IAS ଇଣ୍ଟରଭିୟୁ ରେ ପଚରା ଯାଇଥିବା 15+ ପ୍ରଶ୍ନ ଓ ଉତ୍ତର- ଦୁନିଆରେ ସବୁଠୁ ଖତରନାକ ଫାଇଟର ପ୍ଳେନ କେଉଁ ଦେଶ ପାଖରେ ଅଛି ?

ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।

ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ଆଜି ଆମେ ଆପଣଙ୍କୁ ସେଭଳି କିଛି ପ୍ରଶ୍ନ ବିଷୟରେ କହିବାକୁ ଯାଉଛୁ ।

1- ଏମିତି କେଉଁ ଜିନିଷ ଅଛି ଯାହା ପୁରା ଭାରତ ବର୍ଷ ରେ ଯେଉଁଠି କି ବି ନେଇଗଲେ ତାହାର ଦାମ ବଦଳେ ନାହିଁ ?

ଉତ୍ତର- ଭାରତୀୟ ଚଳଣି ।

2- ନିଜର କେଉଁ ଭଉଣୀ ର ସ୍ଵାମୀ କୁ ଆପଣ ଭେଣେଇ କହି ପାରିବେନି ?

ଉତ୍ତର- ନର୍ସ ।

3- ଯଦି ଆମେ ପଞ୍ଜାବ ନ୍ୟାସନାଲ ବ୍ଯାଙ୍କ ର ଲୋନ ଦେବା ତେବେ କଣ ହେବ ?

ଉତ୍ତର- ସମ୍ପତି ର ନିଲାମି ହୋଇଯିବ ।

4- ଦୁନିଆରେ କେଉଁ ଦେଶରେ ଗୋଟେ ମନ୍ଦିର ମସିଜିଦ ନାହିଁ ?

ଉତ୍ତର- ଭ୍ୟାଟିକାନ ସିଟି ।

5- ବଲିଉଡରେ ଏବେ ଯାଏଁ କେତୋଟି ଫିଲ୍ମ ହୋଇ ସାରିଛି ?

ଉତ୍ତର- 73538 ।

6- କଣ ସ୍ପେସ ରେ ମଣିଷର ଉଚ୍ଚତା ବଢିଥାଏ ?

ଉତ୍ତର- ହଁ ।

7- କଣ କପିଲ ଶର୍ମା ଙ୍କୁ ଏଡିତ କରାଯାଇ ଦେଖା ଯାଇପାରିବ ?

ଉତ୍ତର- କିଛି ସିନ ଏଡିଟ ହୋଇପାରେ ।

8- କଣ ଆପଣ ଜାଣିଛନ୍ତି କି ଯିଏ ଡୋନାଲ୍ଡ ଟ୍ରମ୍ଫ ରେ ଅଛି ତାଙ୍କର କେତୋଟି ବାହାଘର ହୋଇଛି ?

ଉତ୍ତର- 3ଟି ।

9- ବର୍ଷାରେ ଅଚାନକ ବେଙ୍ଗ କେଉଁଠି ଓ କାହିଁକି ଆସିଥାନ୍ତି ?

ଉତ୍ତର- ବର୍ଷାରେ ବେଙ୍ଗ ମାନେ ନିଜ ଖାଦ୍ୟ ସଂଗ୍ରହ କରିବାକୁ ଆସିଥାନ୍ତି ।

10- ଭାରତର କେଉଁ ରାଜ୍ୟର ଲୋକ ସବୁଠୁ ଅଧିକ କଦଳୀ ଖାଇଥାନ୍ତି ?

ଉତ୍ତର- ତାମିଲନାଡୁ ।

11- କେଉଁ ଦେଶରେ ଶବ୍ଦ କରୁଥିବା ଜୋତା ଚପଲ ପିନ୍ଧାଯାଏ ନାହିଁ ?

ଉତ୍ତର- ଇଟାଲୀ ।

12- କେଉଁ ଦେଶରେ କୁକୁର ମାଂସ ଖିଆଯାଏ ?

ଉତ୍ତର- ଚୀନ ।

13- ଭାରତର କେଉଁ ରାଜ୍ୟରେ ଝିଅ ମାନେ ଅଧିକ ସିଲେଇ କରିଥାନ୍ତି ?

ଉତ୍ତର- ରାଜସ୍ଥାନ ।

14- କେଉଁ ଦେଶରେ ସବୁଠୁ ଅଧିକ କୁକୁର ପାଳିଥାନ୍ତି ?

ଉତ୍ତର- ଭାରତ ।

15- କଣ ଆପଣ ଜାଣିଛନ୍ତି କି କେଉଁ ଦେଶର ସଂସ୍କୃତି ସବୁଠୁ ଲଗା ହୋଇଥାଏ ?

ଉତ୍ତର- ଭାରତ ।

16- ଜଣେ ବ୍ୟକ୍ତି ଗୋଟେ ଦିନରେ କେତେ ଅକ୍ସିଜେନ ନେଇଥାଏ ?

ଉତ୍ତର- 550 ଲିଟର ।

17- କଣ ଝିଅ ମାନଙ୍କର ଜିନ୍ସ ରେ ପକେଟ ଥାଏ ?

ଉତ୍ତର- ହଁ ।

18- ଦୁନିଆରେ ସବୁଠୁ ଖତରନାକ ଫାଇଟର ପ୍ଳେନ କେଉଁ ଦେଶ ପାଖରେ ଅଛି ?

ଉତ୍ତର- ଭାରତ ଓ ଇଜରାଇଲ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *