22 ମାର୍ଚ୍ଚ ରୁ 30 ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଚୈତ୍ର ନବରାତ୍ରିରେ ମା’ ଲକ୍ଷ୍ମୀ 6ଟି ରାଶି ଉପରେ ଢାଳିବେ ନିଜର ଆଶୀର୍ବାଦ, ହେବେ କୋଟିପତି

ଚୈତ୍ର ନବରାତ୍ରି ସାମାନ୍ୟତଃ ଚୈତ୍ର ମାସରେ ପଡେ । ଏହି ନବରାତ୍ରୀ ୨୨ ମାର୍ଚ୍ଚ ରୁ ଆରମ୍ଭ ହୋଇ ୩୦ ମାର୍ଚ୍ଚ ଯାଏ ।  ଏହି ନବରତ୍ରିକୁ ଆମେ ୯ ଦିନ ପାଳନ କରୁ । ଏହି ଚୈତ୍ର ନବରାତ୍ରିରେ ପ୍ରତିପତା ତିଥି ୧୨ ଟି ରାଶି ମଧ୍ୟରୁ ୬ ଟି ରାଶିର ବ୍ୟକ୍ତି ଙ୍କ ଜୀବନରେ ବହୁତ ପରିବର୍ତନ ହୋଇଯିବ। ଏହି ୬ ଟି ରାଶି ର ବ୍ୟକ୍ତି ଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ରହିବା । ମା ଲକ୍ଷ୍ମୀଙ୍କ କୃପାରୁ ସବୁ ଦୁଃଖ ,କଷ୍ଟ ,ଚିନ୍ତା ଦୂର ହବ । ହିନ୍ଦୁ ଧର୍ମରେ ନବରାତ୍ରୀ ର ବହୁତ ମହତ୍ବପୂର୍ଣ ଅଟେ ।

ବର୍ଷକୁ ୪ ଥର ନବରାତ୍ରୀ ହୁଏ । ଏହା ମଧ୍ୟରୁ ଦୁଇଟି ମୁଖ୍ୟ । ଚୈତ୍ର ନବରାତ୍ରୀ ଓ ଶାରଦୀୟ ନବରାତ୍ରୀ । ଏହି ନବରତ୍ରିର ଅନେକ ନୀତି ନିୟମ ରହିଛି ୯ ଦିନ ଯାଏ ମା ଦୁର୍ଗ ଙ୍କୁ ଅଲଗା ଅଲଗା ରୂପରେ ପୂଜା କରାଯାଏ । ନବରାତ୍ରିର ପ୍ରଥମ ଦିନ କଳସ ସ୍ଥାପନ କରାଯାଏ । ଏହି କଳସକୁ ଭଗବାନ ୩୧୫୩୪ ରୂପ ମାନନ୍ତି ।ସୁନା ,ଚାନ୍ଦି ବା ମାଟିର କଳସ ବସାଇ ଦେବୀ ଦୂର୍ଗାଙ୍କୁ ଆହ୍ଵାନ କରିବେ ଓ କଳସକୁ ପୂଜା କରିବେ ।

ଏହି ୬ ଟି ରାଶି ମଧ୍ୟରୁ ମିଥୁନ ରାଶି ର ବ୍ୟକ୍ତି ଙ୍କ ଉପରେ ମା ଲକ୍ଷ୍ମୀ କୃପା ରହିବ । ମା ଲକ୍ଷ୍ମୀଙ୍କ କୃପାରୁ ଆପଣ ବ୍ୟାପାର , ବିଜନେସ ବା ଶିକ୍ଷା ରେ ସଫଳ ହେବେ । ସନ୍ତାନ ପ୍ରାପ୍ତି ହେବ । ଯାହା ଚାହୁଥିବେ ସବୁ ଇଛା ପୂର୍ଣ ହେବ । ମା ଲକ୍ଷ୍ମୀଙ୍କ କୃପାରୁ ଭୂମି ମଧ୍ୟ କିଣିପାରିବେ । ଏହା ପରେ କନ୍ୟା ରାଶି ଏହି ରାଶି ର ବ୍ୟକ୍ତି ସମାଗରେ ସନ୍ନମାନ ପାଇବେ । ନୂଆ ଚାକିରି ମିଳିପାରେ । ପରିବାରେ ବହୁତ ଖୁସି ବନେଇବେ । ଅଚାନକ ଧନ ମଧ୍ୟ ପ୍ରାପ୍ତି ହେବ ସହିତ ସନ୍ତାନ ପ୍ରାପ୍ତି ହେବ ।

ଏହା ପରେ ସିଂହ ରାଶି । ଏହି ରାଶିର ବ୍ୟକ୍ତି ଏହି ଚୈତ୍ର ନବରତ୍ରି ରେ କିଛି ଶୁଭ ଖବର ମିଳିବ । ପରିବାର ବା ସାଙ୍ଗସାଥି ଙ୍କ ବହୁତ ଖୁସି ବନେଇବେ । ଜୀବନ ସାଥି ଖୋଜୁଥିଲେ ଜୀବନ ସାଥି ପାଇବେ । ଯାହା ଭାବିଥିବେ କରିବା ପାଇ ତାହା କରିପାରିବେ । ଏହା ପରେ ମେଷ ରାଶି । ଏହିରାଶି ର ବ୍ୟକିଙ୍କ ଉପରେ ମା ଲକ୍ଷ୍ମୀ କୃପା ଓ ଧନର ବର୍ଷା କରିବେ । ଏମିତି ଖୁସି ଆସିବ ଯେମିତି ଆପଣଙ୍କ ଶତ୍ରୁ ଆପଣଙ୍କୁ ଡରିବେ । ଏହା ପରେ ତୁଳା ରାଶି ।

ଏହି ରାଶି ର ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀ ଙ୍କ କୃପା ଦୃଷ୍ଟିରୁ ଧାନ ବା ବହୁତ ଖୁସି ମିଳିବ । ଆସୁଥିବା ସଂସାରରେ ବହୁତ ଖୁସି ମିଳିବ । ଆପଣଙ୍କ ମନସ୍କାମନା ପୂର୍ଣା ହେବ । ପରିବାରରେ ଶାନ୍ତି ଆସିବ । ମା ଲକ୍ଷ୍ମୀଙ୍କୁ ପୂଜା କଲେ ସବୁଥିରେ ସଫଳ ହେବେ । ଏହା ପରେ କୁମ୍ଭ ରାଶି । ଏହି ରାଶିରେ ଦାମ୍ପତ୍ୟ ଜୀବନ ସୁଖ ମୟ ହେବ । କଳାକାର ବା ଶିକ୍ଷା କ୍ଷେତ୍ରରେ ଆଗକୁ ଯିବେ ଏବଂ ସଫଳତା ମିଳିବ । ଚାକିରି ର ଚେଷ୍ଟା କରୁଛନ୍ତି ତ ବାହୁଜଲ୍ଦି ମିଳିଯିବା । ବିଦେଶରେ ପଢିବାକୁ ଚାହୁଛନ୍ତୁ ତ ଏ ସ୍ଵପ୍ନ ପୁରା ହେବ ।  ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ ତ ଏହି ପେଜ କୁ ଲାଇକ ,କାମେଣ୍ଟ ଓ ଶେୟର କରନ୍ତୁ ।

Leave a Reply

Your email address will not be published. Required fields are marked *