ ୧୦୮ ଥର ‘ଶ୍ରୀ ରାମା ଜୟା ରାମା ଜୟା ଜୟା ରାମା ‘ଏହି ମନ୍ତ୍ର ଜପ କରିବେ ।ଏହା ଦ୍ଵାରା ହନୁମାନ ସବୁ ସମସ୍ୟାକୁ ଦୂର କରିବେ। ମନସ୍କାମନା ମଧ୍ୟ ପୂର୍ଣ ହେବ ।ସବୁ ଚିନ୍ତା ଦୂର ହୋଇଯିବ । ହନୁମାନଙ୍କୁ ଲବଙ୍ଗ ଗୁଜୁରାଈ ଏବଂ ଗୁଆ ବହୁତ ପସନ୍ଦ ଅଟେ ।ଏହି ତିନୋଟି ଜିନିଷ ଯଦି ମଙ୍ଗଳ ବାର ଦିନ ଚଢାଇବେ ତ ମଙ୍ଗଳ ଦୋଷ  କତିଯାଏ ଯଦି ସାନି ବାର ଦିନ ଚଢାଇବେ ତ ଶନି କଷ୍ଟ ଦୂର ହୋଇଥାଏ ।

ଯାହାର ବିବାହ ରେ ବିଳମ୍ବ ହେଉଛି ସେହି ବ୍ୟକ୍ତି ଚଢନ୍ତୁ ମଙ୍ଗଳ ଦୋଷ  ଦୂର ହୋଇଥାଏ ।ମଙ୍ଗଳ ବାର ଦିନ ରାଶିତେଲରେ ଲବଙ୍ଗ ପକାଇ ହନୁମାନଙ୍କୁ ଅଳଟି କାଲେ କରଜରୁ ମୁକ୍ତି ବା ଧାନର ପ୍ରାପ୍ତି ହୋଇଥାଏ ।ଗୋଟେ ନଡିଆରେ ନାଲି ସୂତା ବାନ୍ଧି ହନୁମାନଙ୍କୁ ସମର୍ପଣ କରନ୍ତୁ  ଏହା ଦ୍ଵାରା ଗରିବୀ ରୁ ମୁକ୍ତ ହେବେ ବା ଧାନର ପ୍ରାପ୍ତି ହେବ । ଯଦି ଗୋଟେ ନଡିଆକୁ ଲାଲ କପଦରେ ବାନ୍ଧି ଘରର ବାହାରେ ବାନ୍ଧି ଦିଅନ୍ତି ତ ଘର ଉପରେ ନକରାତ୍ମକ ଶକ୍ତି ରା ପ୍ରଭାବ ପଡିନଥାଏ ।

ହନୁମାନଙ୍କୁ ଗୁଡ ଚଣା  ବହୁତ ପସନ୍ଦ ଯଦି ଆପଣ ଏହାକୁ ଭୋଗ ଲାଗନ୍ତି । ଏହା ଅର୍ପଣା କରିବା ଦ୍ଵାରା  ହନୁମାନ ପ୍ରସନ୍ନ ହୋଇଥାନ୍ତି  । ଶନିବାର ବା ମଙ୍ଗଳବାର ଦିନ ଏହା ଚଢାଇବେ ତ ବିଜନେସ ବା ମନ ଲଭିତିବା ଚକେରି ମିଳିଥାଏ । ହନୁମାନଙ୍କୁ ମୁଠା ଜାତୀୟ ଦ୍ରବ୍ଯ ଭୋଗ ଅତ୍ୟନ୍ତ ପସନ୍ଦ । ଏହି ଭୋଗ ମଙ୍ଗଳ ବାର ଦିନ ଚଢାଇଲେ ମନସ୍କାମନା ପୂର୍ଣା ହୋଇଥାଏ । ହନୁମାନଙ୍କୁ ତିନି ପ୍ରକାରର ଲଡୁ ବହୁତ ପସନ୍ଦ ବୁନ୍ଦିଲଡୁ , ବେସନଲଡୁ ବା ମଲେଇମିଶ୍ରିଲଡୁ ।

ଏଥି ମଧ୍ୟରୁ ବେସନ ଲଡୁ ବହୁତ ପସନ୍ଦ ।ଲଡୁ ସହିତ ତୁଲସୀ ପତ୍ର ଚଢାଇଲେ ଭକ୍ତ ମାନଙ୍କୁ ବରଦାନ ପ୍ରଦାନ କରିଥାନ୍ତି । ଲଡୁ ଚଢାଇବା ଦ୍ଵାରା ସବୁ ଗ୍ରହ ଶାନ୍ତ ହୋଇଥାନ୍ତି ଯେମିତିକି ରହୁ ,କେତୁ ,ଶନି ସମସ୍ତ ଗ୍ରହ ଭଲ ସ୍ତିତୀ କୁ ଆସିଯିବେ ।ହନୁମାନଙ୍କୁ କେସର ଭାତ ବା ଗୁଡାର ରୁଟି ଭୋଗ ଲଗାଇବେତ  ସବୁ ସମସ୍ଯା ଦୂର ହୋଇଯିବ ଚାକିରି ନ ପାଉଥିଲେ ଚାକିରି ମଧ୍ୟ ମିଳିଯିବା ।

ଶନିବାର ଦିନ ଅଟା ର ଦୀପରେ ଚାମେଲୀ ତେଲ ରେ ହାଣିମାନକୁ ଅଳଟି କାଲେ ମନସ୍କାମନା ପୂର୍ଣ  ହୋଇଥାଏ । ମଙ୍ଗଳ ବାର ଦିନ ଘିଅରେ ସିନ୍ଦୁର ମିଶାଇ ହନୁମାନଙ୍କୁ ଲେପ ଦେବାଦ୍ଵାର ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ଚକେଳି ତେଲ ଚଢାଇବା ଦ୍ଵାରା ହନୁମାନ ପ୍ରସନ୍ନ ହୋଇଥାନ୍ତି । ଧ୍ଵଜା ରେ ରାମଙ୍କ ନାମ ଲେଖିକି ହନୁମ୍ନ୍ନ୍କୁ ସମର୍ପଣ କରନ୍ତୁ ଭଲ ଫଳ ପ୍ରାପ୍ତି ହେବ । ଯଦି କୌଣସି ବ୍ୟକ୍ତି ସୂର୍ଯ୍ୟମୁଖ୍ୟ ଫୁଲ ଅର୍ପଣା କରିଥାଏ ବୈଭବ ସୁଖ ପ୍ରାପ୍ତି ହୋଇଥାଏ ।

Leave a Reply

Your email address will not be published. Required fields are marked *