ଧୋକାବାଜ ସ୍ତ୍ରୀ ଙ୍କୁ ନର୍କ ରେ କେଉଁ ଦଣ୍ଡ ମିଳିଥାଏ ? କୃଷ୍ଣ ଉପଦେଶ

ବନ୍ଧୁଗଣ ଜଣେ ପୁରୁଷ ବଞ୍ଚିଥିବା ଅବସ୍ଥାରେ ଯାହା ବି କର୍ମ କରିଥାଏ । ତାକୁ ମୃତ୍ୟୁ ପରେ ନର୍କ ରେ ଭୟାନକ ଦଣ୍ଡ ମିଳିଥାଏ । କିନ୍ତୁ ଜଣେ ନାରୀ ଯିଏ ନିଜ ସ୍ଵାମୀ ର ସେବା କରେ ନାହିଁ, ପର ପୁରୁଷ ସହ ସମ୍ପର୍କ ରଖିଥାଏ, ମିଛ କହିଥାଏ, ତଥା ନିଜ ସ୍ଵାମୀ କୁ ଧୋକା ଦେଇଥାଏ କଣ ସେମାନଙ୍କୁ ମୃତ୍ୟୁ ପରେ ନର୍କ ରେ କିଛି ଦଣ୍ଡ ମିଳିଥାଏ । ନା ସେମାନଙ୍କ ପାଇଁ ସବୁ କିଛି କ୍ଷମାଯୋଗ୍ୟ ହୋଇଥାଏ । ଆଜି ଆମେ ଏହି ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ।

1- ତାମିଶ୍ରମ : ଗରୁଡ ପୂରଣ ଅନୁଯାୟୀ ଏହି ଦଣ୍ଡ ଏମିତି ସ୍ତ୍ରୀ ଙ୍କୁ ମୃତ୍ୟୁ ପରେ ଦିଆ ଯାଇଥାଏ ଯିଏ ନିଜ ସ୍ଵାମୀ ର ବ୍ୟବହାର କରିଥାଏ । ଏହି ସ୍ତ୍ରୀ ମାନେ ନିଜ ସ୍ବାମୀଙ୍କ ପାଖରେ ଟଙ୍କା ଥିବା ଯାଏଁ ରହିଥାନ୍ତି । ଧନ ସରିବା ପରେ ନିଜ ସ୍ଵାମୀ ଙ୍କୁ ଛାଡି ଦେଇଠନ୍ତି । ଏଭଳି କର୍ମ କରିଥିବା ସ୍ତ୍ରୀ ଙ୍କୁ ମୃତ୍ୟୁ ପରେ ନର୍କ ରେ ଓଲଟା ଟଙ୍ଗାଯାଇ ଗରମ ଛୁରୀ ରେ ମରା ଯାଇଥାଏ ।

2- ଅସିତାପତ୍ରମ : ନିଜ କର୍ତ୍ତବ୍ୟ ରୁ ଓହରି ଥିବା ସ୍ତ୍ରୀ ଙ୍କୁ ଏଭଳି ଦଣ୍ଡ ଦିଆ ଯାଇଥାଏ । ଯାହା ନର୍କ ରେ ଅତି ନିର୍ମମ ଦଣ୍ଡ ହୋଇଥାଏ । ଅର୍ଥାତ ଯେଉଁ ସ୍ତ୍ରୀ ନିଜ ସ୍ଵାମୀ କୁ ଧୋକା ଦେଇଥାଏ, ଯୌତୁକ ନିର୍ଯ୍ୟାତନା ରେ ନିଜ ସ୍ଵାମୀ କୁ ମିଛ ଆରୋପ ଲଗାଇ ଫସାଇଥାଏ । ଏମିତି ସ୍ତ୍ରୀ ଙ୍କୁ ଅନେକ ଜନ୍ମ ଯାଏଁ ଚକ୍ରବାହ ପକ୍ଷୀ ରୂପେ ରହିବାକୁ ପଡିଥାଏ । ଏଭଳି ସ୍ତ୍ରୀ ଙ୍କୁ ମୃତ୍ୟୁ ପରେ ନର୍କ ରେ ଏକ ଧାରୁଆ ଛୁରୀ ରେ ପ୍ରହାର କରା ଯାଇଥାଏ । ଏହି ଦଣ୍ଡ ସେତେବେଳେ ଯାଏଁ ଚାଲିଯାଏ ଯେବେ ଯାଏଁ ସେ ବେହୋସ ନ ହୋଇଛି ।

3- ଗରୁଡ ପୁରାଣ ଭଗବାନ କୃଷ୍ଣ କହିଛନ୍ତି ଯେବେ କୌଣସି ସ୍ତ୍ରୀ କୌଣସି ପୁରୁଷ ର ବିନା ଇଚ୍ଛା ରେ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରିଥାଏ ବା ସଂଭୋଗ ପାଇଁ ଉତ୍ତେଜିତ କରିଥାଏ ଏଭଳି ନାରୀ ଙ୍କୁ ମୃତ୍ୟୁ ପରେ ନର୍କ ରେ ବିଷଧର କୀଟପତଙ୍ଗ, ରକ୍ତ, ପଶୁ ମଧ୍ୟ ଦଣ୍ଡ ଭୋଗ କରିବାକୁ ଛଡା ଯାଇଥାଏ ।

ଏହା ବ୍ଯତୀତ ଯେଉଁ ସ୍ତ୍ରୀ ମାନେ ନିଜ ସ୍ଵାମୀ ର ହତ୍ୟା କରିଥାଏ ବା କାହା ଦ୍ଵାରା କରାଇଥାଏ ତାକୁ ମୃତ୍ୟୁ ପରେ ନର୍କ ରେ ରକ୍ତ ର ନଦୀ ରେ ଫିଙ୍ଗା ଯାଇଥାଏ । ତେବେ ଏହା ଥିଲା ସେହି ସବୁ କମ ଯାହା ଯଦି କୌଣସି ନାରୀ କରିଥାଏ ତାକୁ ମୃତ୍ୟୁ ପରେ ଏଭଳି ଦଣ୍ଡ ମିଳିଥାଏ । ଏଭଳି ନାରୀ ଙ୍କୁ ନର୍କ ରେ ଅତି ଭୟାନକ ଦଣ୍ଡ ମିଳିଥାଏ ଯାହା ସହ୍ୟ କରିବା ଅସମ୍ଭବ ଅଟେ । ତେଣୁ ଆପଣ ମାନେ ଯଦି ଏଭଳି କିଛି କର୍ମ କରୁଛନ୍ତି ତେବେ ସତର୍କ ହୋଇ ଯାଆନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *