Interesting GK: ସଂସାରରେ କାହର ମୃତ୍ୟୁ ନାହିଁ ? ଏହା ସହ ଆହୁରି 17 GK Quiz

ନମସ୍କାର ବନ୍ଧୁଗଣ, ନୂଆ ନୂଆ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ଲାଗି ରହିଥାଏ । ଏହି ସବୁ ପ୍ରଶ୍ନର ଉତ୍ତର ଆପଣଙ୍କ ଚାକିରି ପାଠ ପଢା କ୍ଷେତ୍ରରେ ଲାଗିବା ସହ ପିଲାମାନଙ୍କ ପାଠ ପଢାରେ ମଧ୍ୟ ଖୁବ ସହାୟ ହେବ । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ କିଛି ଉତ୍କଣ୍ଠାଭରା ପ୍ରଶ୍ନର ଉତ୍ତର । ତେବେ ଆଉ ଡେରି ନକରି ଆସନ୍ତୁ ଆଲୋଚନା କରିବା ସେହି ସବୁ ପ୍ରଶ୍ନର ଉତ୍ତର ବିଷୟରେ ।

୧- କେଉଁ ଦେଶରେ ଧଳାହାତୀ ଦେଖାଯାଏ ? ଉତ୍ତର: ଥାଇଲାଣ୍ଡ । ୨- କେଉଁ ରାଜା ତମାଖୁ ସେବନକୁ ବାଧ୍ୟତା ମୂଳକ କରିଥିଲେ ? ଉତ୍ତର: ପାଟର ଦି ଗ୍ରେଟ । ୩- କେଉଁ କୀଟ ଚଞ୍ଚଳ ଦୌଡିପାରେ ? ଉତ୍ତର: ଡିପର ଫ୍ଲାଇ, ୮୦୦ ମାଇଲେଜ ପ୍ରତିଘଣ୍ଟା ଉଡିବାର ସାମର୍ଥ୍ୟ ରଖିଥାଏ । ୪- କେଉଁ ମାସର ପିଲା କମ କାନ୍ଦିଥାଏ ? ଉତ୍ତର: ଫେବୃଆରୀ ।

୫- କେଉଁ ନଗରରେ ଦୁଇ ମାସରେ ଦିନ ହୁଏ ? ଉତ୍ତର: ହେର୍ମର ଫେଷ୍ଟୋ ନଗରରେ ଦୁଇ ମାସରେ ଠାରେ ଦିନ ହୋଇଥାଏ । ୬- କେଉଁ ଅବସ୍ଥାରେ ମନୁଷ୍ୟ ପାଇଁ ଟିକେଟ ଲାଗେ ନାହି ? ଉତ୍ତର: ଶିଶୁ ଅବସ୍ଥାରେ । ୭- ସାତ ପାହାଡ ନଗର କାହାକୁ କୁହାଯାଏ ? ଉତ୍ତର: ରୋମ ନଗରକୁ ସାତ ପାହାଡର ନଗର ବୋଲି କୁହାଯାଏ । ୮- ସଂସାରରେ କାହାର କେବେ ମୃତୁ ହୁଏ ନାହି ? ଉତ୍ତର: ଆତ୍ମାର କେବେ ହେଲେ ମଧ୍ୟ ମରଣ ହୋଇନଥାଏ । କାରଣ ଏହା ତ ପବନ ସଦୃଶ ଅଦୃଶ୍ୟ ଶକ୍ତି ।

୯- କେଉଁ ପକ୍ଷୀ ପିଲା ଜନ୍ମ ଦିଏ ଓ ପିଲାରକୁ କ୍ଷୀର ଦିଏ ? ଉତ୍ତର: ଏହି ଚକିତ କଲା ଭଳି କାମ ଚେମେଡିଆ ଚଢେଇ କରିଥାଏ । ୧୦- ଖଟା ମହୁ କେଉଁ ଦେଶରେ ମିଳିଥାଏ ? ଉତ୍ତର: ଖଟା ମହୁ ବ୍ରାଜିଲ ସହରରେ ମିଳିଥାଏ । ୧୧- କେଉଁ ଜୀବନର ଆଖିପତା ପଡେ ନାହିଁ । ଉତ୍ତର: ମାଛର ଆଖିପତା ପଡିନଥାଏ । ୧୨- କେଉଁ ପ୍ରାଣୀ ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରିଥାଏ ? ଉତ୍ତର: ସାମୁଦ୍ରି ଘୋଡା ।

୧୩- କେଉଁ ପକ୍ଷୀ ପଥରକୁ ବି ଖାଇଥାଏ ? ଉତ୍ତର: ଚତୁରୀମୃଗ ପକ୍ଷୀ । ୧୪- ବିଶ୍ଵର ସବୁଠାରୁ ଲାମ୍ବା ଘାସର ନାମ କଣ ? ଉତ୍ତର: ବାମୋବା । ୧୫- ଏମିତି କେଉଁ ଫୁଲ ଯାହାର ଓଜନ ୧୦ କିଲୋ ? ଉତ୍ତର: ରଫ୍ଲେସିଆ । ୧୬- କେଉଁ ପ୍ରାଣୀର ଧ୍ୱନି ବା ଶବ୍ଦ ନଥାଏ ? ଉତ୍ତର: ଜିରାଫ । ୧୭- କେଉଁ ପ୍ରାଣୀ କେବେ ମରିନଥାଏ ? ଉତ୍ତର: ଜେଲି ଫିସ ।

୧୮- କେଉଁ ଫଳରେ ୨୫ ପ୍ରତିଶତ ପବନ ଥାଏ ? ଉତ୍ତର: ସେଓ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ନିଶ୍ଚୟ ଫଳପ୍ରଦ ହେବ ।  ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *