କଳିଯୁଗ ରେ ସ୍ତ୍ରୀ ମାନଙ୍କର 3 ପ୍ରକାରର ରୂପ, ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ, କୃଷ୍ଣ ଉପଦେଶ

ବୈଦିକ ରୁଷି ମୁନି ମାନେ ନିଜର ଆଧ୍ୟାତ୍ମିକ ଜ୍ଞାନ ବଳରେ ସ୍ତ୍ରୀ ମାନଙ୍କର ଶାରୀରିକ ଗଠନ, ଆଚାର ବ୍ୟବହାର, ଚାଲିଚଳନ, ବାଣୀ ଓ ରଙ୍ଗ ରୂପର ଆଧାରରେ ତାଙ୍କ ଚରିତ୍ର ବିଷୟରେ ଏମିତି ଅନେକ କଥା କହିଛନ୍ତି । ଯାହା ଦ୍ଵାରା ଜଣା ପଡିଥାଏ କି କେଉଁ ସ୍ତ୍ରୀ ଭବିଷ୍ୟତ ରେ କିଭଳି ଆଚରଣ କରିବ । ଏହି କ୍ରମ ରେ ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ସ୍ତ୍ରୀ ମାନଙ୍କ ବିଷୟରେ କିଛି ରହସ୍ୟମୟ କଥା ରହିଛି । ଯାହା ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ଜାଣିବା ସ୍ତ୍ରୀ ମାନଙ୍କ ବିଷୟରେ କିଛି ଗୁପ୍ତ କଥା ।

କଳିଯୁଗରେ 3 ପ୍ରକାରର ସ୍ତ୍ରୀ ରହିଥାନ୍ତି ଯାହା ଆମ ଶାସ୍ତ୍ର ରେ ଲେଖା ଯାଇଛି । 1- ଚିତ୍ରିଣୀ ସ୍ତ୍ରୀ : ଏହି ପ୍ରକାରର ସ୍ତ୍ରୀ ମାନେ ସଜବାଜ ହେବାକୁ ବହୁତ ପସନ୍ଦ କରିଥାନ୍ତି । ଏମାନେ କମ ପରିଶ୍ରମୀ ହୋଇଥାନ୍ତି । କିନ୍ତୁ ବହୁତ ବୁଦ୍ଧିମାନ ହୋଇଥାନ୍ତି । ମାନେ ନିଜର ପ୍ରତେକ କାମ କୁ ସଠିକ ଭାବେ କରିଥାନ୍ତି । ଏହାଳି ସ୍ତ୍ରୀ ମାନେ ଧର୍ମ, ବ୍ରତ, କଥାମାନ ଓ ସାଧୁ ସନ୍ଥ ଙ୍କ ସେବାରେ ଲୀନ ରହିଥାନ୍ତି ।

ଏଭଳି ସ୍ତ୍ରୀ ମାନେ ଗରିବ ପାଇର୍ବାରରେ ଜନ୍ମ ହୋଇଥିଲେ ମଧ୍ୟ ଏମାନଙ୍କ କୁଣ୍ଡଳୀ ରେ ରାଜଯୋଗ ଲେଖା ହୋଇଥାଏ । ଏମାନେ ସ୍ଵଭାବ ରେ ପତୀବ୍ରତା ଓ ସ୍ଵଜନ ମାନଙ୍କର ଆଦର ସତ୍କାର କରିଥାନ୍ତି । ତଥା କାମନା ବାସ୍ନା ରେ କମ ରୁଚି ରଖିଥାନ୍ତି ଏଭଳି ସ୍ତ୍ରୀ ।

2- ଶଙ୍ଖିନୀ ସ୍ତ୍ରୀ : ଶଙ୍ଖିନୀ ସ୍ତ୍ରୀ ମାନେ ସ୍ଵଭାବରେ ଏପଟସେପଟ କଥା କହିବାରେ ମାହିର ହୋଇଥାନ୍ତି । ଏମାନେ ଅଧିକ କଥା କହିବାକୁ ପସନ୍ଦ କରନ୍ତି । ଏଣୁ ଲୋକ ମାନେ ଏମାନଙ୍କ ସମୁଖରେ ବହୁତ କମ କଥା କହିଥାନ୍ତି । ଏମାନଙ୍କ ମନରେ ଦୟାର ଭାବ ନ ଥାଏ । ଏମାନେ ଭୋଗ ବିଳାସରେ ଅଧିକ ରୁଚି ରଖିଥାନ୍ତି । ଏମାନଙ୍କର ଶରୀର ଗଠନ କେବେ ମୋଟା, ତ କେବେ ଲମ୍ବା ଓ ଦୁର୍ବଳ ହୋଇଥାଏ । ଏମାନେ ସର୍ବଦା ଚିନ୍ତାରେ ରହିଥାନ୍ତି । ଓ ବିନା କାରଣରେ ରାଗିକି ରହିଥାନ୍ତି ।

3- କୃପିଣୀ ସ୍ତ୍ରୀ : ଏଭଳି ସ୍ତ୍ରୀ ମାନେ ଶରୀର ରୁ ଦୁବର୍ଲା, ଶ୍ୟାମଳ ବର୍ଣ୍ଣ, କଞ୍ଜୁସ ତଥା ନିର୍ଲଜ ସ୍ଵଭାବର ହୋଇଥାନ୍ତି । ଏମାନଙ୍କର ଭୁଲ ଆଚରଣ କାରଣରୁ ପରିବାର ତଥା ସମାଜ ରେ ବଦନାମ ର ସାମ୍ନା କରିବାକୁ ପଡିଥାଏ । ଏମାନେ ଭୋଗ ବିଳାସ ରେ ସର୍ବଦା ଲିପ୍ତ ରହିଥାନ୍ତି । ଏମାନେ ନିଜ ପରିବାର ଓ ସନ୍ତାନ ଙ୍କ ପ୍ରାର୍ଥୀ ଅଧିକ ରୁଚି ରଖି ନ ଥାନ୍ତି ।

ଏହି କାରଣରୁ ଏମାନଙ୍କ ର ନିଜ ସ୍ଵାମୀ ଙ୍କ ସହ ଝଗଡା ହୋଇଥାଏ । ଓ ଅଲଗା ମଧ୍ୟ ହୋଇ ଯାଇଥାନ୍ତି । ଏମାନେ ନିଜର ସୁନ୍ଦରତା କାରଣରୁ ପର ପୁରୁଷ ଙ୍କୁ ଆକର୍ଷିତ କରିବାରେ ଲାଗିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *